Browsing Category

Odisha

All about all odisha state news updates

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ପ୍ରାର୍ଥୀ ଦାଖଲ କରିବେ ପ୍ରାର୍ଥୀପତ୍ର

ଆଜି ପଦ୍ମପୁର ଉପନିର୍ବାଚନର ନାମାଙ୍କନ ଦାଖଲର ଅନ୍ତିମ ଦିବସ ହୋଇଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ମିଳିବ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ କେନ୍ଦ୍ର ରାଜ୍ୟ ସରକାର ଭିତରେ କାଦୁଅ ଫୋପଡା ଫୋପଡି ଚାଲିଥିବା ବେଳେ ଏବେ ଚାଷୀଙ୍କୁ ଫସଲ ବୀମା ମିଳିମା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିବା ପରେ ରାଜନୀତି ଜୋର ଧରିଛି । ବରଗଡ଼ ଜିଲ୍ଲାର ଚାଷୀଙ୍କୁ ବକେୟା

ସଞ୍ଜୟ ଦାଶବର୍ମାଙ୍କ ପଛରେ ଷଡ଼ଯନ୍ତ୍ରକାରୀ ଲାଗିଛନ୍ତି!

ପୁରୀ: ବିଜେଡିରେ କିଛି ଠିକଠାକ ଚାଲିନାହିଁ କି? ଧାମନଗରରେ ବିଜେଡି ପ୍ରାର୍ଥୀ ହାରିବା ପରେ ଦଳରେ ଆଗାମୀ ଦିନରେ କିଛି ପ୍ରାର୍ଥୀଙ୍କ ଟିକେଟ କଟିବ କି ? ଏବେଠୁ ସେପରି କିଛି ଦଳ ଭିତରେ ଚାଲିଛି କି ? କାରଣ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ବକ୍ତବ୍ୟରେ ଏପରି କିଛି ଗନ୍ଧ

ଆଜି ପ୍ରଥମା ଅଷ୍ଟମୀ

ଆଜି ପ୍ରଥମା ଅଷ୍ଟମୀ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କ ପୂଜା କରାଯିବ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଙ୍କ ଶୁଭ ମନାସାଯିବ

କ୍ୟାପିଟାଲ ହସ୍ପିଟାଲରେ 5T ସଚିବ ଭିକେ ପଣ୍ଡିଆନ୍

କ୍ୟାପିଟାଲ ହସ୍ପିଟାଲରେ 5T ସଚିବ ଭିକେ ପଣ୍ଡିଆନ୍ । ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି 5T ସଚିବ । ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର ଭିତ୍ତିଭୂମିର ବିକାଶ କାମ କେତେ ବାଟ ଆଗେଇଛି,

ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା

ଆସନ୍ତାକାଲି ସରିଥାନ୍ତା କଟକ ବାଲିଯାତ୍ରା । ଲୋକଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଗୋଟିଏ

ସ୍କୁଲରେ ମିଳିବ ଜେଇଇ, ନିଟ୍‌ କୋଚିଂ

ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଆଉ ଅର୍ଥ ସାଜିବନି ବାଧକ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହେବ ସାକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା

ଆଜିଠୁ ପାରାଦୀପ ଉପକୂଳରେ ପ୍ରତିରକ୍ଷା ଅଭ୍ୟାସ କରିବ ନୌସେନା

ଆଜିଠୁ ପାରାଦୀପ ଉପକୂଳରେ ପ୍ରତିରକ୍ଷା ଅଭ୍ୟାସ କରିବ ନୌସେନା । ଯାହାର ନାଁ ରଖାଯାଇଛି ‘ସି-ଭିଜିଲ୍’। ନୌସେନା ସହ ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୁଲିସ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ, ଗୁଇନ୍ଦା ବିଭାଗ

ବିଜେପିର ଚାଷୀକାର୍ଡ

ପଦ୍ମପୁର ଲୋକାରଣ୍ୟ। ଚାରିପଟେ ବିଜେପିର ଦଳୀୟ ପତାକା। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭିଡ଼ରେ ରାସ୍ତାଘାଟ ଜାମ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ତୁଙ୍ଗନେତାଙ୍କୁ ନେଇ ବିରାଟ ଶୋଭାଯାତ୍ରା। ଏହି ଶୋଭାଯାତ୍ରା ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଲା।