ରାଜେନ୍ଦ୍ର ଗୁଧାଙ୍କୁ ମନ୍ତ୍ରୀ ବଦରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ମଣିପୁରରେ ମହିଳାଙ୍କୁ ଅତ୍ୟାଚାର ନେଇ ସମସ୍ତେ ଚର୍ଚା କରୁଥିବା ବେଳେ ରାଜସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ନେଇ କେହି ଚର୍ଚା କରୁନାହାଁନ୍ତି । ଏଭଳି କଥା କହି କଂଗ୍ରେସ ନେତା ଏବେ ରାଜେନ୍ଦ୍ର ଗୁହା ମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ।  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ…

ଆସନ୍ତା ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ: ହାଇକୋର୍ଟ ପକ୍ଷରୁ କୋର୍ଟ ଛୁଟି ଘୋଷଣା

ଆସନ୍ତା ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଉକ୍ତ ଦିନ ଓଡ଼ିଶା ହାଇକୋର୍ଟ ପକ୍ଷରୁ କୋର୍ଟ ଛୁଟି ଘୋଷଣା କରାଯାଇଛି। କଟକ ଜଜ୍‌ଶିପ୍‌ ମୁଖ୍ୟାଳୟର ସମସ୍ତ ସିଭିଲ ଓ କ୍ରିମିନାଲ କୋର୍ଟ ଛୁଟି ପାଇଁ ହାଇକୋର୍ଟ…

ଆଜିର ରାଶିଫଳ

ମେଷ ଆଜି ରବି ପୁଷ୍ୟା ନକ୍ଷତ୍ରରେ ଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ମନକୁ ବିଭ୍ରାନ୍ତ କରିପାରନ୍ତି। ଅବଶ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ହାତକୁ ନେଇଥିବା କାର୍ଯ୍ୟରେ…

କଂଗ୍ରେସ ଦଳର ନାରା ବଦଳି 8ରୁ 80 ହେଲା କି?

ଭୁବନେଶ୍ବର: କଂଗ୍ରେସ କନ୍ଦଳକୁ ନେଇ ସାରା ରାଜ୍ୟରେ ଚର୍ଚା । ଦଳରୁ ବିଧାୟକ ମହମ୍ମଦ ମୋକିମ ନିଲମ୍ବନ ହେବା ପରେ ଏବେ ଦଳର ବିଧାୟକଙ୍କ ସଂଖ୍ୟା 8କୁ ଖସି ଆସିଛି । 9ରୁ 90 କହି ଚର୍ଚାରେ ଥିବା ପିସିସି ସଭାପତି ଶରତ ପଟ୍ଟନାୟକ କଣ ଏବେ ସରକାର ଗଠନ କରିବା ପାଇଁ 8ରୁ 80 ନାରା ଦେବେ ।  ବିଧାୟକ…

ଓଏସଏସସି ପକ୍ଷରୁ ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ

ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ (ଓଏସଏସସି) ପକ୍ଷରୁ ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ…

ଜାତୀୟ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ

ନୂଆଦିଲ୍ଲୀ:ଜାତୀୟ ଶିକ୍ଷା ନୀତି ୨୦୨୦କୁ ଏବେ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି । ଫଳରେ ଅଲଗା ଅଲଗା ନିୟମ ଆଧାରରେ ପରିଚାଳିତ ହେଉଥିବା ଉଚ୍ଚଶିକ୍ଷା ବିଭାଗକୁ ଏବେ ଗୋଟିଏ ନିୟାମକ ଆଧାରରେ ପରିଚାଳିତ କରାଯିବ । ଚଳିତ ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବିତ ଯୋଜନା ସଂପର୍କରେ ବିଲ୍…

ଧାମନଗର ବିଧାନସଭା ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା

ଭଦ୍ରକ : ଧାମନଗରରେ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ । ଏଠୁ ବିଜେପିକୁ ହରାଇବା ପାଇଁ ବିଜେଡି ରଣନୀତି ଆରମ୍ଭ କରିଛି ।  ୨୦୨୪ ସାଧାରଣ ନିର୍ବାଚନକୁ ସାମ୍‌ନା କରିବା ପାଇଁ ବିଜେଡି ପାଗ ଭିଡ଼ିଲାଣି। ରାଜ୍ୟ ସରକାରଙ୍କର ୫-ଟି ସଚିବ ମଧ୍ୟ ନିଜେ ଜିଲ୍ଲାର ୪ଟି ବ୍ଲକ୍‌ ବୁଲି ଅଞ୍ଚଳର…

ଖସୁନି ଟମାଟୋ ଦର

ଭୁବନେଶ୍ବର : ରାଜଧାନୀ ବଜାରରେ ପରିବା ଦର ଉପରେ ଲଗାମ ଲାଗିଛି। କିନ୍ତୁ ଖୁଚୁରା ବଜାରରେ ଟମାଟୋ ଦର ଖସିନି। ଏବେ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ସ୍ଥାନୀୟ ପରିବା ରାଜଧାନୀ ବଜାରକୁ ଆସିଯିବ। ତେଣୁ ଦର ଆହୁରି କମିବ ବୋଲି କହିଛନ୍ତି ପରିବା ବ୍ୟବସାୟୀ…

ଅମରନାଥ ଦର୍ଶନ ପରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଟ୍ରୋଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ । ବାବା ଅମରନାଥଙ୍କ ଯାତ୍ରା ପରେ ତାଙ୍କୁ କିଛି ୟୁଜର ଟ୍ରୋଲ କରିଛନ୍ତି ।  ଜଣେ ମୁସଲମାନ ହୋଇ ମଧ୍ୟ ସବୁବେଳେ ହିନ୍ଦୁ ମନ୍ଦିର ଯାଉଥିବାରୁ ଏପରି ଟ୍ରୋଲ କରାଯାଉଛି ।  ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ…

ରୋହିତ ଏବଂ ଜୟସ୍ବାଲଙ୍କ ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍‌

ପୋର୍ଟ ଅଫ୍ ସ୍ପେନ୍‌:  ଦ୍ବିତୀୟ ଟେଷ୍ଟ୍‌ରେ  ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍‌ ଓପନିଂ ଭାଗୀଦାରିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି। ପ୍ରଥମ ଦିବସ ଚା’ପାନ ବିରତି ବେଳକୁ ଭାରତ ୪ ୱିକେଟ୍ ନହରାଇ ୧୮୨ ରନ୍‌ ସଂଗ୍ରହ କରିଛି।…