Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Tourism
News related to moving from one place to another place or movement outside their usual environment
ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା
ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା । କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା ହେବ ବୋଲି କହିଛନ୍ତି ରାଜନଗର DFO ।
ସୂଚନା ଥାଉକି, ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ…
ଚିଲିକାର ହେବ ସୌନ୍ଦର୍ଯ୍ୟକରଣ, ୧୫ଶହରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି
ନୂଆରୂପ ପାଇବ ଚିଲିକା । ଚିଲିକାର ପେରିଫେରିକୁ ଡେଭଲପମେଣ୍ଟ କରାଯିବ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକା । ଚିଲିକାର ହେବ ସୌନ୍ଦର୍ଯ୍ୟକରଣ । ଚିଲିକା ପାଇଁ ୧୫୦୦ରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଚିଲିକା…
ନନ୍ଦନକାନନର ନୂଆ ରେକର୍ଡ ୨୦୨୫ରେ ୪୦ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ
ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ବିଶ୍ୱପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ୨୦୨୫ ବର୍ଷଟି ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି। ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ନନ୍ଦନକାନନ ପୁଣିଥରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ, ବିଗତ ବର୍ଷରେ…
ଆଜି ପବିତ୍ର ଶାମ୍ବ ଦଶମୀ , ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ୟ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼
ଆଜି ପବିତ୍ର ଶାମ୍ବ ଦଶମୀ। ଏହି ଦିନରେ ସୂର୍ଯ୍ୟ ପୂଜା କଲେ, ମହାପାତକ କ୍ଷୟ ହୁଏ ବୋଲି କୁହାଯାଏ। ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ୟ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରଯାଇଛି। ଗୋଟିଏ ଦିନ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼…
ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ, ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କଲା ବନ ବିଭାଗ
ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ୨ ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟ୍ରେ ବନ ବିଭାଗ ତାଲା ପକାଇଛି
ପର୍ଯ୍ୟଟନ…
ଓଡ଼ିଶାକୁ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଗତ କିଛି ବର୍ଷ ଧରି ଓଡ଼ିଶାକୁ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ । ୨୦୨୨-୨୩ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ଏହାପରେ ୨୦୨୩-୨୪ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧…
୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର…
ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା…
ଘନ କୁହୁଡ଼ି ବଳୟରେ ବ୍ଲାକ ପାଗୋଡ଼ା, ପର୍ଯଟକମାନେ ସେଲ୍ଫି ନେଇ ମଜା ନେଉଛନ୍ତି
ଶୀତୁଆ ସକାଳରେ ଘନ କୁହୁଡ଼ି । ମୁହଁକୁ ମୁହଁ ଦିଶୁନି । ଘନ କୁହୁଡ଼ି ବଳୟରେ ହଜିଗଲା ବ୍ଲାକ ପାଗୋଡ଼ା ବା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ସକାଳୁ ସକାଳୁ ପର୍ଯଟକ ମାନେ ସ୍ୱଳ୍ପ ସଂଖ୍ୟକ ଆସି କୁହୁଡ଼ିର ମଜା ନେଉଥିବା ଦେଖିବାକୁ ମିଳିଥିଲା । ଘନ କୁହୁଡି ବଳୟ ମଧ୍ୟରେ…
ଆସନ୍ତୁ ବୁଲି ଯିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କାଲିଗାଡୁ ହିଲଟପ
କରୋନା କାଳରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳକୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ବାହାର କରିବା ସହ ସୋସିଆଲ ମିଡ଼ିଆରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଫୋଟ ଭିଡିଓ ଛାଡ଼ି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିପାରିଛନ୍ତି। ଏହି ଭଳି…
ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
ଉତ୍ସବ ଋତୁରେ ଯାତ୍ରୀମାନଙ୍କ ପାଇଁ ଏକ ଉତ୍ତମ ଉପହାର , ଯାହା ସାରା ଦେଶରେ ଜାତୀୟ ରାଜପଥ ଏବଂ ଜାତୀୟ ଏକ୍ସପ୍ରେସୱେରେ ବର୍ଷସାରା ସୁଗମ ଯାତ୍ରାକୁ ସକ୍ଷମ କରିବ। ବାର୍ଷିକ ପାସ୍ ରାଜମାର୍ଗଯାତ୍ରା ଆପ୍ ମାଧ୍ୟମରେ ଉପହାର ଆପଣ ପ୍ରିୟଜନଙ୍କୁ ଦେଇପାରିବେ । ଆପରେ 'ପାସ୍ ଯୋଡନ୍ତୁ' ବିକଳ୍ପରେ…