ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ
ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଉତ୍ତରପ୍ରଦେଶର ଶିବପୁରୀରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ପାଇଲଟ ସୁରକ୍ଷିତ ଥିବା କୁହାଯାଉଛି । ସ୍ଥାନୀୟ ପ୍ରଶାସନ ଦ୍ବାରା ଉଦ୍ଧାର ଚାଲିଛି । ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣା ପଡିନାହିଁ । ବାୟୁସେନାରେ ମିରଜା-୨୦୦୦ ଟ୍ରେନର ବୀମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି ।