ଆସିଲା ଚାକିରି ସୁଯୋାଗ , ହାଇକୋର୍ଟର ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୩୦୦ ପଦବି ପୂରଣ କରାଯିବ। ଏହି ପଦବି ପାଇଁ ଯୋଗ୍ୟତା ମାନଦଣ୍ଡ ଦଶମ ଶ୍ରେଣୀ ପାସ୍ ଠାରୁ ଆରମ୍ଭ କରି ସ୍ନାତକ ଏବଂ ବୈଷୟିକ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ରହିଛି।
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ହେବ। ପ୍ରାର୍ଥୀମାନେ ୨୦୨୬ ମାର୍ଚ୍ଚ ୩୦ରୁ ଆବେଦନ କରିପାରିବେ। ଫର୍ମ ଦାଖଲ କରିବାର ଶେଷ ତାରିଖ ୨୦୨୬  ଏପ୍ରିଲ ୧୯ ରାତି ୧୧.୫୯ ପର୍ଯ୍ୟନ୍ତ ରହିଛି।

Leave a comment