Browsing Category

Odisha

All about all odisha state news updates

ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ

ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ | ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କିସ୍ତି ଟଙ୍କା ମିଳିବ | ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ପାଖାପାଖି ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ | ଉଲ୍ଲେଖ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କର ହେବ ଶେଷକୃତ୍ୟ

ଆରପାରିରେ ଓଡ଼ିଶାର ଭେଟାରାନ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛକନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତେବେ ଉତ୍ତମଙ୍କ ବିୟୋଗରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଉତ୍ତମଙ୍କ ପୁଅ ସହିତ କଥା…

ପରଲୋକରେ ସୁପରଷ୍ଟାର ଉତ୍ତମ ମହାନ୍ତି

ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍‌ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀର ଉଦଘାଟନ କରିବେ । ଆଜି ସନ୍ଧ୍ୟା ୭ଟା ୫୫ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନଡ୍ଡା । ସେଠାରୁ…

ଘନ କୁହୁଡ଼ି ପାଇଁ ୟେଲୋ ଓ୍ବାର୍ନିଂ

ରାଜ୍ୟରେ ଗତ କିଛିଦିନ ଧରି ପାଗ ଶୁଖିଲା ରହିଥିଲେ ମଧ୍ୟ ତାପମାତ୍ରା ଅଧିକ ରହିଛି। ବୁଧବାର ଦିନ ତାପମାତ୍ରା ବୌଦ୍ଧ ଜିଲାରେ ସର୍ବାଧିକ ୩୬.୮ ଡିଗ୍ରୀ ରହିଥିଲାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୫.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ଦିନ ରାତି ତାପମାତ୍ରାରେ…

ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ୨ ମହିଳା ଆହତ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପ୍ରବଳ…

ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି

ଆଜି ପୁରୀରେ ଚାଲିଛି ବାବା ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି । ବର୍ଷକର ଏହି ଗୋଟିଏ ଦିନରେ ଗମ୍ଭୀରା ଭିତରକୁ ଯାଇ ଶ୍ରୀଲିଙ୍ଗ ଦର୍ଶନ କରିଥାନ୍ତି ଭକ୍ତ। ପାଦୁକା ଉଦ୍ଧାର ପରେ ସମ୍ପୁର୍ଣ୍ଣ ଦୃଶ୍ୟମାନ ହୁଏ ଶ୍ରୀଲିଙ୍ଗ । ବର୍ଷ ତମାମ ଫୁଲ,ବେଲପତ୍ର,ଦହି,କଦଳୀରେ ବୁଡି ରହୁଥିବା ଲୋକନାଥଙ୍କ…

ବିପୁଳ ପରିମାଣର କଇଁଚ ବୋଝେଇ ଗାଡି ଜବତ ଜଣେ ଅଟକ

ବିପୁଳ ପରିମାଣର କଇଁଚ ଵୋଝେଇ ଗାଡି ଜବତ ଜଣେ ଅଟକ। ଆନ୍ଧ୍ରପ୍ରଦେଶ ର ଭାଇଜାଗ୍ ରୁ ପଶ୍ଚିମବଙ୍ଗ ହେଉଥିଲା କଇଁଛ ଚୋରାଚାଲଣ । ମିନିଟ୍ରକ ନଂ WB25_D_4015 ରେ ହେଉଥିଲା କଇଁଛ ଚୋରାଚାଲଣ । ମାଛ ପାର୍ସଲ ଟ୍ରେ-ରେ ହେଉଥିଲା କଇଁଛ ଗୁଡିକୁ ଭର୍ତ୍ତି କରି ହେଉଥିଲା ଚୋରାଚାଲଣ।ଖବର ପାଇ…

ଆଉ ୨ଦିନ ହେବ ବର୍ଷା

ରାଜ୍ୟରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ହେଉଛି। ତେବେ ଆସନ୍ତା ୨ଦିନ ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ସୋମବାର ମୟୂରଭଞ୍ଜ,…

ପ୍ରୟାଗରାଜ କୁମ୍ଭମେଳାରେ ବୁଡ଼ ପକାଇବେ ମୋହନ ମାଝି

ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ପବିତ୍ର ତ୍ରିବେଣୀ ସଙ୍ଗମରେ ଭୟଭୀତ ହୋଇ ବୁଡ଼ ପକାଇବେ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ…