ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ

ମେଟ୍ରୋ ଟିଭି ଓଡିଶା,୧୩/୧: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଉଛି । ଏହା ସହ କଟକର ଏକ ରାସ୍ତାକୁ ତାଙ୍କ ନାମରେ ନାମକ କରିବାକୁ କହିଛନ୍ତି ଅଭିନେତା ଶ୍ରୀତମ ଦାସ ।ଗତକାଲି

ରକେଟ ବିଶେଷଜ୍ଞ ଏସ୍ ସୋମନାଥ ହେଲେ ଇସ୍ରୋ ମୁଖ୍ୟ

ମେଟ୍ରୋ ଟିଭି ଓଡିଶା,୧୩/୧: ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ସେ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟର ।ଏହା ପୂର୍ବରୁ ସେ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ

ଚୀନ୍‌କୁ ଭାରତୀୟ ଆର୍ମିର ଚେତାବନୀ

ମେଟ୍ରୋ ଟିଭି ଓଡିଶା,୧୨/୧: ଆର୍ମି ଚିଫ୍ ଜେନେରାଲ୍ ଏମଏମ୍ ନରବଣେ ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଚୀନ ସହତ ଏଲଏସିରେ ଆଶିଂକ ସୌନୟ ପ୍ରତ୍ୟାହାର ହେବା ସହ ବିପଦ ମଧ୍ୟ ଅଛି । ନରବଣେ କହିଛନ୍ତି, ସଂଘର୍ଷ ହେଉଛି ଅନ୍ତିମ ଉପାୟ। ଚେଷ୍ଟା କଲେ ନିହାତି ବିଜୟୀ ହୋଇ ଫେରିବୁ।

ଚର୍ଚ୍ଚାରେ ଅର୍ଜୁନ-ମଲାଇକା ବ୍ରେକ୍‌ଅପ୍ ?

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡର ଲଭ ବାର୍ଡ ତଥା ବିବାଦୀୟ ପ୍ରେମିକା ପ୍ରେମିକ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବ୍ରେକଅପ ହୋଇଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମର ସାଥୀ । କାହାକୁ ଖାତିର କରି ନଥିଲେ କି

ପୁଣି ସଲମାନଙ୍କୁ ଟାର୍ଗେଟ୍ କଲେ କେଆରକେ

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡ ସୁପରଷ୍ଟାରଙ୍କ ସହ କମଲ ରସିଦ ଖାନଙ୍କ ବିବାଦ ସର୍ବଦା ରହିଆସିଛି। ସେଲ୍ଫ କ୍ଲେମ୍ କ୍ରିଟିକ୍ କମଲ ରସିଦ ଖାନ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଫିଲ୍ମ ଏବଂ ଅଭିନେତାମାନଙ୍କ ଉପରେ ମନ୍ତବ୍ୟ ଜାରି ରଖିଛନ୍ତି। ଅତୀତରେ ସଲମାନ

ଏବେ ମହଙ୍ଗା ହେବ ବୁଲେଟ

ମେଟ୍ରୋ ଟିଭି ଓଡିଶା,୧୨/୧: କମ୍ପାନୀ ରୟାଲ ଏନ୍ଫିଲ୍ଡ ଏବେ ଭାରତରେ ତାର କିଛି ୨ ଚକିଆ ମଡେଲର ଦାମ ବୃଦ୍ଧି କରିଛି । Classic 350, Meteor 350 , Himalayan motorcycles ମଡେଲର ଦାମ ବୃଦ୍ଧି ହୋଇଛି । ଏହି ନୂଆ ଦାମ ଜାନୁଆରୀରୁ ଲାଗୁ ମଧ୍ୟ କରି ଦିଆଯାଇଛି । କିନ୍ତୁ ରୟାଲ

ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ

ମେଟ୍ରୋ ଟିଭି ଓଡିଶା,୧୨/୧: ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି। ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ହେଲାଣି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍

ଆଇସିୟୁରେ ସୁସ୍ଥ ଅଛନ୍ତି ଲତା ମଙ୍ଗେଶକର

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡର ସ୍ୱର୍ କୋକିଳ ନାମରେ ପରିଚିତ ଲତା ମଙ୍ଗେଶକର ଆଇସିୟୁରେ ଅଛନ୍ତି । କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର କହିଛନ୍ତି ତାଙ୍କ ଝିଆରୀ ରଚନା । ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ

ଆଜି ୧୩ ଜିଲ୍ଲାରେ କୁଆପଥର ସାଙ୍ଗକୁ ବର୍ଷା ସମ୍ବାବନା

ମେଟ୍ରୋ ଟିଭି ଓଡିଶା,୧୨/୧: ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ କୁଆପଥର

ଆଇପିଏଲକୁ ସ୍ପନସର କରିବ ଟାଟା

ମେଟ୍ରୋ ଟିଭି ଓଡିଶା,୧୨/୧: ଆଇପିଏଲର ନୂଆ ଟାଇଟଲ୍ ସ୍ପନସର ଟାଟା । ଚୀନର ମୋବାଇଲ ନିର୍ମାଣକାରୀ କମ୍ପାନୀ ଭିଭୋର ସ୍ଥାନ ନେବ ଟାଟା। । ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉଁସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆଇପିଏଲ ଅଧ୍ୟକ୍ଷ ବୁଜେସ ପଟେଲ ୨୦୨୨ ଆଇପିଏଲରେ ଟାଟା ପ୍ରାୟୋଜକ ହେବ