ବାହାନଗା ଦୁର୍ଘଟଣା ପାଇଁ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ‌ବାହାନଗାଠାରେ ଘଟିଥିବା ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍। ସିବିଆଇ ହେପାଜତରେ ଅଛନ୍ତି ଅମୀର। ଆଜି ସକାଳେ ତାଙ୍କ ଘରେ ପହଞ୍ଚି ସିବିଆଇ ଟିମ୍  ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଛି। ଘର ଭିତରେ ପଶି…

ପବିତ୍ର ରଥଯାତ୍ରାରେ ପୁରୀରେ ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ପବିତ୍ର ରଥଯାତ୍ରାରେ ପୁରୀରେ ଦେଖିବାକୁ ମିଳିଛି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି । ଦିନ ୧୧ଟା୩୦ ସୁଦ୍ଧା ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅର୍ଥାତ୍ ଆଜି ଆମେରିକା ଯାଇଛନ୍ତି। ପ୍ରଦାନମନ୍ତ୍ରୀ ମୋଦୀ ୨୧ ରୁ ୨୪ ଜୁନ୍ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ରାଜ୍ୟ ଗସ୍ତକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ବିଷୟରେ ଟ୍ୱିଟ୍ କରିଛନ୍ତି।…

ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: କାଳିଆ ଠାକୁରଙ୍କ ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ ହେବା ପରେ ପରିବେଶ ଆହୁରି ଭକ୍ତିମୟ ହୋଇଛି। ଏବେ ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି।…

ଟାହିଆ ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶ୍ରୀଜିଉଙ୍କ ଭୁଜ, ଦେହରେ ଭରା ଦେବା ମନା

ପୁରୀ :  ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୂଜ ଭିତରେ ରହିପାରିବେ ନାହିଁ, ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇପାରିବେ ନାହିଁ। ମଙ୍ଗଳ…

ରେଳ ଷ୍ଟେସନ୍‌ରେ ୧ହଜାର ଯାତ୍ରୀଙ୍କ ବିଶ୍ରାମ ସ୍ଥଳ, ୩୫ ଟିକେଟ୍‌ କାଉଣ୍ଟର୍‌

ଘୋଷଯାତ୍ରା ପର୍ବ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ। ବ୍ୟବସ୍ଥିତ ଶୃଙ୍ଖଳିତ ରଥଯାତ୍ରା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ପୁରୀ ରେଳ ଷ୍ଟେସନ୍‌ ଓ ଅନ୍ୟ ଷ୍ଟେସନ୍‌ରେ ମୋଟ୍‌ ୩୫ଟି ଟିକେଟ କାଉଣ୍ଟର୍‌ ଖୋଲାଛି। ୨୧୦ଟି…

ଆଜି କାଳିଆ ସାଆନ୍ତେଙ୍କ ରଥଯାତ୍ରା: ସାଢ଼େ ୯ଟାରୁ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଆଜି ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ହେବ । ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ  ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାରେ ବାହାରିବେ। ମହାପ୍ରଭୁଙ୍କ ଆଜ୍ଞ‌ା ପାଇ ତିନି ରଥ ଆଜି ସିଂହଦ୍ବାର ସମ୍ମୁଖ ଚକଡ଼ାରେ ବିଜେ କରିଛନ୍ତି। ତିନିବାଡ଼ଙ୍କ…

ମହାପ୍ରଭୁଙ୍କ ରଥଯାତ୍ରା : ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି

 ପୁରୀ : ରାତି ପାହିଲେ ପବିତ୍ର ଘୋଷଯାତ୍ରା । ରଥ ଯାତ୍ରା ପାଇଁ ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ…

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପ୍ରଦୀପ୍ତ କୁମାର ନାଏକ

ଭୁବନେଶ୍ବର:  ସୁସ୍ଥ ହୋଇ ଓଡ଼ିଶା ଫେରିଲେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ । ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାୟକ ଦୁଇ ବର୍ଷ ଧରି  କୋଭିଡ୍ ସମୟରୁ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ…

୧ କୋଟି ଟଙ୍କା ଅର୍ଥରାଶି ପୁରସ୍କାର ଗ୍ରହଣ କରିବାକୁ ମନାକଲା ‘ଗୀତା ପ୍ରେସ୍‌

ନୂଆଦିଲ୍ଲୀ: ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ବାବଦକୁ ମିଳୁଥିବା ନଗଦ ୧ କୋଟି ଟଙ୍କା ଗ୍ରହଣ କରିବ ନାହିଁ ଗୀତା ପ୍ରେସ । ପ୍ରେସ ପକ୍ଷରୁ କୁହାଯାଇଛି ପୁରସ୍କାର ବାବଦ ଅର୍ଥରାଶିକୁ ସରକାର ଅନ୍ୟ କାର୍ଯ୍ୟରେ ବ୍ୟୟ କରିବା ଉଚିତ। ୧ କ‌ୋଟି ଟଙ୍କା ଅର୍ଥରାଶି ସହିତ ଏହି ପୁରସ୍କାରରେ ଗୋଟିଏ…