Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
World
All world wide news update will uploaded
ବଦଳିଲେ ପ୍ରଧାନମନ୍ତ୍ରୀ, ନୂଆ ଗୃହ ସଚିବ ହେଲେ ଭାରତୀୟ ବଂଶୋଦ୍ଭୋବ
ଇଂଲଣ୍ଡ୍ର ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଗୃହ ସଚିବ ଭାବେ ଭାରତୀୟ ବଂଶୋଦ୍ଭବା ବାରିଷ୍ଟର୍ ସୁଏଲା ବ୍ରେଭର୍ମ୍ୟାନ୍ଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ପୂର୍ବରୁ ମଧ୍ୟ ଉପରୋକ୍ତ ପଦବୀରେ ଥିଲେ ପ୍ରୀତି ପଟେଲ୍ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବା।
ଏହା ପୂର୍ବରୁ!-->!-->!-->…
ଆଫ୍ଗାନିସ୍ତାନକୁ ପରାସ୍ତ କଲା ଶ୍ରୀଲଙ୍କା, ଆଜି ଭାରତ ପାକିସ୍ତାନ ଲଢ଼େଇ
ଆଫଗାନିସ୍ତାନଠାରୁ ପ୍ରତିଶୋଧ ନେଇଛି ଶ୍ରୀଲଙ୍କା । ଏସିଆ କପର ମ୍ୟାଚରେ ଆଫ୍ଗାନିସ୍ତାନକୁ ୪ ୱିକେଟ୍ରେ ପରାସ୍ତ କରିଛି। ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଆଫଗାନିସ୍ତାନଠାରୁ ହାରିଥିଲା । ସେପଟେ ଆଜି ଭାରତ ପାକିସ୍ତାନ ମଧ୍ୟରେ ପୁଣି ଥରେ ଲଢ଼େଇ ଦେଖିବାକୁ ମିଳିବ । ସଂଧ୍ୟାରେ ଏହି ମ୍ୟାଚ!-->…
ୟୁଏସ ଓପନର ତୃତୀୟ ରାଉଣ୍ଡରେ ହାରିଲେ ସେରେନା ୱିଲିୟମ୍ସ, ଟେନିସରୁ ନେବେ ବିଦାୟ
ୟୁଏସ୍ ଓପନ୍ ୨୦୨୨ରେ ମହିଳା ସିଙ୍ଗଲ୍ସ ବର୍ଗର ତୃତୀୟ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇଛନ୍ତି ଟେନିସ୍ କିମ୍ବଦନ୍ତୀ ସେରେନା ଓ୍ବିଲିୟମ୍ସ । ଅଷ୍ଟ୍ରେଲିଆର ଅଜଲା ଟମଲଜାନୋଭିକଙ୍କ ଠାରୁ ପରାସ୍ତ ହେବା ପରେ ଆମେରିକୀୟ ଟେନିସ୍ କିମ୍ବଦନ୍ତୀ ତଥା ଟେନିସ୍ ଜଗତର ସର୍ବଶ୍ରେଷ୍ଠ ମହିଳା!-->!-->!-->…
ପାକିସ୍ତାନରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର
ପାକିସ୍ତାନର ଲାହୋର ଓ ପଞ୍ଜାବ ସମେତ ଅନେକ ସ୍ଥାନରେ ହନ୍ତସନ୍ତ କଲାଣି ବନ୍ୟା ବିତ୍ପାତ। ବନ୍ୟା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବଜାରକୁ ଫଳ ଓ ପନିପରିବା ଆଦି ଠିକ ଭାବରେ ଯୋଗାଣ ହୋଇପାରୁନଥିବାରୁ ଆକାଶଛୁଆଁ ହୋଇଛି ପରିବା ଦଳ। ବିଶେେସୂତ୍ରରୁ ମିଳିଥିବା ଖବର!-->…
ବନ୍ୟା ଯୋଗୁଁ ଆଫଗାନିସ୍ତାନରେ ଭୟଙ୍କର ସ୍ଥିତି ସୃଷ୍ଟି
ପାକିସ୍ତାନ ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ବନ୍ୟା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଜାତିସଂଘର ଓ ଶାସକ ତାଲିବାନ ଅନୁସାରେ, ଆଫଗାନିସ୍ତାନରେ ଏକ ମାସର ମୌସୁମୀ ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିଯାଇଛି। ଏହି ବନ୍ୟା ବେଳେ ଅତି କମ୍ରେ ୧୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଓ ଶତାଧିକ!-->…
ଇମ୍ରାନ ଖାନ ଯାଇପାରନ୍ତି ଜେଲ୍!
ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଜେଲ ପଠାଇବା ପାଇଁ ଚାଲିଛି କସରତ । ସେଠାକାର ସରକାର ତାଙ୍କ ନାମରେ ଆତଙ୍କବାଦ ବିରୋଧୀ ମାମଲା ମଧ୍ୟ ଦାୟର କରିଛନ୍ତି । ତାଙ୍କ ଅଭିଭାଷଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ତାଙ୍କ ଦଳର ନେତା ଗିରଫ ହେବା!-->…
ହ୍ୟାରି ପୋଟର୍ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ
ଆମେରିକାରେ ଲେଖକ ସଲମାନ ରୁଶଦିଙ୍କୁ ଆକ୍ରମଣ ପରେ ଏବେ ଟାର୍ଗେଟ୍ରେ ଲୋକପ୍ରିୟ ବହି ହ୍ୟାରି ପୋଟର୍ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍ ଟ୍ୱିଟ୍ କରି ରୋଲିଂ ସୂଚନା ଦେଇଛନ୍ତି।
https://twitter.com/jk_rowling/status/1558438465284481024!-->!-->!-->!-->!-->…
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ଭର୍ଚ୍ୟୁଆଲ ବୈଠକରେ କଥା ହେଲେ ପ୍ରଧାନମନ୍ତ୍ରୀ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ମୋଦି ଜୋ ବାଇଡେନଙ୍କୁ କହିଛନ୍ତି ‘ଗତବର୍ଷ ସେପ୍ଟେମ୍ବରରେ ମୋର ୱାଶିଂଟନ ଗସ୍ତ ବେଳେ ଆପଣ କହିଥିଲେ ଯେ, ଭାରତ-ଆମେରିକା ଭାଗିଦାରୀ ବହୁ ବୈଶିକ ସମସ୍ୟା ସମାଧାନରେ ସହଯୋଗ କରିପାରିବ ।!-->…
ଫ୍ରାନସର ରାଫେଲ ମିଶନକୁ ଭାରତର ସହାୟତା
ପ୍ରଶାନ୍ତ ମହାସାଗରରେ ଫ୍ରାନସ ସାମରିକ ଅପରେସନ ଆରମ୍ଭ କରିଛି । ତେଣୁ ଏହାର ଏକ ଅଂଶ ଭାବରେ ତାମିଲନାଡୁର ଭାରତୀୟ ବାୟୁସେନା ସୁଲୁର କେନ୍ଦ୍ରରେ 3ଟି ରାଫେଲ ଅବତରଣ କରିଥିଲା । ଭାରତୀୟ ବାୟୁସେନା ଫ୍ରାନ୍ସ ସୈନ୍ୟବାହିନୀକୁ ସମସ୍ତ ପ୍ରକାର ସହାୟତା କରିଥିଲା । ଭାରତୀୟ ବାୟୁସେନା ସହ!-->…
ତାଇଓ୍ବାନକୁ ନେଇ ଚୀନ ଆମେରିକା ମୁହାଁମୁହିଁ : ଯୁଦ୍ଧ ମୁହାଁ ବିଶ୍ବ
ଚାଇନାର ବିସ୍ତାରବାଦୀ ନୀତିକୁ ଆମେରିକା ପସନ୍ଦ କରୁନାହିଁ । ତାଇଓ୍ବାନକୁ ଜୋର ଜବରଦସ୍ତ ଦଖଲ କରିବାକୁ ଚାଇନା ଚାହୁଁଥିବା ବେଳେ ଆମେରିକା ଏଥିରେ ବଡ଼ ପ୍ରତିବନ୍ଧକ ସାଜିଛି । ଆଉ ଏପରି ସ୍ଥିତିରେ ତାଇଓ୍ବାନ ମଧ୍ୟ ଚୀନର ଧମକକୁ ଖାତିର କରୁନାହିଁ । ତାଇଓ୍ବାନ ଚାହୁଁଛି ତାହାର ସ୍ବାଧୀନତାରେ!-->…