ବିଜେପିକୁ ଜବାବ ଦେଲା ବିଜେଡି : ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିନାହାଁନ୍ତି କହିଥିଲେ ସମୀର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି  । ସେ କହିଛନ୍ତି  ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି…

୩ ଦିନ ବର୍ଷା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ୨୫ ତାରିଖରୁ ବର୍ଷାର ପରିମାଣ ବଢ଼ିବ। …

ଆଜିର ରାଶିଫଳ

ମେଷ ପାପଗ୍ରହ ମଧ୍ୟସ୍ଥ ଚତୁର୍ଥାଧିପତି ହେତୁ ପାରିବେଶିକ କୁପ୍ରଭାବ ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ, ଧର୍ମୀୟ ଭାବନା, ବନ୍ଧୁ ମିଳନ ଓ ପ୍ରତ୍ୟୁଷ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା…

କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସନିକ ଅଧିକାରୀ । ପ୍ରଭାରୀ ଚେଲା କୁମାର, ପିସିସି ସଭାପତିଙ୍କ ଉପସ୍ଥିତିରେ ଦଳରେ ମିଶିଲେ । ପୂର୍ବତନ ଆଇଏସଏସ ପଞ୍ଚାନନ ଦାସ ଓ ପୂର୍ବତନ ଆଇଏଏସ  ବିଶ୍ୱନାଥ ଆଚାର୍ଯ୍ୟ ସାମିଲ୍ ହେଲେ । ପୂର୍ବତନ ଓଏସ ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର…

ବିବେକ ଅଗ୍ନିହୋତ୍ରୀଙ୍କୁ ‘ମଣିପୁର ଫାଇଲ୍ସ’ ନିର୍ମାଣ କରିବାକୁ ଚ୍ୟାଲେଞ୍ଜ

'କାଶ୍ମୀର ଫାଇଲ୍ସ'ର ଅହେତୁକ ସଫଳତା ପରେ ବିବେକ ଅଗ୍ନିହୋତ୍ରୀ ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟ 'କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ୍' ର ଟ୍ରେଲରକୁ ଉନ୍ମୋଚନ କରିଛନ୍ତି। ଖୁବ୍ ଶୀଘ୍ର ZEE5 ରେ ଏହା ଷ୍ଟ୍ରିମ୍ ହେବ। ନିକଟରେ ଚଳଚ୍ଚିତ୍ର ନେଇ ନିର୍ମାତା ଅଗ୍ନିହୋତ୍ରୀ ଏକ ପୋଷ୍ଟ ସେୟାର୍…

ପିଲାଙ୍କ ମଧୁମେହ ଲକ୍ଷଣ

ମୋଟାପଣ ଏକ ରୋଗ ନୁହେଁ, ମାତ୍ର ଏହା ଅନେକ ରୋଗର କାରଣ। ଏଥିପାଇଁ ସ୍ଥିର ଜୀବନଶୈଳୀ ମୁଖ୍ୟତଃ ଦାୟୀ। ପିଲାମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଏବଂ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି। ଏହି କାରଣରୁ, ଅଳ୍ପ ବୟସରେ…

ମ୍ୟାକେଞ୍ଜିଙ୍କ ୱିକେଟ ନେଲେ ମୁକେଶ

ପୋର୍ଟ ଅଫ୍ ସ୍ପେନ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳା ଯାଉଥିବା ବେଳେ ଘରୋଇ ଦଳ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୨୯ ରନ୍ କରିଛି।ଗତକାଲି ୱେଷ୍ଟଇଣ୍ଡିଜ ୮୬/୧ରୁ ଖେଳ ଆରମ୍ଭ କରିଥିଲେ। ଯଥାକ୍ରମେ ୩୭ ଓ ୧୪ ରନ୍ କରି ଅପରାଜିତ…

ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା

ନୂଆଦିଲ୍ଲୀ:ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ମଣିପୁର ଗସ୍ତ କରିଛନ୍ତି । ସେ ମଣିପୁର ଗସ୍ତ କରିବା ପୂର୍ବରୁ କହିଥିଲେ ଯେ, ସେ ମଣିପୁର ଯିବେ ଓ ହିଂସା ପୀଡିତଙ୍କୁ ଭେଟିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ମଣିପୁର ସରକାର ହିଂସା ପ୍ରଭାବିତ ରାଜ୍ୟକୁ ଯିବା ନେଇ ଅନୁମତି…

ସିବିଏସଇ ସ୍କୁଲରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ

ନୂଆଦିଲ୍ଲୀ: ସିବିଏସଇ ସ୍କୁଲ ଗୁଡ଼ିକରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଇପାରିବ । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ଏଥିପାଇଁ ଅନୁମତି ପ୍ରଦାନ କରିଛି । ସିବିଏସଇ ଅନୁବନ୍ଧିତ ଅଧିକାଂଶ ସ୍କୁଲରେ ଏବେ ଇଂରାଜୀ ଏବଂ କିଛି ବିଷୟରେ ହିନ୍ଦୀରେ ଶିକ୍ଷାଦାନ…

ଖୋଲିଲା ହୀରାକୁଦ୍ ଗେଟ୍

ସମ୍ବଲପୁର: ହୀରାକୁଦ୍ ଡ୍ୟାମ ର ୫ଟି ଗେଟ୍ ଖୋଲାଯାଇଛି । ବାମ ପଟର ୩ଟି ଓ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲିଛି । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍…