Browsing Category

Odisha

All about all odisha state news updates

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ 5ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲାରେ ଜଣଙ୍କ ପରେ ଜଣଙ୍କୁ ଇଡି ଘନ ଘନ ଜେରା କରୁଛି । ଅର୍ଚ୍ଚନା ସହ କଣ ଆର୍ଥିକ ନେଣଦେଣ ରହିଛି ତାହାର ଖୋଳତାଡ କରୁଛି ଇଡି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ ଜମି ବିକ୍ରେତା ପ୍ରଭାତ ରଞ୍ଜନ ପତି । ସେ ଅର୍ଚ୍ଚନାଙ୍କୁ ଜମି

ମନ ମୋହୁଛି କୋଣାର୍କ ଉତ୍ସବ

ମନ ମୋହୁଛି କୋଣାର୍କ ଉତ୍ସବ । କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଜବାହରଲାଲ ନେହେରୁ ନୃତ୍ୟ ଏକାଡେମୀ ଇମ୍ଫାଲର ଏଲ ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାରମାନେ

ସାରିଦେଲେ ଅଧାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଅଧାରେ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ଚାଲିପାରିଲା ଗୃହକାର୍ଯ୍ୟ । ଶୀତକାଳିନ ଅଧିବେଶନ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ଶାସକ ଦଳର ବିଧାୟକ । ପ୍ରସ୍ତାବ ଗୃହିତ ହେବା ପରେ ବାଚସ୍ପତି ଗୃହକୁ

ଆଉ ଦୁଇ ଦିନ ପରେ ପଦ୍ମପୁରରେ ନିର୍ବାଚନ

ଆଉ ଦୁଇ ଦିନ ପରେ ପଦ୍ମପୁରରେ ନିର୍ବାଚନ । ଏଥିପାଇଁ ସବୁଦଳ ଆଜି ପ୍ରଚାର ଜୋରଦାର କରିଛନ୍ତି । ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ସମର୍ଥକ ଘର ଘର ବୁଲି ପ୍ରଚାର କରୁଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁରଠାରେ ଆୟୋଜିତ ବିଶାଳ

ଆଜି ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ

ଆଜି ମାଟିରେ ମିଶିଯିବ ବୀଣାଜିଣା କଣ୍ଠ । ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ହେବ ଶେଷକୃତ୍ୟ । ଅପରାହ୍ମରେ କଟକର ଗୋରାକବର ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କୁ ଶେଷ ବିଦାୟ ପ୍ରଦାନ କରାଯିବ । ଗତକାଲି ୮୨ ବର୍ଷ ବୟସରେ କଟକ ବାସଭବନରେ ତାଙ୍କର ପରଲୋକ

ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ

ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ । ସ୍ଥାପନ ହେବ ୧୦ ହଜାର ମେଗୱାଟର sand to module ପ୍ଲାଣ୍ଟ । ଢେଙ୍କାନାଳରେ ୯୦୦ ଏକର ଜମି ଉପରେ

କୋଣାର୍କ ଉତ୍ସବ ଆରମ୍ଭ

କୋଣାର୍କ : ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଗୁରୁବାର ଠାରୁ କୋଣାର୍କ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିଜର ବାର୍ତ୍ତା ଦେବା ସହ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଦେଶ ବିଦେଶର ପର୍ଯ୍ୟଟକମାନେ ଏହି

ଲେନ୍‌କୁ ମାଡ଼ି ବସି ହୋଇଥିବା ବେଆଇନ୍‌ ଜବରଦଖଲ ନିର୍ମାଣ ହଟିବ

ଭୁବନେଶ୍ୱର : ରାଜଧାନୀର ନବକଳେବର ହେଉଛି । ବଡ଼ ବଡ଼ କ୍ରୀଡା ମହାକୂମ୍ଭ ଆୟୋଜନ ହେଉଛି । ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି । ଏହା ଫଳରେ ବିଏମସି ସହରକୁ ସୁନ୍ଦର କରିବାକୁ ଯୋଜନା କରୁଛି । ସରକାରୀ କ୍ବାଟରକୁ ଲାଗି ରହିଥିବା ଜବରଦଖଲକୁ ହଟାଇବ ବିଏମସି । ଏହା ସହ ରାସ୍ତା ଉପରେ ଜବରଦଖଲକୁ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା । ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକରୁ ୭ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର । ଆଦାନି ଗ୍ରୁପ୍‌ ଆସନ୍ତା ୧୦ ବର୍ଷରେ ରାଜ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରିବ । ଜେଏସ୍‌ଡବ୍ଲ୍ୟୁ ୧

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।