ସଭାପତି ପଦରୁ ଇସ୍ତଫା ଘୋଷଣା କଲେ ଶରଦ ପାୱାର
ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’
#WATCH | "I am resigning from the post of the national president of NCP," says NCP chief Sharad Pawar pic.twitter.com/tTiO8aCAcK
— ANI (@ANI) May 2, 2023
ତେବେ ଶରଦ ଏକଥା ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି।
"Pawar Saheb himself had said about the necessity of change in guard a few days back. We should see his decision in the light of his age and health also. Everyone has to take a decision according to time, Pawar Saheb has taken a decision and he won't take it back," says NCP… pic.twitter.com/zn4cnhbX0k
— ANI (@ANI) May 2, 2023
Other leaders are still requesting #SharadPawar to reconsider his decision. Ajit Pawar suggested Supriya Sule not to speak anything.
"I am his elder brother and that is why I am suggesting her this," says Ajit
NCP workers are demanding that Supriya Sule should speak to Sharad… pic.twitter.com/LptiMk7ycH
— ANI (@ANI) May 2, 2023