ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୫ ତାରିଖ ୨୦୨୪ ମସିହା(ଶୁକ୍ରବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- ଶୁକ୍ଳପକ୍ଷ ତିଥି- ଷଷ୍ଠୀ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ…

ଲିଟର ଫିଛା ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର

ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । କେନ୍ଦ୍ର ସରକାର ସାରା ଦେଶରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି ।ମାର୍ଚ୍ଚ ୧୫ ଠାରୁ ଏହି ନୂତନ ତଥା ପରିବର୍ତ୍ତିତ ଦର ଲାଗୁ ହେବ । ପେଟ୍ରୋଲ ଓ ଡିଜେଲର ଦାମ କମିବା…

ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ

ଇରାନର ବାଣ ମହୋତ୍ସବରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାର ଲୋକ ଆହତ ହୋଇଛନ୍ତି। ଏହି ଘଟଣା ରାଜଧାନୀ ତେହେରାନରେ ଘଟିଛି ଯେଉଁଠାରେ ନଓରୁଜ ପୂର୍ବରୁ ଇରାନୀମାନେ ଗତ ବୁଧବାର ଦିନ ପାଳନ କରିବାକୁ ଏକତ୍ରିତ ହୋଇଥିଲେ।ଇରାନ ଜାତୀୟ ମେଡିକାଲ ଜରୁରୀକାଳୀନ ସଂଗଠନର…

କୃଷକଙ୍କୁ ରାହୁଲ ଗାନ୍ଧି ଦେଲେ ୫ ଗ୍ୟାରେଣ୍ଟି

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳଗୁଡ଼ିକ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ କଂଗ୍ରେସ କୃଷକମାନଙ୍କୁ ୫ଟି ଗ୍ୟାରେଣ୍ଟି ଦେଇଛି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କୃଷକମାନଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ଦେଶର ସମସ୍ତ ଖାଦ୍ୟ ପ୍ରଦାନକାରୀଙ୍କୁ…

କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ- ଅମିତ ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ ।ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ । ଏହା ହିଁ ତାଙ୍କର ଇତିହାସ । ହେଲେ ବିଜେପି,…

ନୂଆ ରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ

ନୂଆ ରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ। ବହୁ ବର୍ଷର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ଯାହା ସବୁ ରଙ୍ଗ ଆଉ ଚୁନ ପଲସ୍ତରା ଭିତରେ ଲୁଚିଯାଇଥିଲା, ସେଗୁଡିକୁ ପୁନରୁଦ୍ଧାର କରାଯାଉଛି। ପୁରୁଣା ପ୍ରାଚୀରରେ ଥିବା ଐତିହ୍ୟ କୀର୍ତ୍ତିରାଜି ମୂର୍ତ୍ତିଗୁଡିକ ଦୋଳବେଦୀର ନୂତନ ପ୍ରାଚୀରରେ ନିଖୁଣ ଭାବେ…

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ୬୬ ପ୍ରତିଶତ ମହଙ୍ଗାଭତ୍ତା

ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଚାରୀ ମାନଙ୍କର ମହଙ୍ଗାଭତ୍ତାରେ ୬୬ ପ୍ରତିଶତ…

ମେଣ୍ଟ ଚିତ୍ର ଏବେବି ଅସ୍ପଷ୍ଟ

କିଏ କହୁଛି ମେଣ୍ଟ ହେବ କିଏ କହୁଛି ହେବନି । ପୂର୍ବରୁ ବିଜେଡି ସହ ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ବିଜେପି ରାଜ୍ୟରେ ସମ୍ଭାବ୍ୟ…

୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌କୁ ବନ୍ଦ କଲେ ସରକାର

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୧୯ଟି ୱେବସାଇଟ୍, ୧୦ ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ୭ଟି, ଆପଲ୍ ଆପ୍ ଷ୍ଟୋର୍‌ରୁ ୩ଟି) ଏବଂ ୫୭ ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି।ସରକାର ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍‌ କରିଦେଇଛନ୍ତି।…

ଆଜିର ରାଶିଫଳ

ମେଷ: କୌଣସି କାରଣ ପାଇଁ ମନରେ ଚିନ୍ତା ବୃଦ୍ଧି ହେବ ଓ ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ । ବାକି ପଡିଥିବା ଅର୍ଥ ଆଦାୟ ହେବ ଏବଂ ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ । ବୃଷ: ବ୍ୟବସାୟରେ ଆୟ ଅପେକ୍ଷା…