Trending
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
Browsing Category
World
All world wide news update will uploaded
ପାକିସ୍ତାନର ରଣନୀତି
ପାକିସ୍ତାନରେ ଇରାନର ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । କୁଟନୈତିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ଆହୁରି ବିଗିଡିପାରେ । ପାକିସ୍ତାନ ନିଜ ରାଷ୍ଟ୍ରଦୂତଙ୍କୁ ଇରାନରୁ ଡକାଇଥିବା ବେଳେ ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ପଠାଇଦେଇଛି । ଏଥିସହ ସବୁ…
ଇରାନର ମିଶାଇଲ ମାଡ଼: ଚେତାବନୀ ଦେଲା ପାକିସ୍ତାନ
ପାକିସ୍ତାନ ଉପରେ ମିଶାଇଲ ମାଡ଼ କରିଛି ଇରାନ । ଇରାନର ମିଶାଇଲ ଓ ଡ୍ରୋନ ଆକ୍ରମଣରେ ପାକିସ୍ତାନେର୨ଟି ନିରୀହ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ନାବାଳିକା ଆହତ ହୋଇଛନ୍ତି । ତେବେ ପାକିସ୍ତାନ ଭଳି ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପଶି ଇରାନ ମିସାଇଲ ଆକ୍ରମଣ କରିବା ପାକ୍ର ସୁରକ୍ଷାକୁ…
ପୁଟିନଙ୍କ ସହ କଥା ହେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେମାନେ ଭାରତ-ରୁଷ୍ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗୀଦାରିକୁ ଅଧିକ ସୁଦୃଢ଼ କରିବା…
ଦୁବାଇରେ ଓଲିଉଡ୍ ପୁରସ୍କାର ମହୋତ୍ସବ
ଦୁବାଇ: ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଦୁବାଇରେ ଆୟୋଜିତ ହେଉଛି । ଏଥିରେ ଓଡ଼ିଆ କଳାକାର ଜଗତର ବିଶିଷ୍ଟ କଳାକାର,…
ତାଇୱାନର ନୂଆ ରାଷ୍ଟ୍ରପତି
ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଲାଇ ଚିଙ୍ଗତେ। ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ପ୍ରାର୍ଥୀ ହୋ ୟୁଇ ଏବଂ ତାଇୱାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ତଥା ତାଇପେଇର ପୂର୍ବତନ ମେୟର କୋ ଓ୍ବେନ ଜେ…
ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତ ସାରି ଫେରିଲେ
ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତରେ ଯିବା ପରେ ତାଙ୍କ ଦେଶର ବିରୋଧୀ ଦଳ ତାଙ୍କ ପଛରେ ପଡ଼ିଛି । ତାଙ୍କୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଏବେ ଆଲୋଚନା ଆରମ୍ଭ କରିଛି । ତାଙ୍କର ତିନି ଜଣ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ ଘୃଣା ମନ୍ତବ୍ୟ ଦେବା…
ଓଲିଉଡ ପୁରସ୍କାର ମହୋତ୍ସବ, ଦୁବାଇରେ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ପହଞ୍ଚିଛନ୍ତି ଓଡ଼ିଆ କଳାକାର । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ…
ପର୍ଯ୍ୟଟକମାନଙ୍କୁ ପ୍ରବେଶାନୁମତି ଦେଲା ଉତ୍ତର କୋରିଆ
କୋଭିଡ୍-୧୯ ମହାମାରୀ ବିସ୍ତାର ଯୋଗୁଁ ୨୦୨୦ ପ୍ରାରମ୍ଭ ସମୟରୁ ଉତ୍ତର କୋରିଆ ତା’ର ସୀମାରେ କଠୋର ଲକ୍ଡାଉନ୍ ନିୟମ ଜାରି କରିଥିଲା। ଏବେ ମଧ୍ୟ ବିଦେଶୀମାନଙ୍କ ପାଇଁ ସେ ନିୟମ କୋହଳ କରାଯାଇ ନାହିଁ।ଉତ୍ତର କୋରିଆ ସୀମାକୁ ଲାଗିଥିବା ରୁଷ୍ର ସୁଦୂର ପୂର୍ବ ଅଞ୍ଚଳ ପ୍ରିମୋସ୍କି…
ହୋଟେଲ ବୁକିଂ,ଫ୍ଲାଇଟ ଟିକେଟ ବାତିଲ କଲେ ଭାରତୀୟ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ଅନେକ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଭାରତୀୟମାନେ ମାଳଦ୍ୱୀପ ବୟକଟ ଅଭିଯାନ ଆରମ୍ଭ କରିଛନ୍ତି। ଭାରତୀୟମାନେ ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାକ୍ଷାଦ୍ୱୀପର ଫଟୋ ଶେୟାର କରିବା ସହ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି।…
ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବାଂଲାଦେଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଦିନରେ ପୂର୍ବଭଳି ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ଦୁଇ ନେତା ଆଲୋଚନା କରିଛନ୍ତି ।…