Browsing Category

World

All world wide news update will uploaded

ଶବକୁ ଘେରି ରହିଥିଲା ୧୦୦ରୁ ଅଧିକ ସାପ

ମେଟ୍ରୋ ଟିଭି ଓଡିଶା,୨୩/୧ : ବିଚିତ୍ର ଦୁନିଆରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ । ଆମେରିକାର ମାରୟଲ୍ୟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ଏଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ ।

ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ

ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି

ଇସ୍ରାଏଲ କଲା ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୨୦/୧ : ଶତ୍ରୁ ଦେଶକୁ କଡା ଜବାବ ଦେବାରେ ପ୍ରସ୍ତୁତ ହୋଇଛି ଇସ୍ରାଏଲ । ଅନ୍ୟ ଦେଶ ଯୁଦ୍ଧ କରିବା ପୂର୍ବରେ ହଜାର ବାର ଚିନ୍ତା କରିବେ । ଏହି ପରି ଏକ ଅଭୁଦ ମିସାଇଲ୍ ଟେଷ୍ଟ କରିଛି ଇସ୍ରାଇଲ । ଯାହା ସଫଳତାର ସହ ପରୀକ୍ଷଣ ମଧ୍ୟ ହୋଇଛି । ପୃଥିବୀ ବାୟୁମଣ୍ଡଳ ବାହାରେ

ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ

ମେଟ୍ରୋ ଟିଭି ଓଡିଶା,୧୯/୧: ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବୌଜ୍ଞାନିକ କହୁଛନ୍ତି ଏହା ଫଳରେ ପରିବେଶ ପ୍ରଦୂଷଣ ହେବା । ଟୋଙ୍ଗାରେ ଲୋକ ମାନେ ଅଳ୍ପ ପରିମାଣର ଏସିଡ ବର୍ଷାର ଅନୁଭବ କରିବେ । ଗତ ଶନିବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ହୋଇଥିବା

କୋଟିପତି ବିଜୟ ମାଲ୍ୟା ଏବେ ରାଜରାସ୍ତାରେ

ମେଟ୍ରୋ ଟିଭି ଓଡିଶା,୧୯/୧: ବ୍ରିଟେନ କୋର୍ଟର ନିର୍ଦ୍ଦେଶ ଅନୁସାରେ ବିଜୟ ମାଲ୍ୟାଙ୍କୁ ନିଜର ଲଣ୍ଡନସ୍ଥିତ ଘରୁ ବହିଷ୍କାର କରାଯିବ । ସ୍ୱିସ୍ ବ୍ୟାଙ୍କ ୟୁବିଏସ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦରେ ବ୍ରିଟିଶ କୋର୍ଟ ତାଙ୍କୁ ବଳବତ୍ତର ରହିବାକୁ ମନା କରିବା ପରେ ମଙ୍ଗଳବାର

କିମ୍ ଜୋଙ୍ଗ ଦେଖାଇଲେ ଯୋଶ୍ , ପରୀକ୍ଷା କଲେ ୨ଟି କ୍ଷେପଣାସ୍ତ୍ର

ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ଅସ୍ତ୍ର ଶସ୍ତ୍ରରେ ନିଜକୁ ଶକ୍ତି ଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ଆଗରେ ନିଜର ଏକ ପରିଚୟ ତିଆରି କରିଛନ୍ତି । ଗଣ ବିଧ୍ୱଂସୀ ଅସ୍ତ୍ର ଶସ୍ତ୍ର ନିର୍ମାଣ କରି ଶତ୍ରୂ ରାଷ୍ଟ୍ର କୁ ଭୟ ଦେଖାଇବା ତାଙ୍କର ମୁଖ୍ୟ

ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ମେଟ୍ରୋ ଟିଭି ଓଡିଶା,୧୮/୧: ସୋମବାର ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଫଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଆଫଗାନିସ୍ତାନର ପଶ୍ଚିମରେ ଅବସ୍ଥିତ ବାଗିସ୍ ପ୍ରଦେଶରେ ସୋମବାର ଅପରାହ୍ନରେ ୨ଟି ଭୂକମ୍ପର କମ୍ପନ ଯୋଗୁଁ ତୁର୍କମେନିସ୍ତାନନିକଟରେ ଥିବା ସୀମା କମ୍ପିତ ହୋଇଥିଲା । ରିକ୍ଟର

ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୭/୧: ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ

ପ୍ରଶାନ୍ତ ମହାସାଗରରେ ଆଗ୍ନେୟ ଉଦ୍‌ଗୀରଣ , ବିଶ୍ୱକୁ ସୁନାମୀ ଭୟ

ମେଟ୍ରୋ ଟିଭି ଓଡିଶା,୧୬/୧: ସମୁଦ୍ର ଭିତରୁ ବାହାରିଲା ଅଗ୍ନି । ପ୍ରଶାନ୍ତ ମହାସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ଦେଖାଦେଇଛି। ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ ବିଶ୍ୱର ଅଧିକାଂଶ ଦେଶକୁ ସୁନାମୀ ଆଲର୍ଟ। ଆଲାସ୍କା ଠାରୁ ପ୍ରାୟ ୧୦ହଜାର କିମି

ଦାଉଦଙ୍କ ପୁତୁରା ସୋହେଲ କସକର ଆମେରିକାରୁ ଫେରାର

ମେଟ୍ରୋ ଟିଭି ଓଡିଶା,୧୩/୧: ଆମେରିକାର କବଜାରେ ଥିବା କୁଖ୍ୟାତ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମର ପୁତୁରା ସୋହେଲ କସକର ପାକିସ୍ତାନକୁ ଖସି ପଳାଇଯାଇଛି । ଦୁବାଇ ବାଟ ଦେଇ ସେ ପାକିସ୍ତାନ ପଳାଇଯାଇଥିବା ସଂଦେହ କରାଯାଉଛି । ଡ୍ରଗ୍ସ କାରବାର ଓ ଆତଙ୍କବାଦ ମାମଲାରେ ଆମେରିକୀୟ