ସିଭିଲ ସର୍ଭିସେସ୍ ମେନ ପରୀକ୍ଷା -୨୦୨୩ ର ଫଳାଫଳ ପ୍ରକାଶ କରିଛି। ପ୍ରାଥମିକ ପରୀକ୍ଷା ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୫ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ମେନ ପରୀକ୍ଷା କରାଯାଇଥିଲା।ସଫଳ ପ୍ରାର୍ଥୀଙ୍କ ରୋଲ୍ ନମ୍ବର ଆୟୋଗର ୱେବସାଇଟ୍ https://upsconline.nic.in/ ରେ ଅପଲୋଡ୍ ହୋଇଛି। ଏଥିରେ ସଫଳ ପ୍ରାର୍ଥୀମାନେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା (ଗ୍ରୁପ୍ ଏ ଏବଂ ବି) ରେ ଚୟନ ହୋଇଥିବା ସାକ୍ଷାତକାରରେ ଉପସ୍ଥିତ ହେବେ।ସାକ୍ଷାତକାର ତାରିଖ ୱେବସାଇଟ୍ ମାଧ୍ୟମରେ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛି। କୋର୍ଟରେ ବିଚାରାଧୀନ ମାମଲା ହେତୁ ୨୮ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ଅଟକାଇ ଦିଆଯାଇଛି
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
Next Post