ଜାଣନ୍ତୁ ଚିନି ଓ ଗୁଡ ଭିତରୁ ଆମ ଶରୀର ପାଇଁ କେଉଁଟା ଉପଯୋଗୀ

ସାଧାରଣତ ଆମେ ବିନା ଚିନିରେ କୌଣସି ଜିନିଷ ଖାଇବାକୁ ଇଚ୍ଛା କରୁନା । ଚା ହେଉ କି କ୍ଷୀରି, ଦହି ହେଉ କି ସରବତ ଅବା ପିଠା । ବିନା ମିଠାରେ କୌଣସି ଜିନିଷ ଖାଇବାକୁ ପ୍ରାୟତଃ କାହାକୁ ଭଲ ଲାଗେନି । ମିଠା ପଡିଗଲେ ସମସ୍ତଙ୍କୁ ମଜା ଲାଗେ । ସେ ଚିନି ହେଉ କି ଗୁଡ, ମିଠା ଟିକେ ଲାଗିବା ଦରକାର,…

 ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା

ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ…

ନେହରୁଙ୍କ ଅମଳରେ ଦରମାର ଏକ ଚତୁର୍ଥାଂଶ ଟିକସ ଭାଗେ କଟାଯାଉଥିଲା

ବଜେଟ୍‌ରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟବିତ୍ତଙ୍କ ପାଇଁ ଅନୁକୂଳ ନିଷ୍ପତ୍ତି ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଅମଳରେ ଦରମାର ଏକ…

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପାଇଁ ଜୋରଜାର ପ୍ରସ୍ତୁତି

ଆସନ୍ତାକାଲି କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଭକ୍ତ । ଏହା ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ ହୋଇ ପରିସ୍କାର କରିବା ସହିତ ପରିମଳ ବ୍ୟବସ୍ଥା, ଆଲୋକିକରଣ, ପାନୀୟ ଜଳ ଯୋଗାଣ, ବ୍ୟାରିକେଡର ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଉକ୍ତମାନେ ବୁଡ଼ ପକାଇବା ପରେ…

ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା

ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି…

କେନ୍ଦ୍ରୀୟ ବଜେଟକୁ ଅଭୁତପୂର୍ବ ଜନସମର୍ଥନ ମିଳିଥିବାରୁ ବିଜେଡି ବିବ୍ରତ : ଡ.ଯତିନ ମହାନ୍ତି

ପାଲ୍ୟାମେଂଟରେ ଗତକାଲି ଏକ ଐତିହାସିକ, ଲୋକକଲ୍ୟାଣକାରୀ ଓ ବିକାଶମୁଖୀ ବଜେଟ ଆଗତ କରାଯାଇଛି ଏହି ବଜେଟ୍‌କୁ ଅଭୁତପୂର୍ବ ଜନସମର୍ଥନ ମିଳିଛି । ଏନେଇ ବିଜେଡି ବ୍ୟସ୍ତବିବ୍ରତ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତିନ ମହାନ୍ତି କହିଛନ୍ତି। ଡ. ମହାନ୍ତି କହିଛନ୍ତି, ଏହି…

ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ହେଉଛି ତାତି

ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି ।  ପ୍ରଥମ ସପ୍ତାହରୁ ୩୬ ଡିଗ୍ରୀ ପାର କଲା ପାରଦ। ଗତକାଲି ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀରେ ମଧ୍ୟ ବଢ଼ିଛି ପାରଦ। ଭୁବନେଶ୍ବରରେ ୩୪.୯ ଡିଗ୍ରୀ…

ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ

ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୧୫୦ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ଜିତି ନେଇଛି। ୨୪୮ରନର ବିଜୟ ଲକ୍ଷ୍ୟ ନେଇ…

ଆମେରିକା ଡେମୋକ୍ରାଟ୍‌ ନେତା ଭାବେ ନିର୍ବାଚିତ ହେଲେ କେନ୍‌ ମାର୍ଟିନ୍‌

ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ…

ମାଘ ମାସରେ ବାଘ ଭଳି ଖରା,ଭୁବନେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ଟପିଛି

ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା ।  କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଭୋରର ଘନ କୁହୁଡ଼ି ପଡୁଥିବା ବେଳେ ଦିନ ବଢିବା ସହ ଖରା ବଢୁଛି । ବିଶେଷ କରି ଫେବ୍ରୁଆରି ତୃତୀୟ…