ମହଙ୍ଗା ପଡିଲା ନୂଆବର୍ଷ ସେଲିବ୍ରେସନ,ଶତାଧିକ ଯାତ୍ରୀଙ୍କୁ ଏବେ କରୋନା ଆଶଙ୍କା

hindustantimes.com ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆବର୍ଷ ସେଲିବ୍ରେସନ ମହଙ୍ଗା ପଡିଛି । କୋର୍ଡେଲିଆ କ୍ରୁସ୍ ନାମକ ଯାହାଜ ମୁମ୍ବାଇରୁ ଗୋଆ ଯାଇଥିବା ଯାତ୍ରୀଙ୍କ ପାଇ ମୁସ୍କିଲ ବଢିଯାଇଛି । ନୂଆବର୍ଷ

ଆଜିଠୁ ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଟୀକା

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦେଶରେ ୧୫ରୁ ୧୮ ବର୍ଷ କିଶୋର ,କିଶୋରୀଙ୍କୁ ଆଜିଠାରୁ କରୋନା ଟୀକା ଦିଆଯିବ । ଏଥିପ୍ଧବ ହିତାଧିକାରୀଙ୍କ ପଞ୍ଜିକରଣ ନୂଆବର୍ଷ ଶନିବାର ଠାରୁ ଆରମ୍ଭ ହୋଇଛି ।କିଶୋର ମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ କହିଛନ୍ତି

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା୨ୟ ଟେଷ୍ଟ ମ୍ୟାଚ

ମେଟ୍ରୋ ଟିଭି ବ୍ୟୁରୋ,୩/୧:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ମ୍ୟାଚ ଆଜି ଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡିୟମରେ ଖେଳାଯିବ । ନୂତନ ବର୍ଷରେ ଏହା ଭାରତର ପ୍ରଥମ ମ୍ୟାଚ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ କୁ ଭାରତ

ଲାଇଗର ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ବିଜୟ ଦେବରକୋଣ୍ଡା

ମେଟ୍ରୋ ଟିଭି ବ୍ୟୁରୋ,୧/୧: ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍ ଜାରି ହୋଇଛି। କରନ ଜୋହର ପ୍ରଯୋଜିତ ଏହି ଲାଇଗର ଫିଲ୍ମରେ ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଝଲକ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି । ବିଜୟଙ୍କ ଆକ୍ସନ ଓ

ଆଜି ବିଶ୍ୱ ପରିବାର ଦିବସ

ମେଟ୍ରୋ ଟିଭି ବ୍ୟୁରୋ,୧/୧: ବିଶ୍ୱକୁ ଗୋଟିଏ ପରିବାର ପରି ଗଢି ତେଳିବା ଏହି ବିଶ୍ୱ ପରିବାର ଦିବସର ଭୂମିକା ଗୁରୁତପୂର୍ଣ୍ଣ । ବିଶ୍ୱକୁ ଏକତାର ସକାରାତ୍ମକ ବାର୍ତ୍ତା ସହିତ ନୂଆ ବର୍ଷ ଆରମ୍ବ କରିବା ପାଇ ପ୍ରତିବର୍ଷ ଜାନୁଆରୀ ୧ତାରିଖରେ ପାଳନ କରାଯାଏ ବିଶ୍ୱ ପରିବାର ଦିବସ । ବସୁଧୈବ

କଫିନ୍‌ର ଦେଶ ଘାନା

ମେଟ୍ରୋ ଟିଭି ବ୍ୟୁରୋ,୧/୧: ପାଶ୍ଚାତ୍ୟ ଦେଶରେ ମଣିଷର ମୃତ୍ୟୁ ହେବା ପରେ ତାଙ୍କୁ କଫିନରେ ଭିତରେ ରଖାଯାଏ । ଏହି କଫିନ ସବୁ ଦେଖିଲେ ମନରେ ଭୟ ଆସିଥାଏ । ଭିନ୍ନ ଭିନ୍ନ ପରମ୍ପରା ସହ କଫିନ ମଧ୍ୟ ଭିନ୍ନ ରୂପର ହୋଇଥାଏ । ଯାହାକୁ ଦେଖିଲେ ଅଜବ ଲାଗେ । ଏହି ପରି ଅଜବ କଫିନ ରହିଛି ପଶିଚମ

ବର୍ଷ ଆରମ୍ଭରୁ ପିଲାଙ୍କୁ ଦିଆଯିବ କୋଭିଡ ଟୀକା

ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଆରମ୍ବରେ କେନ୍ଦ୍ର ସରକାର ଛୋଟ ପିଲାଙ୍କୁ କୋଭିଡ୍ ଟୀକା ଦିଆଯିବାକୁ ନେଇ ନିଷ୍ପତ୍ତି ଦେଇଛନ୍ତି । ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ କରିହେବ । ଦଶମ ଶ୍ରେଣୀର

କୃଷକଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଉପହାର ସୂରୂପ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ କୃଷକ ସମ୍ମାନ ନିଧିର ଦଶମ କିସ୍ତି ଆଜି ଜାରି କରିଛନ୍ତି। ରିପୋର୍ଟ ମୁତାବକ, ଆଜି ଅପରାହ୍ନ ସାଢ଼େ ୧୨ଟାରେ ମୋଦି ଚାଷୀଙ୍କ

ବର୍ଷ ଆରମ୍ଭରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ

ମେଟ୍ରୋ ଟିଭି ବ୍ୟୁରୋ,୧/୧: ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ସବୁ ଜାନୁଆରୀ ୩ରୁ ହିଁ ଖେଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ସ୍କୁଲ ଖୋଲିବା ପ୍ଧବ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୋଡାଲ ଅଧିକାରୀଙ୍କ ସହ ଡିଇଓ ଓ ବିଇଓମାନେ

ନବବର୍ଷରୁ ମହଙ୍ଗା ହେବ ଏଟିଏମ୍ କାରବାର

ମେଟ୍ରୋ ଟିଭି ବ୍ୟୁରୋ ,୧/୧: ବର୍ଷର ଆରମ୍ବରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ୍ କାରବାର । ଏଣିକି ଅଧିକ ଏଟିଏମ୍ ବ୍ୟବହାର ପାଇ ଦେବାକୁ ହେବ ଏଟିଏମ୍ ଫି । ଜୁନ ମାସରେ ଦିଆଯାଇଥିବା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଗ୍ରାହକମାନଙ୍କୁ ମାଗଣା ଅନୁମତିଯୋଗ୍ୟ ସୀମାଠାରୁ