ଶେୟାର ବଜାର କାରବାରରେ ଉତ୍ସାହ

କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷ କରି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୯୦(୮୯.୮୩)…

ବାହାରିଲା ନିଯୁକ୍ତି

ଇଣ୍ଡିଆ ପୋଷ୍ଟରୁ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ପ୍ରାର୍ଥୀମାନେ ଅଫଲାଇନ୍ ଆବେଦନ ପୂରଣ କରିପାରିବେ ଏବଂ ଏହାକୁ ନିର୍ଦ୍ଦିଷ୍ଟ ଠିକଣାରେ ପଠାଇ ପାରିବେ ।ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ୧୪ ମଇ…

ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ବିଜୟ ଆଶାରେ ସାରା ଓଡ଼ିଶାରେ କମ୍ପଉଠିଛି ବିଜେଡି ବିଜେପି ଜୟ ଜୟକାର ଧ୍ୱନୀ । ତେବେ ଏହି ପ୍ରକ୍ରିୟାରେ ଆଜି ସାମିଲ ହେବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ମୁଖ୍ୟମନ୍ତ୍ରୀ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ନିଜ ନିର୍ବାଚନ ମଣ୍ଡଳିରେ ସମାବେଶ କରି ପ୍ରଚାର ଆରମ୍ଭ…

ଆଜି ସରିବ ପ୍ରଚାର

 ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି ସା ଠାରୁ ବନ୍ଦ ହୋଇଯିବ। ୨୬ ଏପ୍ରିଲରେ ୧୩ ଟି ରାଜ୍ୟର ୮୮ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ ହେବ। ଏହି ଆସନଗୁଡିକର ଫଳାଫଳ ମଧ୍ୟ ଜୁନ ୪ରେ ଏକକାଳୀନ…

୫୧ ବର୍ଷରେ ପାଦ ଦେଲେ ସଚିନ

ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ…

ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି ବଡ଼ ଆକ୍ରମଣ ଆରମ୍ଭ କରେ, ତେବେ ଇରାନ ଏହାକୁ ଧ୍ୱଂସ କରିବ। ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ରଇସି ଏହା କହିଛନ୍ତି, ଏପ୍ରିଲ ୧୩ରେ, ଇରାନ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର…

ଭୟଙ୍କର ତାତି

ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍‌ୱେଭ୍‌) ଜାରି ରହିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରି ଛୁଇଁପାରେ। ୨୭ ତାରିଖରେ…

ପିନାକୀ ମିଶ୍ରଙ୍କ ମାନହାନୀ ମାମଲା: ଦିଲ୍ଲୀ ହାଇକୋର୍ଟ ଗଲେ ବିଜେଡି ସାଂସଦ

ପୁଣି ଚର୍ଚ୍ଚାକୁ ଫେରିଲେ ପିନାକୀ ମିଶ୍ର । ପୁରୀ ସାଂସଦଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି ବିଜେଡି ସାଂସଦ । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି ମାମଲା…

ଫ୍ୟାନଙ୍କ ଘରେ ପହଞ୍ଚିଲେ ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆମେରିକା ଫ୍ୟାନଙ୍କ ଘରକୁ ଯିବାର ଦେଖାଯାଉଛି । ଏହି ଭିଡିଓ ତାଙ୍କର ଆମେରିକା ଗସ୍ତ ସମୟରେ ସୁଟ କରାଯାଇଛି । ଏହି ସୁପରଷ୍ଟାର ଅଭିନୟ ବ୍ୟତୀତ ଉଦାର ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ପରଦାରେ ସେ ଆକ୍ସନ ଅବତାରରେ…

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪…