Trending
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
Browsing Category
Odisha
All about all odisha state news updates
ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ତ୍ରିମୁଖୀ ଲଢ଼େଇ
ଧାମନଗର: ଧାମନଗର ନିର୍ବାଚନରେ କିଏ ମାରିବ ବାଜି । ଆଜି ପ୍ରଚାର ସୁରୁଥିବା ବେଳେ ୩ ତାରିଖରେ ଭୋଟ୍ ହେବାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଲଢ଼େଇ ହେବ । ନିର୍ବାଚନର ଦୁଇ ଦିନ ପରେ ୬ରେ ଗଣତି ହେବ ଭୋଟ । ଆଜି!-->…
ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା
ଅକ୍ଟୋବରରେ ବଙ୍ଗୋପସାଗରେ ଲାଗ ଲାଗ ଘୂର୍ଣ୍ଣିବଳୟ ହୋଇଥିଲା । ଏବେ ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବାକୁ ଯାଉଛି । ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।ଡ. ପଶୁପାଳକଙ୍କ ଆକଳନ କହୁଛି, ୪ତାରିଖରେ!-->…
ଅର୍ଚ୍ଚନା-ଜଗବନ୍ଧୁ ଝାରପଡ଼ା ଜେଲ୍ରେ ପୁଣି ସାକ୍ଷାତ କଲେ
ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ରବିବାର ପୁଣି ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପରସ୍ପରକୁ ଭେଟିଛନ୍ତି । ଜେଲ୍ରେ ଭେଟଘାଟ ବେଳେ ଉଭୟଙ୍କ ମୁହଁ ଶୁଖିଯାଇଥିଲା । ଦମ୍ପତ୍ତିଙ୍କ କୋଟି କୋଟି ଟଙ୍କାର ସମ୍ରାଜ୍ୟକୁ ନେଇ ଇଡି ଖୋଳତାଡ଼କୁ!-->…
ଧବଳେଶ୍ୱର ଝୁଲାପୋଲକୁ ନେଇ ଚିନ୍ତା
ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ପରେ ଚେତିଲା ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଯାତ୍ରୀଙ୍କର ଯିବାଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଧବଳେଶ୍ୱର ଝୁଲା ପୋଲ ଉପରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା!-->…
ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିକଟରେ ବିଏମସିର ଅଳିଆ ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗର ଭୁଆସୁଣୀରେ ଅଳିଆ ଡମ୍ପିଂକୁ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ସକାଳେ ଏଠାରେ ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିବା ପରେ ବିଏମ୍ସି ଏହି ନିଷ୍ପତ୍ତି ନେଇଥିବା ମେୟର ସୁଲୋଚନା ଦାସ!-->…
ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଧାମନଗରରେ ଜମୁଛି ନିର୍ବାଚନ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଡେରା ପକାଇଛନ୍ତି ବରଷ୍ଠ ନେତା ମନ୍ତ୍ରୀ । ପ୍ରଚାର କରିବାକୁ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁ ବୁଲି ଲୋକଙ୍କୁ ଭୋଟ ପାଇଁ ନିବେଦନ କରୁଛନ୍ତି ।ଧାମନଗର ଉପନିର୍ବାଚନ ପ୍ରଚାର!-->…
ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ
ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା । ଗିରଫ ହେଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ ମାରିବା ଓ ପରେ!-->…
ଐତିହାସିକ ରାୟ: ବିବାହିତା ଝିଅ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି
କଟକ: ବିବାହିତା ଝିଅ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି କଟକ ହାଇକୋର୍ଟ। ବହୁ ବର୍ଷ!-->…
ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ଭାରତ ବିଜୟୀ
ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ମନଦୀପ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ମୋର ଏବଂ ଅଧିନାୟକ ହର୍ମନପ୍ରିତ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।!-->…
ନାଟମଣ୍ଡପରୁ ଖସିଲା ଦେଢ ଫୁଟର ପଥର
ପୁରୀ ଶ୍ରୀମନ୍ଦିର ରତ୍ନବେଦୀ ପଛ ପାଶ୍ୱର୍ରୁ ଚୁନ ଖସିବାର କିଛି ଦିନରେ ଏକ ବଡ଼ ପଥର ଖସିଛି । ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାଶ୍ୱର୍ ନାଟମଣ୍ଡପରୁ ଏହି ପଥର ଖସିଥିବା ସୂଚନା ମିଳିଛି । ପଥରଟି ଦେଢ ଫୁଟ ଆକାର ଏବଂ ପ୍ରାୟ ୩ କିଲୋ ଓଜନର ବୋଲି କୁହାଯାଉଛି । ହେଲେ ଏହି ସମୟରେ ସେ ସ୍ଥାନରେ!-->…