ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ

ମେଟ୍ରୋ ଟିଭି ଓଡିଶା,୧୯/୧: ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବୌଜ୍ଞାନିକ କହୁଛନ୍ତି ଏହା ଫଳରେ ପରିବେଶ ପ୍ରଦୂଷଣ ହେବା । ଟୋଙ୍ଗାରେ ଲୋକ ମାନେ ଅଳ୍ପ ପରିମାଣର ଏସିଡ ବର୍ଷାର ଅନୁଭବ କରିବେ । ଗତ ଶନିବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ହୋଇଥିବା

ପ୍ରେଗନାଣ୍ଟ ଆଙ୍କର ଭାରତୀ ସିଂଙ୍କ ମଜାଦାର କଥା:ଜଣଙ୍କ ଫିରେ ୨ଜଣ କାମ କରୁଛୁ

ମେଟ୍ରୋ ଟିଭି ଓଡିଶା,୧୯/୧: ମା ହେବେ କମେଡି କୁଇନ ଭାରତୀ ସିଂ । ସେ ଏହି ଗର୍ଭବତୀ ଅବସ୍ଥାରେ କଲର୍ସ ଚ୍ୟାନେଲର ଆଗାମୀ ଶୋ’ ‘ହୁନାରବାଜ୍ ଦେଶ କି ଶାନ୍’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଶୋକୁ ହୋଷ୍ଟ କରୁଛନ୍ତି ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଏହାକୁ ନେଇ ଭାରତୀ

ଜୀବନ ଯୁଦ୍ଧରେ ହାରିଗଲେ ଧ୍ରୁବାନନ୍ଦ:ଭକ୍ତି ଭଜନରେ ଭକ୍ତଙ୍କୁ କରୁଥିଲେ ବିଭୋର

ମେଟ୍ରୋ ଟିଭି ଓଡିଶା,୧୯/୧: ଭକ୍ତିପୁତ ଭଜନ ଗାଇ ଶ୍ରୋତାଙ୍କୁ ବିଭୋର କରୁଥିବା ଧ୍ରୁବାନନ୍ଦ ଆଉ ନାହାନ୍ତି । ତାଙ୍କ ଭଜନରେ ଫୁଟି ଉଠୁଥିଲା ଜଗନ୍ନାଥଙ୍କ ପ୍ରୀତି ସେବା ଓ ସମର୍ପିତ ଭାବ । ଓଡିଶା ଜନମାନସରେ ଭଜନ ଗାଇ ନିଜକୁ ପ୍ରତିଷ୍ଟିତ କରିଥିବା ଧ୍ରୁବାନନ୍ଦ ସବୁଦିନ ପାଇଁ ଭବ ଭୂମିରୁ

ଆଉ ପାଖରେ ରହିବନି କୋକୋ

ମେଟ୍ରୋ ଟିଭି ଓଡିଶା,୧୯/୧: ମିଳିଥିବା କୋକୋର ନୂଆ ଠିକଣା ପାଲଟିଲା ନନ୍ଦନକାନନ । ବନବିଭାଗର କର୍ମଚାରୀ ମାନେ ଆସି ତାକୁ ନେଇ ଯାଇଛନ୍ତି । ସେ ଆଉ ନିଜ ମାଲିକଙ୍କ ସହ ରହିବ ନାହିଁ । କଟକ ମଧୁସୂଦନନଗରସ୍ଥିତ ନିଜ ମାଲିକ ସୁସ୍ମିତା ବେହେରାଙ୍କ ଶୁଆ ଥିଲା କୋକୋ । ଆଇନର କଥା କହି କୋକୋକୁ

ଅବସର ନେବେ ସାନିଆ ମିର୍ଜା

ମେଟ୍ରୋ ଟିଭି ଓଡିଶା,୧୯/୧: ବୁଧବାର ଅଷ୍ଟ୍ରେଲୀୟ ଓପନ୍ ୨୦୨୨ ରେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିଯିବା ପରେ ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କର ଅବସର ଯୋଜନା ଘୋଷଣା କରିଛନ୍ତି । ମିର୍ଜା ଏବଂ ତାଙ୍କ ୟୁକ୍ରେନ ପାର୍ଟନର ନାଡିଆଆ କିଚେନୋକ ୪-୬, ୬-୭ (୫) କୁ

ବଲିଉଡରେ ଡେବ୍ୟୁ କରିବେ ସାମନ୍ଥା

ମେଟ୍ରୋ ଟିଭି ଓଡିଶା,୧୯/୧: ପୁଷ୍ପା:ଦ ରାଇଜ୍ ଏବେ ବି ଦର୍ଶକଙ୍କ ମନକୁ ଆଦରି ରଖିଛି । ଏହି ଫିଲ୍ମରେ ଆଇଟମ ଗୀତ ପରିବେଷଣ କରିଥିବା ସାମନ୍ଥା ରୁଥଙ୍କ ଗୀତ ଓ ଅନ୍ତାବା ଏବେ ଚର୍ଚ୍ଚାରେ । ଅନ୍ୟ କଳାକାର ମଧ୍ୟ ଏହି ଗୀତର ତାଳେ ତାଳେ ନାଚୁଛନ୍ତି । ଦର୍ଶକଙ୍କୁ ଏହି ଗୀତ ଖୁବ୍ ପସନ୍ଦ

ରାସ୍ତା ମଝିରେ ଜଳିଲା ଚଳନ୍ତା କାର୍‌

ମେଟ୍ରୋ ଟିଭି ଓଡିଶା,୧୯/୧: ରାସ୍ତା ମଝିରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍ ଉପରେ ହୁତୁ ହୁତୁ ହୋଇ କାର୍ଟି ଜଳିଯାଇଥିଲା। କାର୍ ଭିତରେ ଦୁଇ ଜଣ ବସିଥିଲେ। ତେବେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଖବର ପାଇ

ପ୍ରଥମଥର ପାଇଁ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ

ମେଟ୍ରୋ ଟିଭି ଓଡିଶା,୧୯/୧: ଗଣତନ୍ତ୍ର ଦିବସ ପରେଡ ସର୍ବଦା ଗୋଟିଏ ବା ଅନ୍ୟ ଅର୍ଥରେ ସ୍ୱତନ୍ତ୍ର । ପ୍ରତିବର୍ଷ ଏକ ନୂତନ ଆର୍କଷଣ ଆସେ ଏହି ପ୍ୟାରେଡ ବା ଏହି ଦିନରେ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ଏହି ଦିନଟିକୁ ଅତି ଆନନ୍ଦ ସହ ପାଳିଥାନ୍ତି । ଦେଶକୁ ସ୍ୱାଧିନ

କୋଟିପତି ବିଜୟ ମାଲ୍ୟା ଏବେ ରାଜରାସ୍ତାରେ

ମେଟ୍ରୋ ଟିଭି ଓଡିଶା,୧୯/୧: ବ୍ରିଟେନ କୋର୍ଟର ନିର୍ଦ୍ଦେଶ ଅନୁସାରେ ବିଜୟ ମାଲ୍ୟାଙ୍କୁ ନିଜର ଲଣ୍ଡନସ୍ଥିତ ଘରୁ ବହିଷ୍କାର କରାଯିବ । ସ୍ୱିସ୍ ବ୍ୟାଙ୍କ ୟୁବିଏସ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦରେ ବ୍ରିଟିଶ କୋର୍ଟ ତାଙ୍କୁ ବଳବତ୍ତର ରହିବାକୁ ମନା କରିବା ପରେ ମଙ୍ଗଳବାର

ରାଜ୍ୟରେ କମିବ ଶୀତ

ମେଟ୍ରୋ ଟିଭି ଓଡିଶା,୧୯/୧: ରାଜ୍ୟରେ କମିବ ଶୀତ । ଏବେ ଦିନର ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଲାଣି । ଆଗାମୀ ଦିନରେ ୩ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ବାବନା ରହିଛି । ଏବେ ପାଗ ଶୁଖିଲା ରହିଛି ଓ ରାତିରେ ଶୀତର ତାପମାତ୍ରା ଅଧିକ ରହିଛି । ଅଧିକାଂଶ