ରଣଜୀ ଟ୍ରଫିରେ ଖେଳିବେ ଅର୍ଜୁନ ତେନ୍ଦୁଲକର

ମେଟ୍ରୋ ଟିଭି ବ୍ୟୁରେ,୩୦/୧୨: ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି । ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ବ୍ୟାଟିଂରେ ବିସ୍ମୟ ପୃଥ୍ୱୀ ଶ’ଙ୍କୁ ନେତୃତ୍ୱ ଭାର ଦିଆଯାଇଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ

ବିବାହ ପୂର୍ବରୁ ଏକାଠି ଦେଖିଲେ ମିଳିବ ଦଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଦୁନିଆରେ ଅଜବ ଅଜବ ପ୍ରଥା ପରମ୍ପରା ରହିଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଏହି ପରି କିଛି ଅଜବ ନୀତି ରହିଛି ପାକିସ୍ତାନ ସରକାରଙ୍କର । ଯାହା ପାଇ ସେ ଚର୍ଚ୍ଚାର ବିଷୟ ପାଲଟିଛି ।ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ

୨୦୨୨ରେ ମିଳିପାରେ କି ଗଗନୟାନ ଓ ଚନ୍ଦ୍ରାୟାନକୁ ସଫଳତା

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: କରୋନା ପାଇ ଅନେକ ମିଶନ ବିଳମ୍ଭ ହୋଇଥିବା ବେଳେ ସେଗୁଡିକ ସବୁ ପୁଣି ଗତି କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ବଡ଼ ମିଶନ ମଧ୍ୟରେ ରହିଛି ଗଗନୟାନ। ଭାରତର ଏହି ଉଚ୍ଚାଭିଳାଷୀ ସ୍ପେସ୍ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶଯାନରେ ଭାରତୀୟ

ୟୁପିଆଇ ପେମେଣ୍ଟ କରିଦେବ କାଙ୍ଗାଳ

ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଆଜିକା ସମୟରେ ସମସ୍ତେ କରୁଛନ୍ତି ଡିଜିଟାଲ୍ କାରବାର। ଯଦି ଆପଣ ଡିଜିଟାଲ ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସତର୍କ। ଏମିତିକି ଟଙ୍କା ହରାଇ ଆପଣ କାଙ୍ଗାଳ ବି ହୋଇଯିବେ। ଜାଣନ୍ତୁ, ଡିଜିଟାଲ୍ ପେମେଣ୍ଟ ବେଳେ ଅଜାଣତରେ ହୋଇଥାଏ କଣ କଣ ଭୁଲ୍। ଆପଣ ଯଦି

ସପ୍ତାଶ୍ଚର୍ଯ୍ୟ ଗିଜା ପିରାମିଡ୍‌

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ପୃଥିବୀରେ ଥିବା ୭ଟି ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗିଜା ପିରାମିଡ ଅନ୍ୟତମ । ଏହି ପିରାମିଡ ବହୁ ପ୍ରାଚୀନକାଳରୁ ଅକ୍ଷୁର୍ଣ୍ଣ ଅଛି । ଗିଜାର ଗ୍ରେଟ ପିରାମିଡ ଖୁଫୁର ପିରାମିଡ ବା ଚୋପ୍ସର ପିରାମିଡ ଭାବରେ ଜଣାଶୁଣା । ଏହି ପିରାମିଡ ୪ର୍ଥ ରାଜବଂଶର ଇଜିପ୍ଟର ଫାରୋ

୪୦ଲକ୍ଷ ଟଙ୍କାର ଚାକିରୀ ଛାଡି ସଫେଇ କାମ କରୁଛନ୍ତି ମହିଳା

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: କେତେବେଳେ ସମୟ ବଦଳି ଯାଏ କାହାକୁ ବି ଜଣାନାହିଁ । ସମୟର ଚକରେ ସମସ୍ତେ କଣ୍ଢେଇ ପରି ନାଚନ୍ତି । ସେହିଭଳି ଜଣେ ମହିଳା ନିଜର ୪୦ଲକ୍ଷ ଟଙ୍କା ଚାକିରୀକୁ ଛାଡି ସଫେଇ କାମକୁ ଆପଣେଇଛନ୍ତି । ଯାହା ଏବେ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟ

ଟେଷ୍ଟ ମ୍ୟାଚରେ ଭାରତରେ ଭାରତକୁ ହରାଇବାକୁ ୱାର୍ଣ୍ଣରଙ୍କ ଇଚ୍ଛା

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଅଷ୍ଟ୍ରେଳିଆର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ବୟାନ ଏବେ ଚହଳ ସୃଷ୍ଟି କରିଛି । ପୁରା ଟିମ୍ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ସିରିଜରେ ୩ଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ କବଜା କରିଛି । ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା

ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ବସ୍‌ପନ କା ପ୍ୟାର ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଚହଳ ପକାଇଥିବା ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘଟିଥିଲା। ଯେତେବେଳେ ସହଦେବ ତାଙ୍କ ସାଙ୍ଗମାନଙ୍କ ସହିତ ଏକ

ମେସିନ ଓକିଲର ତଥ୍ୟ ଆଧାରରେ ମିଳିବ ଦଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୨: ଚୀନର ଏକ ଟେକ କମ୍ପାନୀ ନୂଆ ମେସିନ ନିମାର୍ଣ କରିଛନ୍ତି । ଯାହା ବିଶ୍ୱର ପ୍ରଥମ କୃତିମ ବୁଦ୍ଧିମତାଯୁକ୍ତ ପ୍ରସିକ୍ୟୁଟର ବା ଓକିଲ ମେସିନ । ଯାହା ଆଧାରରେ ଏବେ ଦେଶରେ ହେଉଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇ ଦଣ୍ଡ ମିଳିପାରିବ । ଯାହା ଓକିଲଙ୍କ ଖର୍ଚ୍ଚ ଓ

ମୋଦୀଙ୍କ ପାଇଁ ନୂଆ ସୁରକ୍ଷା କାର୍‌, ମର୍ସିଡିଜ ମେବାଚ୍ ଏସ୍‌୬୫୦ ଗାର୍ଡ

ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୨: ଭାଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବୋଇଂ ୭୭୭ ଏୟାର ଇଣ୍ଡିଆ ୱାନ ପରେ ଏବେ ଆସିଛି ନୂଆ କାର୍ । ଏହି ବିମାନର ମୂଲ୍ୟ ୧୨୦୦ କୋଟି ଟଙ୍କା ଓ ଏହା କ୍ଷେପଣାସ୍ତ୍ର ନିରୋଧୀ ବିମାନ ।ଏହି ଗାଡି ଅତ୍ୟନ୍ତ ସୁରକ୍ଷିତ ଓ