ବଟନ ବଦଳାଇଲେ ରଙ୍ଗ ବଦଳାଇବ ବିଏମ୍‌ଡବ୍ଲ୍ୟୁ ଆଇଏକ୍ସ

ମେଟ୍ରୋ ଟିଭି ଓଡିଶା,୬/୧: ବିଏମଡବ୍ଲ୍ୟୁର ନୂଆ କାର ବଜାରକୁ ଆସୁଛି ଯାହା ଦବାଇବା କ୍ଷଣି ତାର ରଙ୍ଗ ବଦଳିଯାଉଛି । ଏହି କାର ମଡେଲର ନାମ ହେଉଛି ବିଏମ୍‌ଡବ୍ଲ୍ୟୁ ଆଇଏକ୍ସ । ଆମେରିକାର ଲାସ୍ ଭେଗାସ୍ ସହରରେ ଏହି ଇଲେକ୍ଟ୍ରୋନିକ ସୋ ଆରମ୍ଭ ହୋଇଛି ଯେଉଥିରେ ସାମସଙ୍ଗ, ସୋନି,

ଭିତରକନିକାରେ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ୱେତା

ମେଟ୍ରୋ ଟିଭି ଓଡିଶା,୬/୧: ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳରେ ଥିବା ବଉଳା କୁମ୍ଭୀର କେନ୍ଦ୍ରରେ ୩ବର୍ଷର ଧଳା କୁମ୍ଭୀର ମନମୋହୁଛି । ଗତବର୍ଷ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା । ପ୍ର।କୃତିକ ପରିବେଶରେ ଏତେ ସଂଖ୍ୟାର ଧଳା କୁମ୍ଭୀର

ଅନୁଷ୍କା ସାଜିଲେ କ୍ରିକେଟର

ମେଟ୍ରୋ ଟିଭି ଓଡିଶା,୬/୧: ବଲିଉଡରେ ଦୀର୍ଘ ଦିନର ବ୍ୟବଧାନରେ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅନୁଷ୍କା ଶର୍ମା । ଚକଦା ଏକ୍ସପ୍ରେସ ଫିଲ୍ମ ମାଧ୍ୟମରେ ପୁଣି ଆସିବେ ଅଭିନେତ୍ରୀ ଅନୁଷ୍କା । ଗତ କିଛି ବର୍ଷ ହେଲା ପରଦା ଠାରୁ ଦୂରରେ ଥିବା ଅନୁଷ୍କା ଏବେ ପୁଣିଥରେ କମ୍

ବୟସ ସିନା କମ୍ ହେଲେ ବୁଦ୍ଧି ଅଧିକା ,୬ବର୍ଷ ବାଳକର ଆଶ୍ଚର୍ଯ୍ୟ ଜନକ ଘଟଣା

ମେଟ୍ରୋ ଟିଭି ଓଡିଶା,୬/୧: ଛୋଟ ପିଲା ଘରେ ଥିଲେ କାମ ସବୁ ବଢିଯାଏ । ପିଲାଙ୍କର ବିଭିନ୍ନ କାମରେ ଫଶି ରହିଯାଆନ୍ତି ମାଆବାପା । ଗାଧୋଇବା,ଖାଇବା,ସ୍କୁଲଯିବା ଆଦି ଅନେକ କାମ ସବୁ ଅଭିଭାବକ ମାନେ କରନ୍ତି । କିନ୍ତୁ ଏପରି ଏକ ଛୁଆ ଅଛି ଯିଏ ନିଜର ସବୁ କାମ ନିଜେ କରୁଛି । ଏହି ଛୋଟ

ଆଜିଠୁ ପୁଣି ଆରମ୍ଭ ହେଲା ମାତା ବେଷ୍ଣୋଦେବୀଙ୍କ ଯାତ୍ରା

ମେଟ୍ରୋ ଟିଭି ଓଡିଶା,୬/୧: ମାତା ବେଷ୍ଣୋଦେବୀଙ୍କ ଯାତ୍ରା ପାଇ କରିବାକୁ ଚାହୁଁଥିବା ଲୋକଙ୍କ ପାଇ ନୂଆ ଖୁସି ଖବର ଆସିଛି ।ପୁଣି ଥରେ ଖୋଲିଛି ମାତାଙ୍କ ମନ୍ଦିର ।ଏବେ ଭକ୍ତ ମାଁଙ୍କ ଦର୍ଶନ କରିପାରିବେ । କିଛି ଦିନ ହେଲା ଜାମ୍ମୁ-କାଶ୍ମୀରରେ ପ୍ରବଳ ବରଫାବୃତ ହେଉଥିବାରୁ ମାତାଙ୍କ

୨୦୨୨ ଭୋଟର ତାଲିକା ପ୍ରକାଶିତ

ମେଟ୍ରୋ ଟିଭି ଓଡିଶା,୬/୧: ୨୦୨୨ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇିଛି ।ଏହି ତାଲିକାନୁସାରେ ରାଜ୍ୟରେ ମୋଟ ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ,ଓ ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩ହଜାର ୨୫ଜଣ

ସୁରତରେ ବଡ ଧରଣର ଅଘଟଣ ,ଗ୍ୟାସ ଲିକ୍ ହୋଇ ୬ମୃତ

ମେଟ୍ରୋ ଟିଭି ଓଡିଶା,୬/୧: ବର୍ଷ ଆରମ୍ଭରୁ ଘଟି ଯାଇଛି ଅଘଟଣ । ଗୁରୁବାର ସକାଳୁ ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ଜଣଙ୍କର ମୃତ ଘଟିଛି । ୨୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସଚିନ ଜିଆଇଡିସି ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ

ଓଡିଆ ପୁଅ ହେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ମେଟ୍ରୋ ଟିଭି ଓଡିଶା,୬/୧: କେନ୍ଦ୍ରରେ ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ୱ ଦିଆଯାଇଛି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଛନ୍ତି । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଯିଏକି ୨୦୧୪ରେ ଓଡିଶା ପୋଲିସରୁ ହଟିବା ପରେ ବିଜେପିରେ ଯୋଗ ଦେଇଥିଲେ । ସେ

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ

ରାଜ୍ୟରେ ପୁଣି ଲାଗିଲା କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ଟା ଯାଏ କଟକଣା

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଛି ସଂକ୍ରମଣ । ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ କଟକଣାକୁ ପୁଣି ଲଗାଇଛନ୍ତି । ନାଇଟ୍ କର୍ଫ୍ୟୁ ସମୟ ସୀମା ବଢିଛି । ରାଜ୍ୟ ସରକାର ଏହି ତୃତୀୟ ପ୍ରର୍ଯ୍ୟାୟର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ