କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ: କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍‌’ରେ ଫଟୋ ସେୟାର୍‌ କରିଛନ୍ତି।

ବ୍ରଜଭୂଷଣଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯିବାରେ ବିଳମ୍ବ ଘଟଣାରେ ସନ୍ଦେହ କରି ସିଦ୍ଧୁ କହିଛନ୍ତି, କେଉଁଟା ଠିକ୍‌ ଜାଣି ମଧ୍ୟ ତାହା ନ କରିବା ‌ହେଉଛି ସବୁଠୁ ବଡ଼ କାପୁରୁଷତା।

https://twitter.com/sherryontopp/status/1652968926509432833?s=20