କୃଷକଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଉପହାର ସୂରୂପ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ କୃଷକ ସମ୍ମାନ ନିଧିର ଦଶମ କିସ୍ତି ଆଜି ଜାରି କରିଛନ୍ତି। ରିପୋର୍ଟ ମୁତାବକ, ଆଜି ଅପରାହ୍ନ ସାଢ଼େ ୧୨ଟାରେ ମୋଦି ଚାଷୀଙ୍କ

ବର୍ଷ ଆରମ୍ଭରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ

ମେଟ୍ରୋ ଟିଭି ବ୍ୟୁରୋ,୧/୧: ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ସବୁ ଜାନୁଆରୀ ୩ରୁ ହିଁ ଖେଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ସ୍କୁଲ ଖୋଲିବା ପ୍ଧବ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୋଡାଲ ଅଧିକାରୀଙ୍କ ସହ ଡିଇଓ ଓ ବିଇଓମାନେ

ନବବର୍ଷରୁ ମହଙ୍ଗା ହେବ ଏଟିଏମ୍ କାରବାର

ମେଟ୍ରୋ ଟିଭି ବ୍ୟୁରୋ ,୧/୧: ବର୍ଷର ଆରମ୍ବରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ୍ କାରବାର । ଏଣିକି ଅଧିକ ଏଟିଏମ୍ ବ୍ୟବହାର ପାଇ ଦେବାକୁ ହେବ ଏଟିଏମ୍ ଫି । ଜୁନ ମାସରେ ଦିଆଯାଇଥିବା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଗ୍ରାହକମାନଙ୍କୁ ମାଗଣା ଅନୁମତିଯୋଗ୍ୟ ସୀମାଠାରୁ

ନୂତନ ବର୍ଷର ଅଭିନନ୍ଦନ

ମେଟ୍ରୋ ଟିଭି ବ୍ୟୁରୋ,୧/୧:ନୂଆ ବର୍ଷର ନୂଆ ସକାଳ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ମେଟ୍ରୋ ପରିବାର । ନୂଆ ବର୍ଷର ଆରମ୍ଭ ଆପଣଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦଉ । କିଛି ସ୍ଥାନରେ କୋହଲା ଓ ଆଉ କିଛି ସ୍ଥାନରେ ଖରାରେ ଏଇ ନୂଆ ବର୍ଷର ସକାଳ । ଆସନ୍ତୁ ସମସ୍ତେ କୋଭିଡ ନିୟମ ଓ

ଘୋଡାର ମୂଲ୍ୟରେ ହେବ କିଣି ମର୍ସିଡିଜ୍ ଓ ବିଏମ୍‌ଡବ୍ଲ୍ୟୁ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆମ ଭାରତରେ ଘୋଡାର ଚାହିଦା କାହିଁ କେତେ ରାଜା ରାଜୁଡା ସମୟରୁ ରହି ଆସିଛି ।ଏହି ଘୋଡାକୁ ଦ୍ରୁତବେଗର ଖେଳରେ ସାମିଲ କରାଯାଏ । ଏହି ପରି ଏକ ମେଳା ମହାରାଷ୍ଟ୍ରର ନନ୍ଦୁରବରର ସାରଙ୍ଗକେଡା ଠାରେ ଚାଲିଛି । ଏହି ମେଳାରେ ସାମିଲ ହେଇଛି ଏକ ବିଶେଷ ଘୋଡା ଯାହାର

ରଣଜୀ ଟ୍ରଫିରେ ଖେଳିବେ ଅର୍ଜୁନ ତେନ୍ଦୁଲକର

ମେଟ୍ରୋ ଟିଭି ବ୍ୟୁରେ,୩୦/୧୨: ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି । ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ବ୍ୟାଟିଂରେ ବିସ୍ମୟ ପୃଥ୍ୱୀ ଶ’ଙ୍କୁ ନେତୃତ୍ୱ ଭାର ଦିଆଯାଇଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ

ବିବାହ ପୂର୍ବରୁ ଏକାଠି ଦେଖିଲେ ମିଳିବ ଦଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଦୁନିଆରେ ଅଜବ ଅଜବ ପ୍ରଥା ପରମ୍ପରା ରହିଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଏହି ପରି କିଛି ଅଜବ ନୀତି ରହିଛି ପାକିସ୍ତାନ ସରକାରଙ୍କର । ଯାହା ପାଇ ସେ ଚର୍ଚ୍ଚାର ବିଷୟ ପାଲଟିଛି ।ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ

୨୦୨୨ରେ ମିଳିପାରେ କି ଗଗନୟାନ ଓ ଚନ୍ଦ୍ରାୟାନକୁ ସଫଳତା

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: କରୋନା ପାଇ ଅନେକ ମିଶନ ବିଳମ୍ଭ ହୋଇଥିବା ବେଳେ ସେଗୁଡିକ ସବୁ ପୁଣି ଗତି କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ବଡ଼ ମିଶନ ମଧ୍ୟରେ ରହିଛି ଗଗନୟାନ। ଭାରତର ଏହି ଉଚ୍ଚାଭିଳାଷୀ ସ୍ପେସ୍ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶଯାନରେ ଭାରତୀୟ

ୟୁପିଆଇ ପେମେଣ୍ଟ କରିଦେବ କାଙ୍ଗାଳ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆଜିକା ସମୟରେ ସମସ୍ତେ କରୁଛନ୍ତି ଡିଜିଟାଲ୍ କାରବାର। ଯଦି ଆପଣ ଡିଜିଟାଲ ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସତର୍କ। ଏମିତିକି ଟଙ୍କା ହରାଇ ଆପଣ କାଙ୍ଗାଳ ବି ହୋଇଯିବେ। ଜାଣନ୍ତୁ, ଡିଜିଟାଲ୍ ପେମେଣ୍ଟ ବେଳେ ଅଜାଣତରେ ହୋଇଥାଏ କଣ କଣ ଭୁଲ୍। ଆପଣ ଯଦି

ସପ୍ତାଶ୍ଚର୍ଯ୍ୟ ଗିଜା ପିରାମିଡ୍‌

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ପୃଥିବୀରେ ଥିବା ୭ଟି ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗିଜା ପିରାମିଡ ଅନ୍ୟତମ । ଏହି ପିରାମିଡ ବହୁ ପ୍ରାଚୀନକାଳରୁ ଅକ୍ଷୁର୍ଣ୍ଣ ଅଛି । ଗିଜାର ଗ୍ରେଟ ପିରାମିଡ ଖୁଫୁର ପିରାମିଡ ବା ଚୋପ୍ସର ପିରାମିଡ ଭାବରେ ଜଣାଶୁଣା । ଏହି ପିରାମିଡ ୪ର୍ଥ ରାଜବଂଶର ଇଜିପ୍ଟର ଫାରୋ