Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Category
Technology
All technology related news will be uploaded in this
ଏୟାରଟେଲ୍ କିଣିଲା ୫ଜି ସ୍ପେକ୍ଟ୍ରମ୍
ଗତକାଲି କେନ୍ଦ୍ର ସରକାର ଆରମ୍ଭ କରିଥିବା ୯୬ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ ନିଲାମ ମାତ୍ର ଦେଢ଼ ଦିନରେ ୭ ରାଉଣ୍ଡରେ ଶେଷ ହୋଇଛି। ଟେଲିକମ୍ ବିଭାଗ ସୂଚନା ଅନୁସାରେ ଓଡ଼ିଶାରେ କେବଳ ଭାରତୀ ଏୟାରଟେଲ୍ ସ୍ପେକ୍ଟ୍ରମ୍ କିଣିବା ଲାଗି ବିଡ୍ ଦାଖଲ କରିଥିଲା। ଏହା ୯୦୦ ମେଗାହର୍ଜ ଓ ୧୮୦୦…
ବିର୍ଲା ଓପସ୍ ପେଣ୍ଟସ୍
ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ବିର୍ଲା ଓପସ୍ର ନୂତନ ଉତ୍ପାଦ ‘ବିର୍ଲା ଓପସ୍ ପେଣ୍ଟସ୍’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବିର୍ଲା ଓପସ୍ ସମସ୍ତ ବର୍ଗରେ ଏକ ବିବିଧ ପୋର୍ଟଫୋଲିଓ ଏବଂ ଇଣ୍ଟେରିୟର, ଏକ୍ସେଟେରିୟର,…
ଆମାଜନ ଆଣିଲା ବମ୍ପର ଅଫର
ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ଏବେ ଆମାଜନରେ ବଜାର ଦରଠାରୁ ଶସ୍ତାରେ ମିଳିପାରୁଛି । ମାର୍କେଟରେ ଏହାର ପ୍ରାଇସ୍ ୧୯ ହଜାର ୯୯୯ ଟଙ୍କା ହୋଇଥିବା ବେଳେ ଆମାଜନରେ ଏହା ୧୨ ହଜାର ୯୯୯ ଟଙ୍କାରେ କିଣିପାରିବେ । ଯଦି ଆପଣମାନେ ସାମସଙ୍ଗ ମୋବାଇଲ ପସନ୍ଦ କରୁଥାନ୍ତି । ତେବେ ତୁରନ୍ତ ଏହି ସୁଯୋଗର…
୫ଜି ସ୍ପେକ୍ଟ୍ରମ ନିଲାମ ପୁଣି ଥରେ ଆରମ୍ଭ
୫ଜି ସ୍ପେକ୍ଟ୍ରମ ନିଲାମ ପୁଣି ଥରେ ଆରମ୍ଭ ହୋଇଛି। ଏଥର ସରକାର ୯୬ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ ପାଇଁ ରଖିଛନ୍ତି। ଏହା ପୂର୍ବରୁ ୨୦୨୨ରେ ହୋଇଥିବା ୫ଜି ସ୍ପେକ୍ଟ୍ରମ ନିଲାମରେ ସରକାର ୧.୫ ଲକ୍ଷ କୋଟି ଟଙ୍କା ଆୟ କରିଥିଲେ। ଏଥର ମଧ୍ୟ ସ୍ପେକ୍ଟ୍ରମ୍ ନିଲାମରୁ ସରକାର ପ୍ରଚୁର ଆୟ…
ମସ୍କଙ୍କର ଲଞ୍ଚ ହେଲା “ଷ୍ଟାରଲିଙ୍କ ମିନି”
ଷ୍ଟାରଲିଙ୍କ ମିନି ଏକ ସାଟେଲାଇଟ ଇଣ୍ଟରନେଟ ଆଣ୍ଟିନା, ଯାହାକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଷ୍ଟାରଲିଙ୍କ ମିନ ଆକାରରେ ଆପଣ ବ୍ୟାଗ ଭଳି ହେବ ସେତିକି, ଅର୍ଥାତ ଆପଣ ଏହାକୁ କୁଆଡେ ବି ଯାଇପାରିବେ ଏବଂ ସୁପରଫାଷ୍ଟ ଇଣ୍ଟରନେଟ ବ୍ୟବହାର କରିପାରିବେ ।ଷ୍ଟାରଲିଙ୍କ ମିନି ଆସିବା ପରେ ଆପଣଙ୍କୁ…
୧୬ ହଜାର ଟଙ୍କାରେ କିଣାଯାଇପାରିବ ଆଇଫୋନ୍-୧୫
iPhone 15 କ୍ରୟ ଉପରେ ଫ୍ଲିପକାର୍ଟ ଏକ ଆକର୍ଷଣୀୟ ଅଫର ଜାରି କରିଛି, ଯାହା ସାହାଯ୍ୟରେ ୭୨ ହଜାର ଟଙ୍କା ମୂଲ୍ୟର ଆଇଫୋନ୍-୧୫ ସ୍ମାର୍ଟଫୋନକୁ ମାତ୍ର ୧୬ ହଜାର ଟଙ୍କାରେ କିଣାଯାଇପାରିବ। ଏଥିସହ କିଛି ଅନ୍ୟାନ୍ୟ ରିହାତି ଅଫର ମଧ୍ୟ ମିଳିବ। ଫୋନ୍ କ୍ରୟ ଉପରେ ବ୍ୟାଙ୍କ ରିହାତି ସହ ଏକ୍ସଚେଞ୍ଜ୍…
ଆସିଲା ଶସ୍ତା ରିଚାର୍ଜ ପ୍ଲାନ୍!
ଯଦି ଆପଣ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି, ତେବେ ଆପଣ ଏହି ରିଚାର୍ଜ ପ୍ଲାନ୍ ଗ୍ରହଣ କରିପାରିବେ ଯାହା ଦେଢ଼ ମାସର ଭ୍ୟାଲିଡିଟି ସହିତ ଆସିଥାଏ ଯଥା ୪୫ ଦିନ। ତେବେ ଏହି ଶସ୍ତା ରିଚାର୍ଜ ପ୍ଲାନ ଉପକାରିତା ବିଷୟରେ ଆସନ୍ତୁ ଜାଣିବା ..ଟେଲିକମ୍ କ୍ଷେତ୍ରରେ ଭାରତ ଏୟାରଟେଲର ନାମ…
ହ୍ୱାଟ୍ସଆପର ଆଣିଲା ଜବରଦସ୍ତ ଫିଚର
କୋଟି କୋଟି ଲୋକେ ମେସେଜିଙ୍ଗ ଆପ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ହେଲେ ୟୁଜର୍ସ ହ୍ୱାଟ୍ସଆପରେ ନିଜ ପ୍ରୋଫାଇଲ ଫଟୋ ଦେବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି । ଏହା ଏଥିପାଇଁ କାରଣ ସେମାନଙ୍କ ଫଟୋକୁ କେହି ଅପବ୍ୟବହାର ନ କରନ୍ତୁ । ବର୍ତ୍ତମାନ ଆପଣଙ୍କୁ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ ।…
ଆଇପିଓ ଲଞ୍ଚ୍ କରିବ ଓଲା
ଆଇପିଓ ଆରମ୍ଭ କରିବା ପାଇଁ ଓଲା ଇଲେକ୍ଟ୍ରିକ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ରୁ ଅନୁମୋଦନ ଲାଭ କରିଛି। ଓଲା ଭାରତର ସର୍ବବୃହତ୍ ବୈଦ୍ୟୁତିକ ଦୁଇଚକିଆ ଉତ୍ପାଦନକାରୀ ସଂସ୍ଥା ହୋଇଥିବାବେଳେ ବେଙ୍ଗାଲୁରୁସ୍ଥିତ କମ୍ପାନୀ ଆଇପିଓ ପାଇଁ ରେଡ୍ ହେରିଙ୍ଗ ପ୍ରୋସ୍ପେକ୍ଟସ…
ଗୁଗଲ୍ର ନୂଆ ଫିଚର୍ ‘ଲିସିନ୍ ଟୁ ଦିସ୍ ପେଜ୍’
ଲୋକମାନଙ୍କ ପାଇଁ ଗୁଗଲ୍ ଏକ ନୂଆ ଫିଚର୍ ଆଣିଛି। ଏହା ସାହାଯ୍ୟରେ ଆପଣ ସେହି ଲେଖାକୁ ପଢିବା ବ୍ୟତୀତ ଏଣିକି ଶୁଣି ମଧ୍ୟ ପାରିବେ। ଆଣ୍ଡ୍ରଏଡ୍ ବ୍ୟବହାରକାରୀ ଏଣିକି ଗୀତ ଏବଂ ପୋଡ୍କାଷ୍ଟ ପରି ଓ୍ବେବ୍ପେଜ୍କୁ ମଧ୍ୟ ଶୁଣିପାରିବେ। “Listen to this page” ନାମକ ଏକ ନୂଆ ଫିଚର ଆଣିଛି…