Lifestyle ଆନ୍ତର୍ଜାତିକ ଯୋଗ ଦିବସ Metro TV Jun 21, 2023 ଆଜି ବିଶ୍ବ ବ୍ୟାପୀ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଉଛି। ୨୦୧୫ ମସିହାରୁ ପ୍ରତି ବର୍ଷ ଯୋଗ ଦିବସ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସମଗ୍ର ପୃଥିବୀକୁ ଏକ କୁଟୁମ୍ବ ପରି ଗଢ଼ି ତୋଳିବା ପାଇଁ ଯୋଗ’।…
Odisha ନନ୍ଦିଘୋଷ ରଥ ଟଣା ବେଳେ ଦଳାଚକଟା ସ୍ଥିତି, ୫ ଆହତ Metro TV Jun 21, 2023 ପୁରୀ: ପବିତ୍ର ରଥଯାତ୍ରା ସମୟରେ ପ୍ରବଳ ଭିଡ଼ ଯୋଗୁ ଶତାଧିକ ଭକ୍ତ ଅସୁସ୍ଥ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସେବକମାନଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀମାନେ ଷ୍ଟ୍ରେଚର୍ରେ ଏହି ଅସୁସ୍ଥମାନଙ୍କୁ ନେଇ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଉଥିଲେ। ଅସୁସ୍ଥମାନଙ୍କୁ…
National ଗୁଜରାଟ ଅହମ୍ମଦାବାଦ ରଥଯାତ୍ରାରେ ଅଘଟଣ Metro TV Jun 20, 2023 ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ମହାପ୍ରଭୁଙ୍କ ରଥଯାତ୍ରା ବେଳେ ଅଘଟଣ ଘଟିବାରୁ ଜଣେ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଛି । ଦୁଇ ମହଲା କୋଠାର ବାଲକୋନି ଭୁଶୁଡ଼ି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି । ବାଲକୋନୀରେ ରଥଯାତ୍ରା ଦେଖିବା ପାଇଁ କ୍ଷମତାଠୁ ଅଧିକ ଲୋକ ଛିଡା ହୋଇଥିଲେ । ଏହି…
Culture ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ Metro TV Jun 20, 2023 ବଡଦାଣ୍ଡେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ । ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ । ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ ମାଡିଚାଲିଛି…
Odisha ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଅଭିନେତା ଆକାଶ ଦାସ ନାୟକ Metro TV Jun 20, 2023 ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଆକାଶ…
Odisha ରଥାଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତାରୁ ପ୍ରେରଣା ପାଇ ଅନୀଲ କପୁର ଜଣାଇଲେ… Metro TV Jun 20, 2023 ପୁରୀ: ପବିତ୍ର ରଥଯାତ୍ରା ଅବସରରେ ବିଶିଷ୍ଟ ବଲିଉଡ କଳାକାର ଅନିଲ କପୁର ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ବାର୍ତା ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇଛନ୍ତି ।…
National ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରଣନୀତି ପ୍ରସ୍ତୁତ Metro TV Jun 20, 2023 ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କିଭଳି ଓ କେଉଁ ପ୍ରସଙ୍ଗ ଉପରେ ବିଜେପି ନିର୍ବାଚନ ଲଢିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି । ବିଜେପି…
Lifestyle ଔଷଧ ଏବଂ ସିରପ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ Metro TV Jun 20, 2023 ନୁଆଦିଲ୍ଲୀ : ବିଶ୍ୱରେ ୩୦୦ରୁ ଅଧିକ ମୃତ୍ୟୁର କାରଣ ସହିତ ଜଡିତ ଖରାପ ଗୁଣବତ୍ତା ଔଷଧ ଏବଂ ସିରପ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଏହାର ଯାଞ୍ଚ ପାଇଁ ଭାରତରେ ତିଅରି ହେଉଥିବା ସିରପକୁ ବ୍ଲକ ଲିଷ୍ଟ କରି ଦିଆଯାଇଛି । ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଅନେକ…
Culture ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ Metro TV Jun 20, 2023 ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ…
Odisha ଶ୍ରୀମନ୍ଦିରରେ ଛେରାପହଁରା କଲେ ଗଜପତି ମହାରାଜ Metro TV Jun 20, 2023 ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିଛନ୍ତି। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହୋଇଛି। ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଏଣେ ଶ୍ରୀଗୁଣ୍ଡିଚା ମନ୍ଦିର…