କାହିଁକି ପୁଣି ଫେରିଲା କରୋନା ?

୦୧୯ରେ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା କରୋନା ଭାଇରସ୍‌ । ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲକଡାଉନ୍, ସଟଡାଉନ୍, କ୍ୱାରେଣ୍ଟାଇନ୍ ଭଳି ଶବ୍ଦ ଯାହା ଆମେ କେବେ ଜାଣିନଥିଲୁ ତାହା ଆମ ପାଇଁ ନିତିଦିନିଆ ହୋଇଯାଇଥିଲା । ୨ ବର୍ଷ ଧରି ଏହି ରୋଗ ସମସ୍ତଙ୍କୁ ନାକରେ ପାଣି ପିଆଇଥିଲା । ଆଉ ଏବେ ପୁଣି ଦୁଇ ବର୍ଷ ପରେ ଏହି ଭାଇରସ୍‌ କିଛି ସ୍ଥାନକୁ ଫେରି ଆସିଛି । ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି କ’ଣ ଭାଇରସ୍‌ର କେବେ ମୃତ୍ୟୁ ହୁଏ ନାହିଁ ? ଅଚାନକ ୨ ବର୍ଷ ପରେ କାହିଁକି ଫେରିଲା କରୋନା ?

Leave a comment