Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
Odisha
All about all odisha state news updates
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୦ ଏକର ଜମି ବିକିଛି ପ୍ରଶାସନ
କରୋନା କାଳ ଅର୍ଥାତ୍ ଗତ ୨ବର୍ଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ଭିତରେ ଥିବା ୪୦ ଏକର ୭୯୯ ଡିସିମିଲ ଜମି ବିକ୍ରି ହୋଇଛି । ମହାପ୍ରଭୁଙ୍କର ମୋଟ ୬୦୪୨୬ ଏକର ୯୪୩ ଡିସିମିଲ ଭୂ-ସମ୍ପତ୍ତି ଥିବାବେଳେ ସେଥିରୁ ମାତ୍ର ୩୮ହଜାର ୦୬୨ଏକର ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର!-->…
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ
ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷି ଥିବା ବେଳେ ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ!-->…
କଟକ ବଡ଼ ଡାକ୍ତରଖାନାର ବିକଳ ଚିତ୍ର
କେତେବେଳେ ରାସ୍ତା ନ ଥିବାରୁ ତ କେତେବେଳେ ଆମ୍ବୁଲାନ୍ସ ଅଭାବରୁ ରୋଗୀଙ୍କୁ ମାଇଲ ମାଇଲ ବାଟ ବୋହି ନେବା ଘଟଣା ରାଜ୍ୟରେ ନିତିଦିନିଆ ହୋଇଗଲାଣି। ହେଲେ ଉପାନ୍ତ ଅଞ୍ଚଳର ଏପରି କରୁଣ ଚିତ୍ର ଏବେ କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଷ୍ଟ୍ରେଚର ମିଳୁ ନଥିବାରୁ!-->…
ଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ
ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଶୂନ୍ୟକାଳରେ ହୋ ହାଲ୍ଲା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଚାଷୀଙ୍କ ପାଇଁ ସମସ୍ତେ ଯଦି କାନ୍ଦୁଛନ୍ତି ତେବେ ଚାଷୀ ଦୁଃଖରେ କାହିଁକି ଅଛନ୍ତି । ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ!-->…
ଓଡ଼ିଶାରୁ ଚାଲିବ ଜଗନ୍ନାଥ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ: ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ୱର : ଓଡ଼ିଶା ପାଇଁ ବଡ଼ ଖବର । ରେଳର ବିକାଶ ପାଇଁ ରେଳମନ୍ତ୍ରୀ କହିଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଜଗନ୍ନାଥ ଏକ୍ସପ୍ରେସ ଚାଲିବ ଯାହା ଅନ୍ୟାନ୍ୟ କ୍ଷେତ୍ରକୁ ସଂଯୋଗ କରିବ । ଆସନ୍ତା ରଥଯାତ୍ରା ସମୟରେ ଏନେଇ ବିସ୍ତୃତ ଘୋଷଣା କରିବେ ରେଳମନ୍ତ୍ରୀ । ରେଳ!-->…
‘ଶିଶିର ସରସ’ ମେଳା ଏଥର ବରମୁଣ୍ଡା ପଡ଼ିଆରେ
ସବୁଥର ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୁଏ ଶିଶିର ସର ମେଳା । ଏଥର କିନ୍ତୁ ହକି ବିଶ୍ୱକପ୍ ଉପଲକ୍ଷେ ଡଟ୍ ଫେଷ୍ଟ୍ ପାଇଁ ସ୍ଥାନ ବଦଳିଛି । ପ୍ରଦର୍ଶନୀ ପଡ଼ିଆ ବଦଳରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବରମୁଣ୍ଡାରେ ହେବ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା!-->…
ପଦ୍ମପୁର ଉପନିର୍ବାଚନରେ ଟ୍ରାକିଂ ଅଭିଯୋଗ
ପଦ୍ମପୁର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ପ୍ରଚାର ଜୋର ଧରିଛି। ହେଲେ ଏହା ମଧ୍ୟରେ ପୁଲିସ୍ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୁଲିସ୍ ପକ୍ଷରୁ ବିଭିନ୍ନ ଦଳର ନେତାଙ୍କ ସମେତ ଷ୍ଟାର ପ୍ରଚାରକଙ୍କ ଗାଡ଼ି ଯାଞ୍ଚ ହେଉଥିବା ବେଳେ ଡ୍ରାଇଭରଙ୍କ ନମ୍ବର ବି ରଖାଯାଉଛି।!-->…
ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା
ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପୁଣି ଆଜି ଦ୍ବିତୀୟ ଦିନ ଲାଗି ଇଡି ଜେରା କରିବ । ଇଡିରେ ହାଜର ହେବା ସମୟରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ମଧ୍ୟ କିଛି କହିନଥିଲେ ଶ୍ରଦ୍ଧାଞ୍ଜଳି । ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ୧୪ ଘଣ୍ଟା ଧରି ଜେରା!-->…
ବିଧାନସଭାରେ ପୁଣି ହଟ୍ଟଗୋଳ
ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ହଟ୍ଟଗୋଳ ଜାରି ରହିଛି । ହଟ୍ଟଗୋଳ ପାଇଁ ବିଧାନସଭା ଅପରାହ୍ନ 4ଟା ପର୍ଯ୍ୟନ୍ତ ମୂଲତବି ରହିଛି । ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ପରେ ହଟ୍ଟଗୋଳ ଆରମ୍ଭ!-->…
ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ
ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ । ମହେନ୍ଦ୍ରଙ୍କୁ ଦଳ ପକ୍ଷରୁ ନୂତନ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ । କିଛିଦିନ ତଳେ ମହେନ୍ଦ୍ର ବଢେଇ OAS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ଦଳ ପାଇଁ!-->…