Browsing Category

Odisha

All about all odisha state news updates

ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆଜି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାଂସଦ ଅଚ୍ୟୁତ ସାମନ୍ତ ଓ ଡିଆର୍‌ଡିଓର ଏରୋନେଟିକାଲ ସିଷ୍ଟମ୍ସ(ଏଏସ୍‌)ର ମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଟେସି ଥୋମାସ୍‌ଙ୍କୁ

ଆସନ୍ତାମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆସୁଛନ୍ତି

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପୁଣି ଆସନ୍ତା ୨୮ ବା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର ସୂଚନା ମିଳିଛି। ଏନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜେ ପି ନଡ୍ଡା ଗତ ସେପ୍ଟେମ୍ବର ମାସ ୨୯ ଓ ୩୦

ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନର କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ

କଟକ : ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରି ମାସରେ କରାଯିବ । ତେବେ କେସ୍ ଡାଏରି ସହିତ ତଦନ୍ତର ସାନି

ଶିମିଳିପାଳ ହାତୀ ପୋଡ଼ି ଘଟଣାରେ ସାଂଘାତିକ ଅଭିଯୋଗ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ହାତୀ ପୋଡି ଘଟଣାରେ ଏବେ ନୂଆ ମୋଡ ଆସିଛି । ଜେନାବିଲ ରେଞ୍ଜରେ ହାତୀ ପୋଡ଼ି ଘଟଣାକୁନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ଅସ୍ଥାୟୀ ବନ କମର୍ଚାରୀ ବକୁଆ ଗ୍ରାମର ତୁରାମ ପୂର୍ତ୍ତିଙ୍କୁ ବିଷ ପିଆଇ

ଇଡକଲ୍ ଡେପୁଟି ମ୍ୟାନେଜର ସଂପତ୍ତି ଦେଖି ଟେରା ହେଲା ଭିଜିଲାନସ

ଭୁବନେଶ୍ୱର: ଭିଜିଲାନ୍ସ ଦ୍ବାରା ଅଟକ ଥିବା କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ସଂପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଅଧିକାରୀ । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିବା ଗୟା ସାନ୍ତରାଙ୍କ ନାଁ ରେ ୧୩ଟି ପ୍ଲଟ ଓ ଆଲିସାନ

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ପଶି ଆସିଲେ ଦିବ୍ୟାଙ୍ଗ ଯୁବକ

ବାଲେଶ୍ବର: ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ। ତାଙ୍କର ଘରେ ଖଣ୍ଡେ ପାଇଁ ସେ ଏପରି କରିଥିବା କହିଛନ୍ତି । ତାଙ୍କ ନାଁ ମୃତ୍ୟୁଞ୍ଜୟ ଉପାଧ୍ୟାୟ। ତାଙ୍କ ଘର ଖଇରା ବ୍ଲକ ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଭୋଗପୁର ଗାଁରେ ବୋଲି

‘ଇଣ୍ଡିଆ ଟୁଡେ’ ରିପୋର୍ଟରେ ସବୁଥିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର : ଗଭର୍ଣ୍ଣାନ୍ସଠୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ, ଉଦ୍ୟୋଗୀ, ଆଇନଶୃଙ୍ଖଳା, ମୌଳିକ ଭିତ୍ତିଭୂମି ତଥା ସାମଗ୍ରିକ ବିକାଶରେ ଓଡ଼ିଶାର ବିକଟାଳ ସ୍ଥିତି ଓ ନିକୃଷ୍ଟ ପ୍ରଦର୍ଶନର ଚିତ୍ରକୁ ଦେଶର ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ର ୨୦ତମ ବାର୍ଷିକ ସର୍ଭେ ରିପୋର୍ଟ ପଦାରେ

ଆଠ ଯୋଡ଼ା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ସ୍ଥାୟୀ ଭାବରେ ଯୋଡାଯିବ

ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍

କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମୋକିମଙ୍କୁ କାରଣଦର୍ଶାଅ ନୋଟିସ୍‌

ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ୨ଜଣ ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଏହାକୁ ଦୁଇ ବିଧାୟକ ଗ୍ରହଣ କରିଛନ୍ତି । କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯିବ ବୋଲି ସୁର ରାଉତରାୟ କହିଛନ୍ତି ।

ହୋଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଶେଷରେ ହୋଡିଂ ଉପରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଚାରିଘଣ୍ଟା ଧରି ସେ  ଭୁବନେଶ୍ୱରର ଶିଶୁଭବନ ଛକରେ ରାଉରକେଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାକୁ ଦାବି କରି ପ୍ରତିବାଦ କରୁଥିଲେ । ରାଉରକେଲାର