ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିପାଇଁ ଆଜି ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିବେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏ ନେଇ ବିଶେଷଜ୍ଞଙ୍କ ଦ୍ୱାରା…

ଚଳଚଞ୍ଚଳ ହୋଇଛି ଶରଧାବାଲି

ପୁରୀ: ଶରଧାବାଲିରେ ତିନିଟି ଯାକ ରଥ ପହଞ୍ଚିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଭକ୍ତ। ଚଳଚଞ୍ଚଳ ହୋଇଛି ଶରଧାବାଲି। ମେଡିକାଲ୍‌ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି। ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ରଥ ଚାରିପାର୍ଶ୍ବରେ ବି…

ଶିଶୁମାନଙ୍କ ପୁଷ୍ଟିଗତ ଓ ସ୍ବାସ୍ଥ୍ୟଗତ ଉନ୍ନତି ପାଇଁ ସଂପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ବର : କିଶୋରୀ(୧୫-୧୯ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ସମେତ ଏସ୍‌ଏଏମ୍‌(ଗମ୍ଭୀର ପୁଷ୍ଟିହୀନତା), ଏମ୍‌ଏଏମ୍‌ ଓ ଏସ୍‌ୟୁଡବ୍ଲୁ ଶିଶୁମାନଙ୍କ ପୁଷ୍ଟିଗତ ଓ ସ୍ବାସ୍ଥ୍ୟଗତ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପିୱାଇ)କୁ କ୍ୟାବିନେଟ ଅନୁମୋଦନ…

ସୌରିନ ଭଟ୍ଟଙ୍କ ଘରେ କମିସନରେଟ୍ ପୁଲିସର ଚଢ଼ଉ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ଏହି ଚଢ଼ଉରେ କଲିକତା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବି ସହଯୋଗ କରିଥିବା ଜଣାପଡ଼ିଛି। ଜଗତପୁର…

ଆମେରିକାରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବାସିଂଟନ ଡିସିରେ ଭବ୍ୟ ସ୍ବାଗତ କରାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ।  ଚତୁର୍ଦିବସୀୟ  ଆମେରିକା ଗସ୍ତ  ପ୍ରଧାନମନ୍ତ୍ରୀଙ୍କୁ ନ୍ୟୁୟର୍କରେ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ…

ଆଜିଠୁ ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର : ବିଜେପି କୁ ରାଜ୍ୟରେ ଆହୁରି ଶକ୍ତ କରିବା ପାଇଁ ଆସୁଛନ୍ତି ଜେପି ନଡ୍ଡା ।  ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ଅପରାହ୍‌ଣ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡା ଜିଲ୍ଲା…

ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ : ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ । ମଙ୍ଗଳବାରଠାରୁ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବୁଧବାର ପୂର୍ବାହ୍ନ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଛନ୍ତି। ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ  ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଯାଇଛି। https://twitter.com/IPR_Odisha/status/1671540826240057350?s=20…

ମସ୍କ ଦେଲେ ସୂଚନା, ଟେସଲା ଭାରତ ଆସିବ

ନୂଆଦିଲ୍ଲୀ:  ଆମେରିକାରେ ମୋଦିଙ୍କ ସହ ଏଲୋନ ମସ୍କଙ୍କ ସାକ୍ଷାତ ପରେ ଭାରତ ଆସୁଛି ଟେସଲା । ନିଜେ ଟେସଲା ସିଇଓ ଏଲୋନ ମସ୍କ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ମସ୍କ, ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟେସଲା ଭାରତ ଆସୁଥିବା…

ସାମ୍ବାଦିକଙ୍କୁ ମିଳିବ ବୀମା ରାଶି

କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ପେନସନ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି…