ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏବେ  ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ ହୋଇଛନ୍ତି । ଅଳ୍ପଦିନ ତଳେ…

ବାସି ପଖାଳ ଖାଇ 22 ପିଲା ଅସୁସ୍ଥ

ବାସି ଖାଦ୍ୟ ଖାଇ ୨୨ ଜଣ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ଆଦର୍ଶ ବିଦ୍ୟାଳୟର ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଲକୋଇ ବ୍ଲକ ଓରିଆ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ଥିବା ଛାତ୍ରୀମାନେ ବାସି ପଖାଳ ଖାଇବା ପରେ ଅସୁସ୍ଥ ହୋଇଛନ୍ତି…

୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ ଶେହନାଜ୍‌ କୌର ଗିଲ୍‌

ପଞ୍ଜାବର କ୍ୟାଟ୍ରିନା ଭାବେ ବେଶ ଜଣାଶୁଣା ଅଭିନେତ୍ରୀ ଶେହନାଜ୍‌ କୌର ଗିଲ୍‌ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ଏକ ବିଶେଷ ଢଙ୍ଗରେ ଅଭିନେତ୍ରୀ ଶେହନାଜଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଭାଇ ଶାହାବାଜ୍‌ । ଇନଷ୍ଟାଗ୍ରାମରେ ଶାହାବାଜ୍‌ ଏକ ଭିଡିଓ ସେୟାର କରିଛନ୍ତି ।  ଶାହାବାଜ୍‌…

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ , ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି।…

ବିକାଶର ଶିଖର ଛୁଇଂବ ଓଡିଶା : ମୋଦୀ

ବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ  ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ | ଜନତା ମୈଦାନରେ ଆୟୋଜିତ ବିଶାଳ…

ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ମଧ୍ୟପ୍ରଦେଶର ହରପାଲପୁରରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ କେବଳ ଟ୍ରେନ ଉପରେ ପଥର ମାଡ଼ କରିନଥିଲେ ବରଂ ଏଥିରେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ଟ୍ରେନଟି ମହାକୁମ୍ଭ ପାଇଁ ଯାଉଥିଲା। ଏହି ମାମଲା ଝାନ୍ସୀ ଡିଭିଜନର ହରପାଲପୁର ଷ୍ଟେଶନରୁ…

ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଉଦ୍‌ଘାଟନ କଲେ ମୋଦି

ଭୁବନେଶ୍ବର ଜନତା ମଇଦାନରେ ଉଦ୍‌ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ,…

ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର

ଭାରତୀୟ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି। ମନ୍ଧାନା ଶ୍ରେଷ୍ଠ ମହିଳା ଦିନିକିଆ ୨୦୨୫ ପୁରସ୍କାର ଜିତିବା ପରେ ଖୁସି ପ୍ରକାଶ କରି କହିଛନ୍ତି, ମୁଁ ଏହି ପୁରସ୍କାର ପାଇ ICCକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଗତ ବର୍ଷ…

ଆଜି ଖେଳାଯିବ ଭାରତ ଓ ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ

ଭାରତ ଓ ଇଂଲଣ୍ଡ ମଧ୍ୟରେ ‌ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିରୋଧରେ ଭାରତ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ…

ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 60 ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ 400 ରୁ ଅଧିକ ଅଫିସରଙ୍କୁ ମୁତୟନ…