ଶରୀରକୁ ସବୁବେଳେ ଥଣ୍ଡା ରଖେ କାକୁଡି
ଗରମ ଦିନ ହେଉ କି ବର୍ଷା ଦିନ ଅବା ହେଉ ଶୀତ ଦିନ କାକୁଡିର ଚାହିଦା ସବୁବେଳେ ଥାଏ । ଲୋକେ କାକୁଡି ସାଲାଡ ଖାଇବାକୁ ସବୁବେଳେ ପସନ୍ଦ କରୁଥିବା ବେଳେ ଗରମ ଦିନେ କିନ୍ତୁ କାକୁଡିର ଚାହିଦା ଅଧିକ ରହିଥାଏ ଆଉ ବଜାରରେ ବେଶି ବିକ୍ରିହୁଏ । ବାଟରେ ଘାଟରେ ଲୋକେ କାକୁଡି ଏବଂ ଲଙ୍କାଲୁଣ ଧରି ବିକ୍ରି କରୁଥିବା ଆପଣ ଦେଖିଥିବେ । ହେଲେ ଆପଣ ଜାଣନ୍ତି କି କାକୁଡି ଖାଇଲେ କଣ ହୁଏ ? ଦେହ ପାଇଁ କେତେ ଭଲ କାକୁଡି ?