ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦଘାଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩କୁ ଉଦଘାଟନ କରିଛନ୍ତି । ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବେ ।…

ଆହୁରି ୪ ଦିନ କାଳବୈଶାଖୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପକାଇଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ସତର୍କ କରାଯାଇଛି । ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନରେ ଭିଜିଛି…

ମୁମ୍ବାଇ-ଗୁଜରାଟ ଆଜି ଲଢ଼େଇ

ଅହମଦାବାଦ:  ଆଜି ମୁମ୍ବାଇ ଇଣ୍ଡିଆନ୍ସ  କ୍ବାଲିଫାୟର-୨ରେ  ଗୁଜରାଟ ଟାଇଟନ୍ସ ସହ ଲଢ଼େଇ କରିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାତି ସାଢେ ୭ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଯିଏ  ଜିତିବ ସେହି ଦଳ ଫାଇନାଲ ଖେଳିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟାଭେଟି…

୬୦ ବର୍ଷ ବୟସରେ ରୂପାଲିଙ୍କ ହାତ ଧରିଲେ ଆଶିଷ

ମୁମ୍ବାଇ:  ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ  ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି  । ଆସାମ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି ଆଶିଷ  । କୋଲକାତାରେ ରୂପାଲୀଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି  । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ…

ପ୍ରତି ଜିଲ୍ଲାରେ ଖୋଲିବ କଲ୍ୟାଣ ମଣ୍ଡପ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ।  ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଜିଲ୍ଲାରେ ଇ-ଲାଇବ୍ରେରୀ, ଆଇଟି ଲ୍ୟାବ୍, ବିଜ୍ଞାନ ଲ୍ୟାବ୍ ଓ ସ୍ମାର୍ଟ କ୍ଲାସରୁମ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି …

ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି  । କଳାହାଣ୍ଡି ଏଡିଏମ ହେଲେ ତନ୍ମୟ କୁମାର ଦରଓ୍ୱାନ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଆରତି ସାହୁଙ୍କ ବଦଳି କରାଯାଇଛି ।  ଦୀନକୃଷ୍ଣ କରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି ।…

ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ କେବେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର ?

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଓଡିଶା ରାଜ୍ୟକୁ ପକ୍କା ଘର ଆବଂଟନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ସଠିକ୍ କ୍ରିୟାନ୍ୱୟନ କରୁନଥିବାରୁ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି ବୋଲି  ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।…

ଜୁନ୍‌ ୧ରୁ ବିଦ୍ୟୁତ ବିଲ୍‌ କାହିଁକି ଦେବେ ଲୋକେ: ବିଜେପି

ମହୀଶୁର : କର୍ଣ୍ଣାଟକରେ ବିଦ୍ୟୁତ ବିଲକୁ ନେଇ ଏବେ ରାଜନୀତି ଜୋର ଧରିଛି । ମହୀଶୁର ସାଂସଦ ତଥା ବିଜେପି ନେତା ପ୍ରତାପ ସିମହା କହିଛନ୍ତି ଲୋକମାନେ ଏବେ କାହିଁକି ବିଲ ଦେବେ । ସରକାର ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ବିଲ୍ ଛାଡ କରାଯିବା କଥା । ଲୋକମାନଙ୍କୁ ସେମାନଙ୍କ ବିଦ୍ୟୁତ ବିଲ୍‌…

ମେ ୨୯ରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ

ଭୁବନେଶ୍ବର: ମେ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ…

୨୦୨୨ – ୨୩ ବର୍ଷ ପାଇଁ ଆନୁମାନିକ ଖାଦ୍ୟ ଉତ୍ପାଦନ ୩୩୦୫.୩୪ ଲକ୍ଷ ଟନ୍ : ତୋମାର

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୨୨ – ୨୩ କୃଷି ବର୍ଷ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ପ୍ରକାଶ ପାଇଛି । ଏହି ଅବସରରେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଚଳିତ କୃଷି ବର୍ଷରେ ୩୩୦୫.୩୪ ଲକ୍ଷ ଟନ୍…