Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
Odisha
All about all odisha state news updates
ମାଲକାନଗିରି ସୀମା ଉପରେ ଏବେ ଛତିଶଗଡର ନଜର!
ଆନ୍ଧ୍ର ପରେ ଏବେ ଛତିଶଗଡ଼ ଓଡ଼ିଶାରେ ଆଖି ପକାଇଛି । ମାଲକାନଗିରି ସୀମାର ଅଂଚଳ ଉପରେ ନଜର ପକାଇଛି ଛତିଶଗଡ଼ । ସୀମା ଚିହ୍ନଟ ଆଳରେ ୭ଏକର ଜଙ୍ଗଲ କାଟି ସଫା କରିଦେଇଥିବା ଘଟଣାକୁ ନେଇ ଅଭିଯୋଗ କରିବା ପରେ ନିଜ ଭୁଲ ସ୍ୱିକାର କରିଛି ଛତିଶଗଡ । ମାଲକାନଗିରି ମାଥିଲି ବ୍ଲକ ସୀମାନ୍ତ ଅଂଚଳରେ!-->…
୨୭ରୁ ପୁଣି ଆରମ୍ଭ ହେବ ବର୍ଷା, ପୂଜା ହୋଇପାରେ ମାନ୍ଦା
ପୁଣି ଆସୁଛି ବର୍ଷା । ଏଥର ବର୍ଷା ପୂଜାଛୁଟିକୁ ମାନ୍ଦା କରିଦେଇପାରେ । କାରଣ 27ରୁ ପୁଣି ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଦିନଦୁଇ ଦିନ ପାଗ ଶୁଖିଲା ପରେ ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ ।!-->…
ଦୁର୍ଗାପୂଜାରେ ଡିଜେ ଓ ବ୍ୟାଣ୍ଡ୍ ଉପରେ ଲାଗିଲା କଟକଣା
ଭୁବନେଶ୍ବର: ଏଥର ପୂଜାରେ ଡିଜେ ଉପରେ ଲାଗିଛି କଟକଣା । କରୋନା ପାଇଁ ଦୀର୍ଘ ୨ ବର୍ଷପରେ ସହରରେ ଧୁମ୍ଧାମ୍ରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ତେବେ ଚଳିତ ବର୍ଷ ସବୁ ପୂଜା ମଣ୍ଡପରେ ଡିଜେ ବ୍ୟାଣ୍ଡ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପୂଜା ମଣ୍ଡପରେ ଓ ଭସାଣି ସମୟରେ!-->…
ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ ଜିଲ୍ଲା ପରିଷଦ ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୋଲିସ!-->…
ସମବାୟ ନୀତିରେ ଆସିବ ସଂସ୍କାର
ନୂଆ ଦିଲ୍ଲୀ: ଦେଶରେ ସମବାୟ ନୀତିରେ ଆସିବ ସଂସ୍କାର । ନୂଆ ଜାତୀୟ ସମବାୟ ନୀତି ପ୍ରସ୍ତୁତ ହେବା ପୂର୍ବରୁ ଡ୍ରାଫ୍ଟ୍ ପ୍ରସ୍ତୁତ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଅଧ୍ୟକ୍ଷତାରେ କମିଟି ଗଢ଼ାଯାଇଛି । କମିଟି ୩ ମାସ ମଧ୍ୟରେ ଚୂଡାନ୍ତ!-->…
୩୪ ଏକରରୁ ଅଧିକ ଜାଗାରେ ହୋଇପାରିବନି ବାଲିଯାତ୍ରା
ଏନ୍ଜିଟି ବାଲିଯାତ୍ରା ପାଇଁ ଅଧିକ ସ୍ଥାନ ଦେବାକୁ ରାଜି ହୋଇନାହାନ୍ତି । ୩୪ ଏକର ଜାଗା ଭିତରେ ବାଲିଯାତ୍ରା ସୀମିତ ରଖିବାକୁ ଧାର୍ଯ୍ୟ କରିଛନ୍ତି। ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ!-->…
ବାରବାଟୀ ଷ୍ଟାଡିୟମ୍ରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍
ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ପାଇଁ ଶୁକ୍ରବାର ଠାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଷ୍ଟାଡିୟମ୍ ସମ୍ମୁଖ ୩ଟି କାଉଣ୍ଟରରେ ଟିକେଟ୍ ମିଳିବ । ପ୍ରଥମ ଦିନରେ ମୋଟ୍ ୮ହଜାର ୪୨୧ ଟି ଟିକେଟ୍ ବିକ୍ରି ହେବାକୁ ଯୋଜନା ରହିଥିବା!-->…
ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା
ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା । ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ । ପରୀକ୍ଷାରେ ଆଉ ଇଂରାଜୀ ଭାଷା ସାଜିବ ନାହିଁ ବାଧକ । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନ ଅଭାବରୁ ଅନେକ!-->…
ନନ୍ଦକାନନ ଆସିବ ଚିତା
ଓଡିଶା ଆସିବେ ଚିତା ବାଘ । ନନ୍ଦକାନନ ଆସିବ ଚିତା । ଦୁବାଇରୁ ଦୁଇଟି ଆଫ୍ରିକୀୟ ଚିତା ବାଘ ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୭୦ ବର୍ଷ ପରେ ଭାରତକୁ ଚିତା ବାଘ ଆସିବା ପରେ ଏବେ ଚିତା ବାଘ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ!-->…
୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ସ୍ଥଳଭାଗ ମୁହାଁ ଲଘୁଚାପ । ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା,!-->…