ହଠାତ୍‌ ‘ଇଣ୍ଡିଆନ ଆଇଡଲ ଶୋ ଛାଡ଼ି ପ୍ରଶଂସକ ଏବଂ ଦର୍ଶକ ଚକିତ କରିଛନ୍ତି ବିଶାଲ ଦଦଲାନୀ

ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ ଘୋଷ ଏହାର ଟ୍ରଫି ଜିତିଥିଲେ। ଚଳିତ ସିଜନକୁ ରାପର ବାଦ୍‌ଶାହା, ଶ୍ରେୟା ଘୋଷାଲ ଏବଂ ବିଶାଲ ଦଦଲାନୀ ହୋଷ୍ଟ କରିଥିଲେ। ହେଲେ ଏବେ କିଛି ସମୟ…

ନୂଆ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ସୁଧ କମିବାରେ ସମ୍ଭାବନା ରହିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା କରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହି ହାର ୬ ପ୍ରତିଶତକୁ ଖସିଆସିଛି। ରେପୋ ହାର କମ୍ ହୋଇଥିବାରୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ। ଏଥି ସହିତ ନୂଆ…

ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ତହବୁର ରାଣା

ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ତହବୁର ରାଣା । ଦିଲ୍ଲୀରେ ବାୟୁସେନାର ପାଲମ୍‌ ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିଛି ଆତଙ୍କବାଦୀ ତହବୁରକୁ ଅଣାଯାଇଥିବା ସ୍ବତନ୍ତ୍ର ବିମାନ । ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ତହବୁରକୁ ଭାରତ ଆଣିଛି ଏନଆଇଏ । ଭାରତ…

ନବୀନ ମିଛ କହିଲେ – ପ୍ରଭାତ ତ୍ରିପାଠୀ

ନବୀନ ପଟ୍ଟନାୟକଙ୍କ ବୟାନ ପରେ ପ୍ରଭାତ ତ୍ରିପାଠୀଙ୍କ ବିସ୍ଫୋରଣ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ପୂର୍ବତନ ବିଧାୟକ । ଉଭୟ ନୀବନ ପଟ୍ଟନାୟକ ଓ ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି । କହିଲେ , ନବୀନ ମିଛ କହିଲେ । ମୁଁ ବିଜେଡିରେ ନାହିଁ ବୋଲି କହିବାକୁ ନବୀନଙ୍କ ମୁହଁରେ କୁହାଯାଇଛି ।ମୋ…

୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ

ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ ହେଉଛି।  ଏହା ଉତ୍ତର ଦିଗରେ ଗତି କରିବ। ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାୟଗଡ଼ାରେ…

ଆଇପିଏଲ୍‌ର ୨୩ତମ ମ୍ୟାଚ୍‌: ଗୁଜରାଟର ଚତୁର୍ଥ ବିଜୟ

ଚଳିତ ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ ବୁଧବାର ଗୁଜରାଟ ଟାଇଟନ୍ସ ୫୮ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି। ଗୁଜରାଟ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ରାଜସ୍ଥାନ ୪ ବଲ୍‌ ପୂର୍ବରୁ ୧୫୯ ରନ୍‌ରେ ଅଲ୍‌ଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ଗୁଜରାଟ ପଞ୍ଚମ ମୁକାବିଲାରୁ ଚତୁର୍ଥ…

ଏହି ୩ଟି ଡ୍ରାଇ ଫୁଟ୍ ଖାଆନ୍ତୁ, ଦେଖିବେ ଦେହରେ ଚମତ୍କାରିତା ଦେଖାଦେବ

ଜଣେ ଯଦି ଆପଣଙ୍କୁ ପଚାରେ- ଭାଇ ! କେମିତି ଅଛୁ. ? ଆପଣ ହଁ ଭଲ ଅଛି ବୋଲି ଲମ୍ବେଇକି କୁହନ୍ତି.. ଖୁସି କେବେ କେବେ ଉତ୍ସାହିତ ହୋଇ କୁହନ୍ତି ତ ପୁଣି କେତେବେଳେ ଉଦାସ ହୋଇ କୁହନ୍ତି । ମାତ୍ର ମଣିଷ ସେତେବେଳେ ଭଲ ଅଛି ବୋଲି ଭଲରେ କୁହେ ଯେତେବେଳେ ତା ଦେହ ଭଲ ଥାଏ, ସିଏ ସୁସ୍ଥ ରୁହେ..ଶରୀର…

ଲଘୁଚାପ ପ୍ରଭାବରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ

ଲଘୁଚାପ ପ୍ରଭାବରେ ଓଡ଼ିଶା ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ବୌଦ୍ଧ ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋରାପୁଟ, ରାୟଗଡ଼ା,…

ଆଜିର ରାଶିଫଳ

ମେଷ: ନିତି ଦିନିଆ ଜୀବନରେ କିଛି ନବୀନତା ଆସିପାରେ। ସମ୍ବନ୍ଧରେ ଗାରିମା ବଜାୟ ରଖିଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆର୍ଥିକ ସମସ୍ୟା ବନ୍ଧୁ ମାଧ୍ୟମରେ ସମାଧାନ ହୋଇଯିବ।  ‌ ବୃଷ: କିଣାବିକା ମାମଲାରେ ସାବଧାନ ରହନ୍ତୁ। ଆର୍ଥିକ ରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। କ୍ୟ‌ାରିୟର…

ପୁଲିସ ନିକଟରେ ୨୨ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା  ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ୨୬ ଲକ୍ଷ ଟଂକାର ପୁରସ୍କାର ଘୋଷଣା ହୋଇଥିଲା। ଏଥିସହ ଏମାନଙ୍କ ମଧ୍ୟରୁ ୬ ଜଣ ମହିଳା ନକ୍ସଲ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବାଟାଲିୟନ ନମ୍ବର ୧ର ସଦସ୍ୟ କମଲି…