ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମେଟ୍ରୋ ଟିଭି ଓଡ଼ିଶା (୬.୬.୨୦୨୨ ) ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୮ ତାରିଖରେ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ କିଛି କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ – ୟୁଏଇରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୃର୍ଘଟଣା

ମେଟ୍ରୋ ଟିଭି ଓଡ଼ିଶା (୬.୬.୨୦୨୨ ) ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୋର୍ଘଟଣା ଘଟିଛି | ମିଳିଥିବା ସୂଚନା ଅନୁସାରେ ପ୍ରଶିକ୍ଷଣ ବେଳେ ତଳକୁ ଖସି ପଡିଛି ଟ୍ରେନିଂ ଏୟାରକ୍ରାଫ୍ଟ | ପ୍ରାୟ ୧୫ ଫୁଟ ତଳକୁ ଖସିବା ଫଳରେ ଟ୍ରେନିଂ ପାଇଲଟ ଗୁରୁତର ହୋଇଥିବା ସୂଚନା ମିଳିଛି |

ଆଜି ଲୋକାର୍ପଣ ହେବ ‘ଜନ ସମର୍ଥ ପୋର୍ଟାଲ’

ମେଟ୍ରୋ ଟିଭି ଓଡିଶା (୬.୬.୨୦୨୨) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ । “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ ସ୍ବରୂପ

ଶପଥ ନେଲେ ନବୀନଙ୍କ ନୂଆ ଟିମ୍, ୨୧ନୂଆ ମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା (୫. ୬. ୨୦୨୨) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି | ଆଜି ୨୧ଜଣ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଶପଥ ଗ୍ରହଣ କରାଇଛନ୍ତି | ଲୋକସେବା କନଭେସନ ହଲରେ ଏହି ଶପଥ ଗ୍ରହଣ ଉତ୍ସବ