Browsing Category

Odisha

All about all odisha state news updates

ରାଜଧାନୀ ଭୁବନେଶ୍ୱର ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା,ହତ୍ୟାକାଣ୍ଡର ୪୦ଦିନ ପରେ ଆତ୍ମସମର୍ପଣ କଲା…

ରାଜଧାନୀ ଭୁବନେଶ୍ୱର ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା । ହତ୍ୟାକାଣ୍ଡର ୪୦ଦିନ ପରେ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ । ଆଜି ଦିନ ୧୧ ରେ ଥାନାରେ ଆତ୍ମସମର୍ପଣ କରିଛି ରମା । ହତ୍ୟାକାଣ୍ଡ ପରଠାରୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ ।…

୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନରେ…

ଉନ୍ମୋଚିତ ହେଲା ପୁସ୍ତକ ‘ବ୍ଲକବ୍ଲଷ୍ଟର ଟୁ ବାଲେଟ ବକ୍ସ’

ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି । ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି । ‘ଅନୁଭବ ମହାନ୍ତି’ ଜୀବନୀ ପୁସ୍ତକ ରଚନା କରିଛନ୍ତି ବିଶିଷ୍ଟ ସାମ୍ବାଦିକା ତଥା ଲେଖିକା ଜାଗୃତି ଶୁକ୍ଳା ।…

ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ସମୟ…

ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଛି ବୋଲି  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା । କିନ୍ତୁ ଏହି ଅବଧିକୁ…

ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱର ଭାବରେ କିନ୍ନର ଆଖଡାକୁ ଫେରିଛନ୍ତି

ବହୁଚର୍ଚ୍ଚିତ ଥିବା ମମତା କୁଲକର୍ଣ୍ଣୀ ଦୀର୍ଘ ୨୫ ବର୍ଷ ଧରି ବଲିଉଡ୍‌ରୁ ଉଭାନ ହୋଇଯାଇଥିଲେ। ନିକଟରେ ସେ କେନିଆରୁ ମୁମ୍ବାଇକୁ ଫେରିଥିଲେ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀ ଗତମାସରେ ତାଙ୍କୁ…

ଦିବାରାତ୍ର ଗୁରୁପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ନିରାକରପୁରରେ ଅନୁଷ୍ଠିତ ହୋଇଯାଇଛି

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ପଡିଆଠାରେ ତୃତୀୟବାର୍ଷିକ ଗୁରୁପ୍ରସାଦ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଏହି ଟୁର୍ଣାମେଣ୍ଟରେ 16 ଟି ଦଳ ଅଂଶଗ୍ରହଣ କରିଥିଲେ | ଶେଷରେ ରସୁଲଗଡ ଓ ଗ୍ରୀନ ଷ୍ଟାର…

ଆଜି ପୂରୁଛି ରାସନ କାର୍ଡ ଇ-କେଓ୍ବାଇସି ଡେଡଲାଇନ୍

ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍ । ତେଣୁ ଯେଉଁ ହିତାଧିକାରୀମାନେ ଇ-କେଓ୍ବାଇସି କରିନାହାନ୍ତି। ଆଜି ହିଁ କରିଦିଅନ୍ତୁ। ଆଉ ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ…

ବିଜେବି କଲେଜକୁ ମିଳିଲା `NAAC A’ ମାନ୍ୟତା

ପୁଣି ବିଜେବି କଲେଜକୁ ମିଳିଛି ନାକ ମାନ୍ୟତା। ଚଳିତଥରକୁ ମିଶାଇଲେ ବିଜେବି କଲେଜକୁ ତୃତୀୟଥର ପାଇଁ ନାକ ଏ ମାନ୍ୟତା ମିଳିଛି। ବିଜେବି କଲେଜକୁ ମିଳିଲା `A' ଗ୍ରେଡ। ନାକ ମାନ୍ୟତା ହାସଲରେ ଲଗାତାର ତୃତୀୟ ଥରରେ A ଗ୍ରେଡ ନେଲା ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ। CGPA ରିପୋର୍ଟ ଅନୁସାରେ…

ଆଜି ବିଧାନସଭାର ବଜେଟ୍ ଅଧିବେଶନ, ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି

ଆଜି ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା…

୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାର ଭୂମିକା ରହିବ

ବିଧାନସଭାର ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ଅଧିବେଶନ। ଜୟ ଜଗନ୍ନାଥ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ପ୍ରଥମ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିକାଶର କଥା ବଖାଣିଛନ୍ତି। କହିଛନ୍ତି ମାତ୍ର ୮ମାସରେ ମୋ ସରକାର ମାଇଲଖୁଣ୍ଟ ସୃଷ୍ଟି…