କେସିଙ୍ଗା ଷ୍ଟେସନରେ ହଠାତ୍ ଇଂଜିନ ଠାରୁ ଅଲଗା ହେଲା ମାଲବାହି ଟ୍ରେନ୍
ଭୁବନେଶ୍ୱର: ରାଜ୍ୟରେ ଯେମିତି ଟ୍ରେନ୍ ଦୁର୍ଘଟଣା ଥମିବାର ନା ଧରୁନାହିଁ । ବାହ।ନଗା ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହା ପରେ ପରେ ମଧ୍ୟ ରାଜ୍ୟର କେଉଁଠି ନା କେଉଁଠି ଛୋଟ ମୋଟ ଦୁର୍ଘଟଣା ଘଟିବାରେ ଲାଗିଛି । ଏବେ କଳାହାଣ୍ଡି, କେସିଙ୍ଗା ଷ୍ଟେସନରେ ଘଟିଛି ଏକ…