ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ତିନିଦିନିଆ ଏନ୍ଇପି କର୍ମଶାଳା
୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ଏନ୍ଇପି କାର୍ଯ୍ୟକାରିତା ନେଇ ଆଜିଠୁ ଆରମ୍ଭ ହେଉଛି ତିନି ଦିନିଆ ଜାତୀୟ କର୍ମଶାଳା। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ…