ମଣିପୁରରେ ଭୂମିକମ୍ପ ଅନୁଭୂତ
ଦେଶରେ ପୁଣି ଥରେ ଭୂମିକମ୍ପ ଅନୁଭୂତ । ଆଜି ସକାଳେ ମଣିପୁରରେ ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ସକାଳ ୬ଟା ୫୬ ମିନିଟରେ ମଣିପୁରର ଉଖରୁଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପରେ କୌଣସି…