ସାଳନ୍ଦୀ ନଦୀକୁ ଧସିଲା ୧୦୦ ଫୁଟର ସୁରକ୍ଷା ବନ୍ଧ ,ଅଳ୍ପକେ ବର୍ତ୍ତିଲେ ୬ ପରିବାର

ମେଟ୍ରୋ ଟିଭି ଓଡିଶା,୬/୨ : ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ। ଭୂସ୍ଖଳନ ଘଟି ୩ରୁ ୪ ଫୁଟର ଫାଟ ସୃଷ୍ଟି ହୋଇଛି । ଅଳ୍ପକେ ବର୍ତ୍ତିଲେ ୬ ପରିବାର ଓ ଗୃହପାଳିତ ଗୋରୁଗାଈ। ଖବର ଅନୁଯାୟୀ, ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ

ସ୍ୱର ସାମ୍ରାଜ୍ଞୀ ଲତାଙ୍କ ଜୀବନୀ

ମେଟ୍ରୋ ଟିଭି ଓଡିଶା,୬/୨ : ଆଉ ନାହାନ୍ତି ହିନ୍ଦୀ ସିନେମା ଜଗତର ଲତା ଦିଦି । ୯୨ ବର୍ଷ ବୟସରଙ୍କ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡିଛି । ଲତା ମଙ୍ଗେସକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ

ନିରବି ଗଲେ ସୁର ସାମ୍ରାଜ୍ଞୀ

ମେଟ୍ରୋ ଟିଭି ଓଡିଶା,୬/୨ : ହିନ୍ଦୀ ସିନେମା ଏବଂ ମ୍ୟୁଜିକ ଜଗତକୁ ସ୍ତବ୍ଧ କରିବା ଭଳି ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ସମସ୍ତେ ହତବାକ ହେବା ସହ ଦୁଃଖିତ। ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସଙ୍କର ଆଉ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରବାସୀ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ

ମେଟ୍ରୋ ଟିଭି ଓଡିଶା,୫/୨ : ପକ୍ଷୀଙ୍କ କୋଳାହଳ ଶବ୍ଦରେ ମନପୁରି ଯାଏ । କିଚିରି ମିଚିରି ଶବ୍ଦ ଟିକେ କାନରେ ବାଜିଲେ ମନଭିତରେ ଥିବା ଆଶଙ୍କା ଦୂର ହୋଇ ଯାଇଥାଇଥାଏ । ସକାଳୁ ନିଦ ଭାଙ୍ଗିଲେ ପକ୍ଷୀଙ୍କ କୋଳାହଳ ଶୁଣିଲେ , ଆନନ୍ଦ ଅନୁଭବ ହୁଏ । ଶୀତର ପହିଲି ସ୍ପର୍ଶରେ ପକ୍ଷୀମାନେ

ଆଜି ସନ୍ଧ୍ୟା ୫ଟାରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଉଦ୍‌ଘାଟନ କରିବେ ମୋଦି

ମେଟ୍ରୋ ଟିଭି ଓଡିଶା,୫/୨ : ଆଜି ଉଦ୍ଘାଟିତ ହେବାକୁ ଯାଉଛି ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’। ଶନିବାର ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପ୍ରତିମାର ଅନାବରଣ କରିବେ। statue of Equalityର ବହୁତ ଗୁରୁତ୍ୱ ରହିଛି। ଏହି କାରଣରୁ ତେଲେଙ୍ଗାନା

ଅଷ୍ଟ୍ରେଲିଆ କ୍ରିକେଟ୍‌ରୁ ଇସ୍ତଫା ଦେଲେ କୋଚ ଜଷ୍ଟିନ ଲାଙ୍ଗର

ମେଟ୍ରୋ ଟିଭି ଓଡିଶା,୫/୨ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲାଙ୍ଗର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଅଷ୍ଟ୍ରେଲିଆ ୫ ଟେଷ୍ଟ ଆଶେସ ସିରିଜରେ ଇଂଲଣ୍ଡକୁ ୪-୦ରେ ପରାସ୍ତ କରିଛି । ଏହା

ଭଦ୍ରକରେ ଭୁଷୁଡିଲା ବିଜେପି ସଂଗଠନ ,ଦଳ ଛାଡିଲେ ଶତାଧିକ ନେତା ଓ କର୍ମୀ

ମେଟ୍ରୋ ଟିଭି ଓଡିଶା,୫/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ବିଜେପି କୁ ଲାଗିଛି ବଡ ଝଟକା । କିଛିଦିନ ପୂର୍ବରୁ ଦଳରେ ପ୍ରମୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରିବା ତଥା ନିର୍ବାଚନରେ କୌଣସି ଦାୟିତ୍ଵ ନଦେବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିବା ନେତା ଓ କର୍ମୀ ଆଜି

ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର

ମେଟ୍ରୋ ଟିଭି ଓଡିଶା,୪/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସେ ସେତେବେଳେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳେ । ଆମ କହୁଛୁ ଜଗତସିଂହ ପୁରର ଢ଼ିଙ୍କିୟା ଓ ଗଡ଼କୁଜଙ୍ଗ ପଂଚାୟତ କଥା. ସେଠାରେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳୁନି । ଗଡ଼କୁଜଙ୍ଗ ପଞ୍ଚାୟତ

ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।

ନିର୍ବାଚନ ଲଢିବେ ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରସାଦ

ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ । ପଞ୍ଚାୟତ ନିର୍ବାଚନ ରେ ଏଥର ଲଢ଼ିବେ ଯୁବ ସମାଜସେବୀ. ଆମେ କହୁଛୁ ଫତେପୁର ପଞ୍ଚାୟତ ପୁଅ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ଙ୍କର କଥା ପେସାରେ ବ୍ୟବସାୟୀ ନିଶା ତାଙ୍କର ସମାଜସେବା । ପଞ୍ଚାୟତ ର ବହୁ ଉର୍ନତି ମୂଳକ