ତାଲିବାନର ନୂଆ ଆଇନ, ପୁରୁଷଙ୍କ ବିନା ବାହାରକୁ ବାହାରି ପାରିବେ ନାହି ମହିଳା
ମେଟ୍ରୋ ଟିଭି ବ୍ୟୁରୋ, ୨୭/୧୨ : ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ କଟକଣା ଲାଗୁ କରାଯାଇଛି। ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ତଥା ଅଧିକାରର ଉଲ୍ଲଂଘନକୁ ନେଇ ବିଶ୍ୱ ଉଦ୍ବେଗ ପ୍ରକାଶ କରୁଛନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ!-->…