Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
World
All world wide news update will uploaded
ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା
ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆର!-->…
ପିଲାଙ୍କ ମୃତ୍ୟୁ ପଛରେ ଭାରତୀୟ କଫ୍ ସିରପ୍
ବିଶ୍ବ ସ୍ବାସ୍ଥ୍ୟ ସଗଂଠନ ‘ଡବ୍ଲୁଏଚ୍ଓ’ ଭାରତର ହରିଆନାଭିତ୍ତିକ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ ୪ କଫ୍ ସିରପ୍ ଉପରେ ବୁଧବାର ସତର୍କ ସୂଚନା ଜାରି କରିଛି । ଏହି କଫ୍ ସିରପ୍ ନେଇ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାରୁ!-->…
ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ
ବିଶ୍ୱ ହୃତ୍ପିଣ୍ଡ ଦିବସ ଏକ ଅନ୍ତର୍ଜାତୀୟ ଅଭିଯାନ, ଯାହା ବିଶ୍ୱ ହୃତ୍ପିଣ୍ଡ ସଂଗଠନ ଦ୍ୱାରା ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୁଏ । ମୃତ୍ୟୁର ସବୁଠୁ ବଡ଼ କାରଣ ହୃଦ୍ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଘାତକ ରୋଗ ହ୍ରାସ ନିମିତ୍ତ!-->…
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ସମର୍ଥନ କରିଛି ରୁଷ୍ । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବ୍ରୋଭ କହିଛନ୍ତି ଯେ, “ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଦେଶଗୁଡିକର ପ୍ରତିନିଧିତ୍ୱ ମାଧ୍ୟମରେ!-->…
ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ
ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ । ଦେଶର ଅଖଣ୍ଡତା ପ୍ରତି ବିପଦ ଆସିଲେ ଋଷ କେବେ ପଛଘୁଞ୍ଚା ଦେବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଟିନ । ଆଉ ଏଥିପାଇଁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ । ଏନେଇ ଜାତୀୟ ଗଣମାଧ୍ୟମରେ ଦେଶବାସୀଙ୍କୁ!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା, ଫ୍ରାନସ୍
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ମୋଦି ସମରକନ୍ଦରେ ୟୁକ୍ରେନ ଋଷ ଯୁଦ୍ଧକୁ ନେଇ ପୁଟିନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ଫ୍ରାନସ ଏବଂ ଆମେରିକା ପକ୍ଷରୁ ସ୍ବାଗତ କରାଯାଇଛି । ଏବେ ଯୁଦ୍ଧର ବେଳ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଭାରତର ପ୍ରଧାନମନ୍ତ୍ରୀ!-->…
ପୁଣି ଏୟାରଷ୍ଟ୍ରାଇକ କଲା ରୁଷ
ୟୁକ୍ରେନ୍ର ଖାର୍କିଭ୍ ଅଞ୍ଚଳରେ ରୁଷ ପୁଣି ସାନି ଏୟାରଷ୍ଟ୍ରାଇକ୍ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । କିଛି ଘର ଓ ଭିତ୍ତିଭୂମି ଧ୍ୱଂସ ହୋଇଛି । ଖାର୍କିଭ୍ରୁ ରୁଷ ସେନା ଛତ୍ରଭଙ୍ଗ ଦେଉଥିବା ରବିବାର ରିପୋର୍ଟ ପ୍ରକାଶ ପାଇଥିଲା ।!-->…
ଆଜି ପାକିସ୍ତାନ- ଶ୍ରୀଲଙ୍କା ଫାଇନାଲ
ଆଜି ପାକିସ୍ତାନ- ଶ୍ରୀଲଙ୍କା ମୁହାଁମୁହିଁ । ଏସିଆ କପର ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ ଦୁବାଇରେ ଖେଳାଯିବ । ଦାସୁନ ସନକାଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ସେପଟେ ପାକିସ୍ତାନ ମଧ୍ୟ ଦୁର୍ବଳ ଟିମ ନୁହେଁ ।
ଶ୍ରୀଲଙ୍କା ଲିଗ୍!-->!-->!-->…
ସିରିଆ ଉପରେ ଋଷର ଆକ୍ରମଣ
ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କହିରଖୁ କି, ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ-!-->…
ଇଂଲଣ୍ଡ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ପରଲୋକରେ ବିଶ୍ବନେତାଙ୍କ ଶୋକ ପ୍ରକାଶ
ଇଂଲଣ୍ଡ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ମୃତ୍ୟୁରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଇଂଲଣ୍ଡ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ମୃତ୍ୟୁ ଘଟଣା ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶ୍ବ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।
!-->!-->!-->…