Browsing Category

Odisha

All about all odisha state news updates

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ ବିକ୍ଷୋପ କରିବ। ବିଜେଡି ଓ କଂଗ୍ରେସ ବିଧାୟକମାନେ…

ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ

ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ । ଏମିତି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ କଡ଼ ସାକ୍ଷୀଗୋପାଳ ନିକଟ ଜୟା ହୋଟେଲ୍ ନାଁରେ । ଜୟା ହୋଟେଲ୍ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ପରେ ପ୍ରଶାସନ ହୋଟେଲକୁ ସିଲ୍ କରିଛି । ହୋଟେଲର ମଟନ ନମୁନା ପରୀକ୍ଷା ଲାଗି…

ଅପରାହ୍ନ 4ଟା ଯାଏଁ ମୁଲତବି ହୋଇଛି ଗୃହ

ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଅପରାହ୍ନ 4ଟା ଯାଏଁ ମୁଲତବି ହୋଇଛି ଗୃହ । ବିଜୁ ବାବୁ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡ଼ି ବିଧାୟକ କରିଛନ୍ତି ଜୋରଦାର ହଟ୍ଟଗୋଳ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଟା ଯାଏ ଗୃହ…

ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ

ଜଷ୍ଟିସ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଏବେ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ। ଗତ ଜାନୁଆରୀ 19ରେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଖାଲି ପଡ଼ିଥିଲା ଓଡ଼ିଶା…

୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି। ଆଜି ମହିଳା , ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ସୁଭଦ୍ରା ଟଙ୍କା…

କଟକର ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଆଜି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥୋରିଟି (STA), କଟକର ଉପ କମିଶନର  ପ୍ରଦୀପ କୁମାର ମହାନ୍ତିଙ୍କ ଅଜଣା ଆୟ ଉତ୍ସରୁ ସଂଗୃହୀତ ଅସମପ୍ରାପ୍ତ ସମ୍ପତ୍ତି (DA) ରହିଥିବା ଅଭିଯୋଗ ଉପରେ, ଓଡିଶା ଭିଜିଲାନ୍ସ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ରେଡ କରୁଛି ।  ଭୁବନେଶ୍ୱର ଭିଜିଲାନ୍ସ ବିଶେଷ…

ଓଡ଼ିଶାରେ ୨-୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ପରେ ଓଡ଼ିଶାର ଅନେକ ଜିଲାରେ ଦିନର ତାପମାତ୍ରାରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିବ। ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ।…

ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ

ଆଜି ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ…

ସାର୍ବଜନୀନ ହେବନି ରତ୍ନଭଣ୍ଡାର ଚାବି ରିପୋର୍ଟ – ବଦଳିଗଲା ସରକାରଙ୍କ ସ୍ବର

ନିର୍ବାଚନ ସମୟରେ ରତ୍ନଭଣ୍ଡାର ଚାବି ହଜିବାକୁ ପ୍ରସଙ୍ଗ କରି, ବିଜେଡି ଉପରେ ଜୋରଦାର ବର୍ଷୁଥିଲା ବିଜେପି । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଶୀର୍ଷ ନେତାମାନେ, ସରକାରକୁ ଆସିଲେ ରଚ୍ନଭଣ୍ଡାର ଚାବି ଖୋଜି ଆଣିବାକୁ ପ୍ରତିଶ୍ରୁତି ଦେଉଥିଲେ । ହେଲେ ସରକାରକୁ ଆସିବା ପରେ ବିଜେପିର…

ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି

ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି ।  ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହେବେ  ।   ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ ।   ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।…