ହୋଲି ବଜାରକୁ ରଙ୍ଗୀନ କରିବ ପ୍ରଭାସଙ୍କ ରାଧେ ଶ୍ୟାମ

ମେଟ୍ରୋ ଟିଭି ଓଡିଶା,୨/୨ : ହୋଲି ବଜାରକୁ ରଙ୍ଗୀନ କରିବାକୁ ସିନେମା ହଲରେ ରିଲିଜ ହେବ ପ୍ରଭାସଙ୍କ ଅଫକମିଂ ଫିଲ୍ମ ରାଧେ ଶ୍ୟାମ । ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍’କୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି

ପାଳିତ କୁକୁଡାର ମୃତ୍ୟୁରେ ଶବ ସତ୍କାର : ଭାଇରାଲ ହେଲା ଭିଡିଓ

ମେଟ୍ରୋ ଟିଭି ଓଡିଶା,୨/୨ : ମୃତ୍ୟୁ ପରେ ଶୋକ ପାଳନ କରାଯାଇଥାଏ । ଭଲ ପାଉଥିବା ଜିନିଷକୁ ହରାଇ ଶୋକ ଗ୍ରସ୍ଥ ହୁଏ ମଣିଷ। କିନ୍ତୁ କେବେ କେମିତି ଆମେ ଶୁଣିଛନ୍ତି ଯେ ପାଳିତ ପଶୁ, ପକ୍ଷୀ ଓ ଜନ୍ତୁଙ୍କୁ ହରାଇ ମଣିଷ ବି ଭାଙ୍ଗିପଡ଼େ। ମଣିଷ ଭଗଵାନଙ୍କ ଶ୍ରେଷ୍ଠ ସୃଷ୍ଟି ହୋଇଥିବା ବେଳେ

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ମାସ ଭିତରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ଓଡିଶା,୨/୨ : କରୋନାର ତୃତୀୟ ଲହରର ଭୟବହତାକୁ ନଜର ରଖି ସ୍କୁଲ କଲେଜ ବନ୍ଦ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହି କଟକଣାକୁ କୋହଳ କରିଛି କୋର୍ଟ । ଆସନ୍ତା ୨ ମାସ ଭିତରେ ସ୍କୁଲ

କୋହଳ ହୋଇପାରେ ନିର୍ବାଚନ ପ୍ରଚାର

ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ତଳମୁହାଁ ହେଉଥିବାରୁ ନିର୍ବାଚନୀ ପାଇଁ ପ୍ରଚାର କଟକଣା କୋହଳ ହୋଇପାରେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । କରୋନା ସଂକ୍ରମଣ କମୁଥିବାରୁ ବିଧାନସଭା

ୱାର୍କଆଉଟ ସମୟରେ ବେହୋସ ହେଲେ ଶିଳ୍ପା ସେଟ୍ଟୀ

ମେଟ୍ରୋ ଟିଭି ଓଡିଶା,୨/୨ : ବଲିଉଡ୍ ଆକ୍ଟ୍ରେସ୍ ଶିଳ୍ପା ସେଟ୍ଟୀ କେତେ ଫିଟନେସକୁ ନେଇ ସିରିୟସ୍ ଏହା ସମସ୍ତେ ଜାଣନ୍ତି। ସେ ତାଙ୍କ ଜିମ ଓ୍ଵାର୍କଆଉଟ, ଯୋଗ, ମେଡିଟେସନ, ଡାଏଟ ଠାରୁ ନେଇ ଅନେକ ଜିନିଷ ପ୍ରତି ବହୁତ ଦାୟିତ୍ୱବାନ ରୁହନ୍ତି। ଡେଲି ଓ୍ଵାର୍କଆଉଟ ଶିଳ୍ପାଙ୍କ ପାଇଁ ଡେଲି ଡାଏଟ

ପୁଷ୍ପା ଫିଲ୍ମ କ୍ରେଜରେ ବିଦେଶୀ କ୍ରିକେଟର

ମେଟ୍ରୋ ଟିଭି ଓଡିଶା,୨/୨ : ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କୁ ମଧ୍ୟ ଏହି ଫିଭର ଚଢିଲାଣି। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି

ପ୍ରଧାନମନ୍ତ୍ରୀଙ୍କ ଇ-ବିଦ୍ୟା ଯୋଜନା

pic credit-prabhat khabar ମେଟ୍ରୋ ଟିଭି ଓଡିଶା,୨/୨ : କରୋନା ମହାମାରୀ ଛଡାଇ ନେଇଛି ପିଲାଙ୍କ ପାଠପଢା । ଛାତ୍ରଛାତ୍ରୀ ମାମଙ୍କ ପାଠାପଢାରେ ବହୁ ଅବହେଳା ସୃଷ୍ଟି ହୋଇଛି । ଜାତିସଂଘ ରିପୋର୍ଟ ଅନୁଯାୟୀ, ଏହି ମହାମାରୀ କାରଣରୁ ୯ମରୁ ଦ୍ବାଦଶ ଶ୍ରେଣୀର ପିଲା ବେଶି ପ୍ରଭାବିତ

ଅଣ୍ଡରୱାଟର ଡାଇଭିଂ କରି ଚର୍ଚ୍ଚାରେ ସନ୍ନି ଲିଓନ

ମେଟ୍ରୋ ଟିଭି ଓଡିଶା,୨/୨ : ଅଭିନେତ୍ରୀ ସନ୍ନି ଲିଓନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି। ବଲିଉଡ ପରେ ସନ୍ନି ବର୍ତ୍ତମାନ ସାଉଥ୍ ଫିଲ୍ମ ଆଡକୁ ମୁହାଁଇଛନ୍ତି। ସନ୍ନି କାମର ବ୍ୟସ୍ତତା ଠାରୁ ସମୟ ବାହାର କରି ବୁଲିବାକୁ ପସନ୍ଦ କରନ୍ତି ଏବଂ ପରିବାର ସହିତ

ବିଶ୍ୱର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମେଟ୍ରୋ ଟିଭି ଓଡିଶା,୨/୨ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଯେତିକି ସକ୍ରିୟ ସେତିକି ଲୋକପ୍ରିୟ। ଟ୍ୱିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ପ୍ରଫେସନାଲ ଫଟୋ ଏବଂ ଭିଡିଓ ସବୁବେଳେ ସେୟାର କରିଆସୁଛନ୍ତି ।

ରାଜ୍ୟରେ ୨ଦିନ ପୁଣି ଜାରି ରହିବ ବର୍ଷା

ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମିଛି ଶୀତ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ପୁଣି ଭିଜିବ ଓଡ଼ିଶା। ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ମାଡ଼ ହୋଇପାରେ । ଏହି ପୂର୍ବାନୁମାନ