Browsing Category

Odisha

All about all odisha state news updates

ରାଜଧାନୀରେ ଚାଷୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲାବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ…

କଟକର ମହିଳା ଲିପସା ସ୍ୱାଇଁ ସାମଲଙ୍କୁ ନେଇ ଚର୍ଚା

 ଦିଲ୍ଲୀରେ ଆୟୋଜିତ ମିସେସ୍ ଇଣ୍ଡିଆ ସୋରେ ଭାଗ ନେଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଲିପସା । ବାଙ୍ଗାଲୋରର  ସଫ୍ଟୱୟାର ଇଞ୍ଜିନିୟର ଲିପସା ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ଏବେ ତାଙ୍କର ଗୋଟିଏ ୯ ବର୍ଷର ପୁଅ ଅଛି । ମାତୃତ୍ୱ ଲାଭ କରିବା ପରେ ମଧ୍ୟ ନିଜକୁ ଢେର ଫିଟ୍ ରଖି ପାରିଛନ୍ତି…

ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ଶୀତୁଆ ସକାଳରେ ମନୋରଞ୍ଜନର ମାହୋଲ । ଛୁଟି ଦିନରେ ରାସ୍ତା ଉପରେ ମଉଜ କରୁଛନ୍ତି ରାଜଧାନୀ ବାସିନ୍ଦା । ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର । ରବିବାରରେ ସ୍ମାର୍ଟସିଟିରେ ଚାଲିଛି ଧୁମ ମସ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର ଶିଖରଚଣ୍ଡିରୁ ଇନଫୋସିଟି ମଧ୍ୟରେ ରଙ୍ଗାରଙ୍ଗ…

୧୨ରୁ ଉଡ଼ିବ ଝାରସୁଗୁଡ଼ା-ମୁମ୍ବାଇ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହେବାକୁ ଯାଉଛି  । ଆସନ୍ତା ୧୨ ତାରିଖ ଠାରୁ ବିମାନ ସେବା ଆରମ୍ଭ ହେବ ।  ସ୍ପାଇସ ଜେଟ ପୁଣି ମୁମ୍ବାଇକୁ ବିମାନ ସେବା ଆରମ୍ଭ କରୁଥିବା ଜଣା ଯାଇଛି। ଆସନ୍ତା ୧୨ ତାରିଖ ଦିନ ବିମାନ ମୁମ୍ବାଇରୁ ଅପରାହ୍ନ ୨ ଟାରେ ଉଡ଼ାଣ କରି…

ଉଡିଲା ଭୁବନେଶ୍ବରରୁ ରାଉରକେଲା ବିମାନ: ପ୍ରଧାନମନ୍ତ୍ରୀଙ୍କ ଫଟୋ ନରଖିବାକୁ ନେଇ ରାଜନୀତି ଜୋରଧରିଲା

ଭୁବନେଶ୍ବର: ନବୀନଙ୍କ ଫଟୋ ଲାଗିଲା କିନ୍ତୁ ମୋଦିଙ୍କ ଫଟୋ କାହିଁକି ଲାଗିଲା ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଯଦି ବିମାନ ଉଡାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିଲା ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟଦିଆଯିବାର ଫଟୋ ଲଗାଇବା ଉଚିତ ହୋଇଥାନ୍ତା ବୋଲି କେନ୍ଦ୍ରୀୟ…

ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ

ଭୁବନେଶ୍ବର: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ହକି ବିଶ୍ବକପ ପାଇଁ ଏବେ 55 ମିନିଟରେ ସ୍ମାର୍ଟ ସିଟି ଭୁବନେଶ୍ବରରୁ ସ୍ମାର୍ଟ ସିଟି ରାଉରକେଲାକୁ ଉଡିଛି ବିମାନ। ସକାଳ ୧୦ ଟା ୪୫ ସମୟରେ ଭୁବନେଶ୍ଵର ଛାଡ଼ିଛି ଆଲାଏନ୍ସ ଏୟାର ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିଡିଓ…

ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଦେବାଭିଷେକ ନୀତି

ପୁରୀ: ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଦେବାଭିଷେକ ନୀତି। ମହାପ୍ରଭୂଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ ।…

ଓଡ଼ିଶାରେ ୩ ରୁଷୀୟ ନାଗରିକଙ୍କ ମୃତ୍ୟୁରେ କୌଣସି ଲିଙ୍କ୍ ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ୩ ରୁଷୀୟ ନାଗରିକଙ୍କ ମୃତ୍ୟୁରେ କୌଣସି ଲିଙ୍କ୍ ନାହିଁ । ଏ ନେଇ ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ। ରାୟଗଡ଼ାରେ ୨ ଓ ପାରାଦୀପରେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ଲିଙ୍କ୍ କରାଯିବା ଅନୁଚିତ ବୋଲି MEA କହିଛି ।ବୈଦେଶିକ…

ଆଇସିଓଏମସି କୋଠାରେ ଆଜି ଉଦଘାଟନ ହେବ ଡେଲଏଟ କମ୍ପାନୀ ଶାଖା

ଭୁବନେଶ୍ବର: ଆଇସିଓଏମସି କୋଠାରେ ଆଜି ଉଦଘାଟନ ହେବ ଡେଲଏଟ କମ୍ପାନୀ ଶାଖା । କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ୧୨ ମହଲା ବିଶିଷ୍ଟ ଏହି କୋଠାର ୬…

୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ଭୁବନେଶ୍ବର: ୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ । ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ୩ କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି । ଏଥିରେ ୧ କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଏବଂ ୩୨୨୨ଜଣ…