ରାଜ୍ୟସଭାରେ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାରିତ

ରାଜ୍ୟସଭାରେ  ଦିଲ୍ଲୀ ସେବା ବିଲ୍ ପାରିତ ।  ରାଜ୍ୟସଭାରେ ସୋମବାର ଆଗତ ହୋଇଥିବା ଦିଲ୍ଲୀ ସେବା ବିଲ୍ ବହୁମତରେ ପାରିତ ହୋଇଯାଇଛି । ଦିଲ୍ଲୀ ସେବା ବିଲ୍ ସମର୍ଥନରେ ମୋଟ ୧୩୧ ଭୋଟ୍ ପଡ଼ିଥିଲା । ସେହିପରି ବିରୋଧରେ ୧୦୨ ଭୋଟ୍ ପଡ଼ିଥିଲା ।  କେନ୍ଦ୍ର ପକ୍ଷରୁ ଆଗତ ବିଲ୍ ସମର୍ଥନରେ ଅଧିକ ଭୋଟ…

ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ସମୟ ସୀମା ବୃଦ୍ଧି

ଭୁବନେଶ୍ୱର : ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ଶେଷ ତାରିଖ ଅଗଷ୍ଟ ୭ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କରାଗଲା ।ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ୨୦୨୩-୨୦୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନାରେ ଇଚ୍ଛୁକ…

କରୋନା ଭାଇରସର ନୂଆ ଭାରିଆଣ୍ଟ ଇଜି.୫.୧

ନୂଆଦିଲ୍ଲୀ:  ବ୍ରିଟେନରୁ କରୋନା ଭାଇରସର ନୂଆ ଭାରିଆଣ୍ଟ ଇଜି.୫.୧ ର ଦ୍ରୁତ ଗତିରେ ବ୍ୟାପୁଛି, ଯାହାକୁ ଏରିସ୍ ନାମରେ ନାମିତ କରାଯାଇଛି । କାରଣ ବର୍ତ୍ତମାନ ବ୍ରିଟେନରେ ଶୀତ ଆରମ୍ଭ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ କରୋନାର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି…

ଏବେବି ୨୦ ଜଣଙ୍କ ପତ୍ତା ମିଳିନାହିଁ

ଡେରାଡୁନ: ଉତ୍ତରାଖଣ୍ଡ ଗୌରୀକୁଣ୍ଡରେ ଭୁସ୍ଖଳନ ବେଳେ ନିଖୋଜ ୨୦ ଜଣଙ୍କ ଏବେବି କୌଣସି ପତ୍ତା ମିଳିନାହିଁ  । ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛନ୍ତି  । କେଦାରନାଥ ଯାଉଥିବା ବେଳେ ଗୌରୀକୁଣ୍ଡରେ ବନ୍ୟା ଆସିବା ପରେ ଅଚାନକ ଭୂସ୍ଖଳନ ଯୋଗୁଁ ୨୦ ଜଣ ଭାସି ଯାଇଥିଲେ  । ଲଗାଣ ବର୍ଷା  ଓ…

ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ

ନୂଆଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ।  ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା ।…

ବଲାଙ୍ଗୀରେ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍

ବଲାଙ୍ଗୀର:  ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ବଲାଙ୍ଗୀର ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୂପାନ୍ତରଣ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।ଜିଲ୍ଲା…

ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ଆଜି ଜାରି ହୋଇଛି ବିଜ୍ଞପ୍ତି । ମାନହାନୀ ମାମଲାରେ ଗୁଜରାଟ ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଯେଉଁଥିପାଇଁ ତାଙ୍କୁ ସାଂସଦ ପଦ…

ଆଜି ଜାତୀୟ ହସ୍ତତନ୍ତ ଦିବସ

ଆଜି ଜାତୀୟ ହସ୍ତତନ୍ତ ଦିବସ । ସାରା ଦେଶରେ  କେନ୍ଦ୍ର ସରକାର ୨୦୧୫ ମସିହାଠାରୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରି ଆସୁଛନ୍ତି । ଏହାଦ୍ବାରା ସ୍ୱଦେଶୀ ଶିଳ୍ପ ଏବଂ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନେ ଉତ୍ସାହିତ ହୋଇ କାମ କରୁଛନ୍ତି । ବଜାର ଚାହିଦା…

ଅମୃତ ଭଣ୍ଡା ବହୁତ ଉପକାରୀ

ଅମୃତ ଭଣ୍ଡା ବହୁତ ଉପକାରୀ । କେବଳ ପାଟିକୁ ସୁଆଦିଆ ଲାଗି ନଥାଏ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଏଥିରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । କଂଚା ଅମୃତଭଣ୍ଡା ଖାଇବା ସହିତ, ପାଚିଲା ମଧ୍ୟ ସେବନ କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ…

ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ରାଜ୍ୟସଭାରେ ବିଲକୁ ରୋକିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ  ଉଦ୍ୟମ କରିବେ । ତେବେ ବିରୋଧୀଙ୍କୁ ମାତ ଦେବାକୁ ସରକାରଙ୍କ ପାଖରେ ଅଧିକ ସାଂସଦଙ୍କ ସମର୍ଥନ ରହିଛି ।  ପୂର୍ବରୁ ବିଭିନ୍ନ ଦଳକୁ ଭେଟି ସମର୍ଥନ ମାଗିଥିଲେ ଅରବିନ୍ଦ …