Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
World
All world wide news update will uploaded
ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବାଂଲାଦେଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଦିନରେ ପୂର୍ବଭଳି ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ଦୁଇ ନେତା ଆଲୋଚନା କରିଛନ୍ତି ।…
ମୋଦୀଙ୍କ ସମର୍ଥନରେ ବାହାରିଲେ ଅମିତାଭ
ମୁମ୍ବାଇ: ମୋଦୀଙ୍କ ସମର୍ଥନରେ ବାହାରିଲେ ଅମିତାଭ । ଲକ୍ଷଦୀପକୁ ନେଇ ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଅମିତାଭ ବଚ୍ଚନ ମଧ୍ୟ ସାମିଲ ହୋଇଛନ୍ତି। କ୍ରିକେଟର ବୀରେନ୍ଦ୍ର ସେହବାଗଙ୍କ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ‘ଉଡୁପିର ସୁନ୍ଦର ବେଳାଭୂମି…
ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ପରେ ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ଭାରତୀୟ
ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସେହି ଟ୍ବିଟ୍ ପରେ ମାଳଦୀପର ଜଣେ ପରେ ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇଥିଲେ। ମାଳଦୀପ ମନ୍ତ୍ରୀମାନଙ୍କ ବୟାନକୁ ଭାରତୀୟ ନେତା , ବଲିଉଡ ତାରକା ଏବଂ ପୂର୍ବତନ କ୍ରିକେଟ…
ଇସ୍ରାଏଲରେ ଲାଇଭ ଟିଭିରେ ବନ୍ଧୁକ ସହ ଆଙ୍କର
ଇସ୍ରାଏଲ ଓ ହମାସ୍ ମଧ୍ୟରେ ଗତ ଅକ୍ଟୋବର ୭ରୁ ସଂଘର୍ଷ ଚାଲିଛି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିସହିତ ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି। ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଥମିବା ବି ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଇସ୍ରାଏଲର ଏକ ଲାଇଭ ଟିଭିରେ ଜଣେ ଆଙ୍କର…
ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ । ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ…
ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼
ଗାଜା: ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼। ଉତ୍ତର ଗାଜାରେ ହମାସର ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼ ଶିବିରକୁ ଛାରଖାର କରି ଦେଇଛି ଇସ୍ରାଏଲ ସେନା। ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୁରିଛି। ଏବେ ଦକ୍ଷିଣ ଏବଂ କେନ୍ଦ୍ରରେ ଥିବା ଆତଙ୍କୀକୁ ନାଶ କରିବାକୁ ରଣନୀତି…
ବାଂଲାଦେଶରେ ନିର୍ବାଚନ ପୂର୍ବରୁ ହିଂସା
ଢାକା: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା । ଟ୍ରେନ୍ ପରେ ପୋଲିଂ ବୁଥ ଏବଂ ସ୍କୁଲ ବସରେ ଲୋକେ ଲଗାଇଦେଲେ ନିଆଁ । ସାଧାରଣ ନିର୍ବାଚନ ପୂର୍ବରୁ ଚାରିଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ ବିଦ୍ୟାଳୟରେ ହିଂସା ଦେଖାଦେଇଛି । ବାଂଲାଦେଶ ରାଜଧାନୀ ଢାକା ଉପକଣ୍ଠ ଗାଜିପୁରରେ ଅଗ୍ନିକାଣ୍ଡ…
ଉତ୍ତର କୋରିଆ ୨୦୦ ତୋପ ବୋମା ନିକ୍ଷେପ
ଆଜି ସକାଳେ ଦକ୍ଷିଣ କୋରିଆ ସେନା ରିପୋର୍ଟ କରିଥିଲା ଯେ, ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା ନିକ୍ଷେପ କରିଛି। କିନ୍ତୁ, ଏହାଦ୍ବାରା ଦକ୍ଷିଣ କୋରିଆରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ବୋମା ସବୁ ଦୁଇ କୋରିଆ ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅନ୍ତର୍ଗତ ‘ନର୍ଦନ୍ ଲିମିଟ୍…
ଇରାନରେ ଆତଙ୍କବାଦୀ ଆକ୍ରମଣ
ଇରାନର ଦକ୍ଷିଣ ସହର କେର୍ମାନଠାରେ କମାଣ୍ଡର କାସେମ ସୁଲେମାନିଙ୍କ କବର ନିକଟରେ ଆତଙ୍କବାଦୀ ଆକ୍ରମଣରେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ୨୦୨୦ରେ ବାଗଦାଦ ବିମାନବନ୍ଦରରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ନିହତ ସୁଲେମାନିଙ୍କୁ ଏଠାରେ କବର ଦିଆଯାଇଥିଲା। ପୂର୍ବତନ…
ଜଳିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଜାପାନର ହାନେଡା ବିମାନ ବନ୍ଦର ରନଓ୍ବେରେ ଜଳିଗଲା ବିମାନ । ଅବତରଣ କରିବା ବେଳେ ୨ଟି ବିମାନ ଜଳିଯାଇଛି । ବିମାନଟି ରନଓ୍ବେର ଚାଲୁଥିବା ବେଳେ ନିଆ ଲାଗିଯାଇଥିଲା । ଅତି ଭୟଙ୍କର ଭାବେ ନିଆ ଲାଗିଥିବା ବେଳେ ବିମାନଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ବିମାନରୁ ୩୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ…