ପୁଣି ପଡିଆକୁ ଫେରିବେ ଶ୍ରୀସନ୍ଥ , ଖେଳିବେ ରଣଜୀ ଟ୍ରଫି

ମେଟ୍ରୋ ଟିଭି ଓଡିଶା,୯/୨ : ରଣଜୀ ଟ୍ରଫି ସିଜିନ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରଣଜୀ ଟ୍ରଫିରେ ଅନେକ ଜଣାଶୁଣା କ୍ରିକେଟର ପୁଣି ମଇଦାନରେ ଯାଦୁ ଦେଖାଇବାକୁ ଯାଉଛନ୍ତି। ଏଥିରେ ମୁମ୍ବାଇ ଟିମ ଆଜିଜ୍ଞ୍ୟ ରାହାଣେ । ସୂଚନା ଅନୁସାରେ, ରଣଜୀ ଟ୍ରଫି ଜରିଆରେ ଟିମ୍

ପୁଷ୍ପା ଗୀତକୁ ଇଂରାଜୀରେ ଗାଇଲେ ଏମା ହିଷ୍ଟର୍ସ

ମେଟ୍ରୋ ଟିଭି ଓଡିଶା,୯/୨ : ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ପୁଷ୍ପାଙ୍କ କ୍ରେଜ ସାରା ବିଶ୍ବରେ ଚହଳ ପଡିଛି । ଏହି ଫିଲ୍ମ ସହିତ ତା ଗୀତ ଗୁଡିକ ମଧ୍ୟ ସେତେ ହିଟ୍ ହୋଇଛି । ଛୋଟରୁ ବଡ ଯାଏ ସମସ୍ତେ ଗୀତରେ ନାଛିକି ଭିଡିଓ ବନାଉଛନ୍ତି । ଯାହା ସୋସିଆଲ

kl Rahul ଝୁକେଗା ନେହିଁ ପୋଷ୍ଟରେ ଟ୍ରୋଲ ହେଲେ ରାହୁଲ

ମେଟ୍ରୋ ଟିଭି ଓଡିଶା,୯/୨ : ଚଳିତବର୍ଷ ଆଇପିଏଲ୍ ସିଜନରେ ନୂଆ ଟିମ୍ ଲକ୍ଷ୍ମୌ ସୁପରଜିଆଣ୍ଟ ସ୍ଥାନ ପାଇଛି । ଆଉ ଏହି ଟିମ୍ ଦାୟିତ୍ୱ ନେବେ କେଏଲ ରାହୁଲ। ଟିମରେ ରାହୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋନିସ ଏବଂ ରବି ବିଶ୍ନୋଇ ରହିଛନ୍ତି । ଆସନ୍ତା ଶନିବାର ଓ ରବିବାର

ଆଜି ପୁରୀ ଗଜପତିଙ୍କ ଝିଅ ବାହାଘର

pic credit-odisha news in english ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ

ରାମ ସେତୁର ଭାସମାନ ପଥରରେ ନିର୍ମାଣ ହେବ ଘର ଓ ବିଜ୍ର

ମେଟ୍ରୋ ଟିଭି ଓଡିଶା,୯/୨ : ଉଜ୍ଜୟିନୀର ବିକ୍ରମ ବିଶ୍ୱବିଦ୍ୟାଳୟ ନିକଟରେ ରାମ ଚରିତ ମାନସ ବିଜ୍ଞାନ ନାମରେ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରିଛି । ଅନୁସନ୍ଧାନରେ କୁହାଯାଇଛି ତାହା ଉପରେ ଗବେଷଣା କରାଯିବ। ରାମ ସେତୁ ପଥର ଉପରେ ଚାଲିଛି ଗବେଷଣା । ଯଦି ସେହି ପଥର ଗୁଡିକର ଗଠନ

କଟକରେ ଉଦ୍‌ଘାଟନ ହେଲା ଆମ ସାହି ଲାଇବ୍ରେରୀ

ମେଟ୍ରୋ ଟିଭି ଓଡିଶା,୯/୨ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି । ପୋଲିସ କମିଶନର ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ଏହି ଲାଇବ୍ରେରୀ କୁ ଉଦ୍‌ଘାଟନୀ କରିଥିଲେ। ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା

ଆହତ ଯୁବକଙ୍କୁ ବଞ୍ଚାଇ ଚର୍ଚ୍ଚାରେ ସୋନୁ ସୁଦ

ମେଟ୍ରୋ ଟିଭି ଓଡିଶା,୯/୨ : ଅଭିନେତା ସୋନୁ ସୁଦ ନିଜର ସାମାଜିକ କାମ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ନିଜର ସାମାଜିକ କାମ ପାଇଁ ଭିଡିଓ ଭାଇରଲ ହୋଇଥାଏ। ଠିକ୍ ଏପରି ଏକ କାମ ପାଇଁ ପୁଣି ଥରେ ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। କାର ଦୁର୍ଘଟଣାରେ ଆହତ

ପୃଥିବୀ ଆଡେ ମାଡି ଆସୁଛି ଆଷ୍ଟ୍ରଏଡ ,ରଚିବ ଧ୍ୱଂସଲୀଳା

ମେଟ୍ରୋ ଟିଭି ଓଡିଶା,୯/୨ : ପୁଣି ଥରେ ପୃଥିବୀ ଆଡକୁ ମୁହାଁଉଛି ବିଶାଳକାୟ ଆଷ୍ଟ୍ରଏଡ । ଆଷ୍ଟ୍ରଏଡର ଆକାର ରହିଛି ୧.୩ କିଲୋମିଟର । ମାର୍ଚ୍ଚ ୪ରେ ପୃଥିବୀ ଏହା ନିକଟବର୍ତ୍ତୀ ହେବ। ଏହି ସମୟରେ ପୃଥିବୀ ଓ ଆଷ୍ଟ୍ରଏଡ ମଧ୍ୟରେ ଦୂରତା ରହିବ ୪୯ଲକ୍ଷ ୧୧ହଜାର ୨୯୮ କିଲୋମିଟର । JPL ଏହାକୁ

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ

ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ସୂଚନା

ରାଜଧାନୀ ଛାତି ଉପରେ ପାରା ମାନଙ୍କ ଆସର : ବାଟୋଇଟିଏ ଗଲାବେଳେ ଅଟକିବାକୁ ବାଧ୍ୟ ହୁଏ

ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି